ଦୁନିଆର ସେହି ବିଚିତ୍ର ଦେଶ, ଯେଉଁଠାରେ ଝିଅ ସହିତ ହିଁ ବାହା ହେଇପାରିବ ବାପା, ଜାଣନ୍ତୁ ଏମିତି କେତେ ପ୍ରକାରଅଜବ ନିୟମ।

କୈାଣସି ଦେଶକୁ ସୂଚାରୁରୂପେ ଚଳାଇବା ପାଇଁ ସଠିକ ଆଇନ ବ୍ୟବସ୍ଥା ବହୁତ ଜରୁରୀ ଅଟେ। ଯଦି ସଠିକ ଆଇନ ବ୍ୟବସ୍ଥା ନଥିବା ତାହେଲେ ସାଧାରଣ କଥାରେ ମଧ୍ୟ ସମସ୍ୟା ବଢିଯିବ। କିନ୍ତୁ କେବେ ଆପଣ ଚିନ୍ତା କରିଛନ୍ତି କି ସମାଜରୁ ସମସ୍ୟାକୁ ଦୂର କରୁଥିବା ଆଇନ ଯଦି ସମସ୍ୟାର କାରଣ ହୋଇଯିବ ତାହେଲେ କଣ ହେବ ?ସାରା ଦୁନିଆରେ ଏମିତି କେତେ ଦେଶ ଅଛି, ଯେଉଁଠାରେ ବହୁତ ଅଜବପ୍ରକାର ଆଇନ ବ୍ୟବସ୍ଥା ରହିଛି।ଆଜି ଆମେ ଆପଣଙ୍କୁ କିଛି ଏମିତି ଅଜବପ୍ରକାର ଆଇନ ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣଙ୍କର ମଧ୍ୟ ମୁଣ୍ଡ ବୁଲେଇ ଯିବ।

ରେଡ଼ିଓରେ ଗୀତ ଶୁଣାଇବା ପାଇଁ ନିୟମ

କାନାଡାରେ ନିୟମ ହେଉଛି କି ଏଠାରେ ରେଡ଼ିଓରେ ବାଜୁଥିବା ପ୍ରତ୍ୟେକ ପଞ୍ଚମ ଗୀତ କୈାଣସି କନେଡିୟନଙ୍କ ଦ୍ଵାରା ଗାନ କରାଯାଇ ଥାଏ। ଏହି ନିୟମକୁ କନେଡିୟନ ରେଡ଼ିଓ ଏବଂ ଟେଲିଭିଜନ ଆୟୋଗଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥାଏ।

ସଂସଦରେ ମୃତ୍ୟୁ ଅବୈଧ

ଇଂଲଣ୍ଡରେ ନିୟମ ହେଉଛି କି ଏଠାର ସଂସଦରେ କାହାର ବି ମୃତ୍ୟୁ ହୋଇ ପାରିବ ନାହିଁ। ବର୍ଷ ୨୦୦୭ରେ ଏହାକୁ ୟୁକେର ସବୁଠାରୁ ନିରର୍ଥକ ନିୟମର ଆଖ୍ୟା ଦିଆଯାଇଥିଲା। ଲୋକମାନେ କହିଥିଲେ କି ଏହି ନିୟମର କୈାଣସି ଆଧାର ନାହିଁ। ହେଲେ ଏହା ମଧ୍ୟ କୁହା ଯାଇଥିଲା କି ଏହି ଆଇନ ବିଷୟରେ କୈାଣସି ଲିଖିତ ବ୍ୟାଖ୍ୟା କରା ଯାଇନାହିଁ।

ପାଇଖାନାରେ ଫ୍ଲଶ କରିବା ଅବୈଧ

ଏହି ପ୍ରକାରଅଜବ ନିୟମ ସୃଷ୍ଟି କରିଥିବା ଦେଶ ହେଉଛି ସ୍ବିଜରଲ୍ୟାଣ୍ଡ। ଯଦି ଆପଣ ସ୍ବିଜରଲ୍ୟାଣ୍ଡର କୈାଣସି ଆପାର୍ଟମେଣ୍ଟର ବଙ୍ଗଳାରେ ରହୁଛନ୍ତି,ତ ଏଠାରେ ରାତି ୧୦ଟା ବାଜିବା ପରେ ଆପଣ ପାଇଖାନାରେ ଫ୍ଲଶ କରି ପାରିବେ ନାହିଁ। ସେଇଟା ପଛେ ଆପଣଙ୍କର ନିଜ ଘର ହୋଇଥାଉ। ସରକାର ଏହାକୁ ଧ୍ବନି ପ୍ରଦୂଷଣ ବୋଲି ମାନିଥାନ୍ତି।

ପ୍ରତ୍ୟେକ ସମୟରେ ହସିବା ଜରୁରୀ

ଯଦି ଆପଣ ଇଟାଲୀର ମିଲାନ ସହରରେ ରହୁଛନ୍ତି, ତ ଜରୁରୀ ହେଉଛି କି ଆପଣ ପ୍ରତ୍ୟେକ ସମୟରେ ନିଜ ଚେହେରାରେ ହସ ରଖିବା ଆବଶ୍ୟକ। କେବଳ ଅନ୍ତିମ ସଂସ୍କାର ଏବଂ ଡାକ୍ତରଖାନାରେ ଏହାକୁ ଛୁଟି ଦିଆଯାଇଛି। ଏହା ବ୍ୟତୀତ ଯଦି ଆପଣ ଏହି ନିୟମକୁ ମାନିବେ ନାହିଁ, ତାହେଲେ ଆପଣଙ୍କ ଉପରେ ଜୋରିମାନା ଲଗାଯାଇ ପାରେ।

ଝିଅ ସହିତ ବାହାଘର

ଇରାନରେ ବାପା ନିଜ ଝିଅ ସହିତ ମଧ୍ୟ ବାହା ହୋଇ ପାରିବ। ଏହି ନିୟମ ବର୍ଷ ୨୦୧୩ରେ ପାସ ହୋଇଥିଲା, ଯାହା ମାଧ୍ୟମରେ ଯେ କୌଣସି ବାପା ନିଜ କୋଳକୁ ନେଇଥିବା ଝିଅ ସହିତ ବାହା ହୋଇ ପାରିବ, କିନ୍ତୁ ଏଥିପାଇଁ ସର୍ତ ଏହା ହେଉଛି କି ଝିଅର ବୟସ କମ ସେ କମ ୧୩ବର୍ଷ ହେବା ଦରକାର।

ନୀଳ ଜୀନ୍ସ ଉପରେ ପ୍ରତିବନ୍ଧକ

ଉତ୍ତର କୋରିଆର ତାନାଶାହ କିମ ଜୋଙ୍ଗର ତାନାଶାହୀ ସହିତ ତ ଆପଣ ପରିଚିତ ହୋଇଥିବେ। କିମ ଜୋଙ୍ଗ ନିଜ ଦେଶରେ ଅଜବପ୍ରକାର ନିୟମ ସୃଷ୍ଟି କରିବା ପାଇଁ ମଧ୍ୟ ପ୍ରସିଦ୍ଧ ଅଟେ। ଜଣା ଯାଉଛି କି ଉତ୍ତର କୋରିଆରେ ନୀଳ ରଙ୍ଗର ଜୀନ୍ସ ଉପରେ ଅଟକ ହେଉଛି। ପଶ୍ଚିମୀ ସଂସ୍କୃତିର ପ୍ରଭାବରୁ ବଞ୍ଚାଇବା ପାଇଁ ଉତ୍ତର କୋରିଆରେ ଏହାକୁ ପ୍ରତିବନ୍ଧିତ କରାଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *