ବାହାଘର ପୂର୍ବରୁ ପାକିସ୍ଥାନୀ ଝିଅ ହେବାକୁ ଥିବା ସ୍ବାମୀଙ୍କ ଠାରୁ କରିଦେଲେ ଏମିତି ଦାବି, ଲୋକମାନଙ୍କୁ ହେଉନାହିଁ ବିଶ୍ୱାସ- ଦେଖନ୍ତୁ Viral Video

ଜଣେ ପାକିସ୍ଥାନୀ ମହିଳା ନିଜ ସ୍ବାମୀଙ୍କ ଠାରୁ କରିଥିବା ନିଜର ଏକ ଅମୂଲ୍ୟ ଦାବି ପାଇଁ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି। ଏହି ମହିଳା ବାହାଘର ପୂର୍ବରୁ ନିଜ ସ୍ବାମୀଙ୍କ ଠାରୁ ଏମିତି ଦାବି କରି ଦେଇଥିଲେ, ଯାହା ବିଷୟରେ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ବହୁ ମାତ୍ରାରେ ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି।

ପାକିସ୍ଥାନ (Pakistan)ରେ ସବୁବେଳେ କିଛି ନା କିଛି ଏମିତି ହେବାରେ ଲାଗିଥାଏ, ଯାହାର ଚର୍ଚ୍ଚା ସୋସିଆଲ ମିଡିଆରେ ଛାଇ ହୋଇ ଯାଇଥାଏ। ସେଠାରେ, ବର୍ତ୍ତମାନ ଜଣେ ପାକିସ୍ଥାନୀ ମହିଳା ନିଜ ସ୍ବାମୀଙ୍କ ଠାରୁ କରିଥିବା ନିଜର ଏକ ଅମୂଲ୍ୟ ଦାବି ପାଇଁ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି। ଏହି ମହିଳା ବାହାଘର ପୂର୍ବରୁ ନିଜ ସ୍ବାମୀଙ୍କ ଠାରୁ ଏମିତି ଦାବି କରି ଦେଇଥିଲେ, ଯାହା ବିଷୟରେ ଜାଣି ଲୋକମାନେ ଆ-ଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ବହୁ ମାତ୍ରାରେ ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି।

ମହିଳାଙ୍କ ନାମ ନାଇଲା ଶମଲ (Naila Shamal) ଅଟେ। ମୂଳ ରୂପରେ ମରଦାନ (Mardan)ରେ ରହୁଥିବା ନାଇଲା ବାହାଘର ପୂର୍ବରୁ ନିଜ ସ୍ବାମୀଙ୍କ ଠାରୁ ଏମିତି ଦାବି କରି ଦେଇଛନ୍ତି, ଯାହା ବିଷୟରେ ଜାଣି ଲୋକମାନେ ଆ-ଶ୍ଚର୍ଯ୍ୟ ହୋଇଯିବେ ଏବଂ ଏହା ଉପରେ ଲୋକମାନଙ୍କର ବିଶ୍ୱାସ ହେଉନାହିଁ। ମହିଳା ଜଣଙ୍କ ନିଜ ଭିଡିଓରେ କହିଥିଲେ, କି “ସେ ଜଣେ ଲେଖକ ଅଟନ୍ତି ଏଥିପାଇଁ ତାଙ୍କୁ “ହକ ମେୟର” ରୂପରେ ଏକ ଲକ୍ଷ ଟଙ୍କାର ବହି ଦରକାର। ନାୟଲା କହିଛନ୍ତି କି ସେ ଏହି କୁପ୍ରଥାକୁ ଶେଷ କରିବା ପାଇଁ ଚାହୁଁଛନ୍ତି। ଦେଶରେ ମହଙ୍ଗା ବହୁତ ବଢ଼ି ଯାଇଛି। ଯଦି ମୋ ଭଳି ଲୋକମାନେ ଏହି କୁପ୍ରଥାକୁ ଶେଷ କରିବେ ନାହିଁ ତାହେଲେ ଏହା ବଢି ହିଁ ଯିବ। ବିଶେଷକରି, ମୁଁ ଜଣେ ଲେଖିକା ଅଟେ ଏବଂ ମୁଁ ବହି ଗୁଡିକର ମୂଲ୍ୟ ରଖିବି ନାହିଁ ତ ଅନ୍ୟ ମାନଙ୍କୁ କିଛି ମଧ୍ୟ କେମିତି କହି ପାରିବି”।

ଏହି ଭିଡିଓକୁ ସୋସିଆଲ ମିଡିଆରେ Mona Farooq Ahmad ନାମକ ୟୁଜର ସେୟାର କରିଛନ୍ତି। ଭିଡିଓ ସେୟାର ହେବା ମାତ୍ରେ ହିଁ ଜୋରରେ ଭାଇ-ରାଲ ହୋଇ ଯାଇଛି। ପ୍ରଥମେ ତ ମହିଳାଙ୍କ କଥା ଉପରେ କାହାର ବିଶ୍ବାସ ହେଉ ନଥିଲା। କିନ୍ତୁ, ବର୍ତ୍ତମାନ ତାଙ୍କର ବହୁ ମାତ୍ରାରେ ପ୍ରଶଂସା କରାଯାଉଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଏହି ଭିଡିଓକୁ ଏକଲକ୍ଷ ୧୧ହଜାରରୁ ଅଧିକ ଥର ଦେଖାଯାଇ ସାରିଛି। ଲୋକମାନେ ଏହି ଭିଡିଓ ଉପରେ ବହୁ ମାତ୍ରାରେ କମେଣ୍ଟ କରୁଛନ୍ତି ଏବଂ ମହିଳାଙ୍କର ବହୁ ମାତ୍ରାରେ ପ୍ରଶଂସା କରାଯାଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *