ପଣା ସଂକ୍ରାନ୍ତି ଦିନ କରନ୍ତୁ ନାହିଁ ଏହି ୫ ଟି କାମ ନଚେତ ଗରିବୀ ଆସିବ।

ବନ୍ଧୁଗଣ ପଣା ସଂକ୍ରାନ୍ତିକୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଇଥାଏ। ଏହା ସାଧାରଣତଃ ଏପ୍ରିଲ ୧୪ ତାରିଖରେ ପଡେ। ବନ୍ଧୁଗଣ ଏହି ବର୍ଷ ଏହି ପଣା ସଂକ୍ରାନ୍ତି ଏହି ମାସ ଠିକ ଏହି ଦିନରେ ମଧ୍ୟ ପଡିଛି । ଏବଂ ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ। ଏବଂ ଏହାକୁ ମହା ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଏବଂ ଜାଗା ଜାଗାରେ ଏହାକୁ ଠେକି ବସା ସଂକ୍ରାନ୍ତି, ଛତୁଆ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ।

ବନ୍ଧୁଗଣ ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଇଥାଏ। ମାଠିଆରେ ଥିବା ଛୋଟ କଣାରୁ ଧୀରେ ଧୀରେ ପାଣି ଝରେ। ଯାହା ବର୍ଷାକୁ ସୂଚାଇ ଥାଏ। ଏବଂ ଏହି ଦିନକୁ ବସୁଦ୍ଧାର ଠେକି ମଧ୍ୟ କୁହାଯାଇଥାଏ।ଏବଂ ଏହି ଦିନକୁ ଲୋକେ ବେଲ କିମ୍ବା ଛତୁଆ ସହିତ ପାଳନ କରିଥାନ୍ତି। ଏବଂ ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲୁଥିବା ଦ୍ଵନ୍ଦ ନାଟର ଅନ୍ତ ଭାବେ ଏହି ଦିନ ମେରୁଜାତ ପାଳନ କରାଯାଏ।ଏବଂ ଉତ୍ତର ଓଡ଼ିଶାରେ ଏହାକୁ ଚଡକ ପର୍ବ ନାମରେ ପାଳନ କରାଯାଇଥାଏ। ଏହି ଦିନ ପଣା ସଂକ୍ରାନ୍ତି ସହିତ ହନୁମାନଙ୍କ ଜୟନ୍ତୀ ମଧ୍ୟ ପଡୁଅଛି।

ଯଦି ଏହି ଦିନ ଯେଉଁ ବ୍ୟକ୍ତି ଏହି ୫ ଟି କାମ କରିଥାଏ ତେବେ ସେମାନଙ୍କୁ ଗରିବ ଏବଂ ଭିକାରୀ ହେବାରୁ କେହି ମଧ୍ୟ ବଞ୍ଚାଇ ପାରିବେ ନାହିଁ। ଏବଂ ସ୍ୱୟଂ ବଜରଙ୍ଗୀ ବାଲୀ ମଧ୍ୟ ରୋକିବାକୁ ପ୍ରୟାସ କରିପାରନ୍ତି ନାହିଁ। ଏବଂ ଏହିପରି ବ୍ୟକ୍ତି ମାନଙ୍କ ଉପରେ ସଙ୍କଟର କଳା ବାଦଲ ଖେଳି ଯାଇଥାଏ। ପ୍ରଭୁ ହନୁମାନ ଏହିପରି ବ୍ୟକ୍ତି ମାନଙ୍କୁ କେବେ ମଧ୍ୟ କ୍ଷମା କରିପାରନ୍ତି ନାହିଁ। ଫଳରେ ଏମାନଙ୍କ ଜୀବନରେ ମହାପ୍ରଳୟ ଆସିଥାଏ। ଏଥିପାଇଁ ମରିଯିବେ ପଛେ ଏହି ଦିନ ଭୁଲରେ ମଧ୍ୟ ଏହି କାମ କରିବେ ନାହିଁ।

ବନ୍ଧୁଗଣ ଆପଣଙ୍କର ବି ଆତ୍ମା କମ୍ପି ଉଠିବ ଯେବେ ଆପଣ ଜାଣିପାରିବେ କି ଆପଣ ମଧ୍ୟ ଏପରି କାମ କରୁଛନ୍ତି। ଏବଂ ଏହି କାରଣ ପାଇଁ ଭଗବାନ ହନୁମାନ ଆପଣଙ୍କର ଉପରେ ରାଗି ଯାଇପାରନ୍ତି ଏବଂ ଏହିଦିନ ହନୁମାନଙ୍କର ସର୍ବତ୍ତମ ଦିନ ବୋଲି ମାନାଯାଇଥାଏ। ଏବଂ ଯଦି ଏହି ପଣା ସଂକ୍ରାନ୍ତି ଦିନ ଆପଣ ପ୍ରଭୁ ହନୁମାନଙ୍କୁ ଉପାସନା କରନ୍ତି ତେବେ ଆପଣଙ୍କର ସମସ୍ତ ଦୁଃଖ ଦୂର ହୋଇଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ସେହିସବୁ କାମ।

ସମ୍ବଦ୍ଧ।ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଉପରେ ଭଗବାନ ହନୁମାନଙ୍କର କୋପ ଦୃଷ୍ଟି ନପଡୁ ବୋଲି ତ ଖାସ କରି ଆପଣଙ୍କୁ ସୂଚନା ଦେଉଛୁ ଏହି ଦିନ କାହା ସହିତ ମଧ୍ୟ ଶାରୀରିକ ସମ୍ବଦ୍ଧ ରଖନ୍ତୁ ନାହିଁ। ଅନ୍ୟଥା ଅକାରଣରେ ମହାବିରଙ୍କର କୋପର ଶିକାର ହେବାକୁ ପଡିପାରେ। ବନ୍ଧୁଗଣ ମାନ୍ୟତା ଅଛି କି ଏହି ଦିନ ଶାରୀରିକ ସମ୍ବଦ୍ଧ ସ୍ଥପନା କରିବା ଦ୍ୱାରା ସନ୍ତାନ ବିକଳାଙ୍ଗ ଜନ୍ମ ନେଇପାରେ। ଏଥିପାଇଁ ଏହି ଦିନ ମନକୁ ସଂଯମ କରି ରଖନ୍ତୁ। ନହେଲେ ଭୟଙ୍କର ବିପଦ ମାଡିଆସିଥାଏ। ଏବଂ ଆପଣଙ୍କର କୁଣ୍ଡଳୀ ବିଗିଡି ଯାଇଥାଏ।

ଦୁଗ୍ଧରେ ବନା ଯାଇଥିବା ଜିନିଷ ଘରକୁ ଆଣନ୍ତୁ ନାହିଁ। ଏହି ଦିନ ଦୁଗ୍ଧରେ ବନାହୋଇଥିବା ମିଠା ଯଥା ରାବିଡ଼ି ଇତ୍ୟାଦି ବର୍ଜିତ ମାନାଯାଇଅଛି। ଦୁଗ୍ଧକୁ ଚନ୍ଦ୍ରମାଙ୍କର କାରକ ମାନାଯାଇଛି। ଚନ୍ଦ୍ରମା ଏବଂ ମଙ୍ଗଳ ଜଣେ ଦୁଇଜଣଙ୍କର ବିରୋଧୀ ଅଟନ୍ତି। ଏଥିପାଇଁ ଏହି ଦିନ ଦୁଗ୍ଧ କିମ୍ବା ଏଥିରେ ତିଆରି ହୋଇଥିବା ଜିନିଷ ଘରକୁ ଆଣନ୍ତୁ ନାହିଁ ନଚେତ ଆପଣଙ୍କୁ ଭାରି ମାତ୍ରାରେ କ୍ଷତି ସହିବାକୁ ପଡିପାରେ।

ଲୁହା ଜିନିଷ ଘରକୁ ଆଣନ୍ତୁ ନାହିଁ। ବନ୍ଧୁଗଣ ଏହି ଦିନ କୌଣସି ଲୁହା ଜିନିଷ କିଣିବା ଅଶୁଭ ମାନାଯାଇଛି। ଏବଂ ଷ୍ଟିଲ ଜିନିଷ କିମ୍ବା ଧାର ଥିବା ବସ୍ତୁ ଯେମିତି ଚାକୁ,କଇଁଚି କେବେବି କିଣନ୍ତୁ ନାହିଁ। ଏବଂ ଏହି ଦିନ ନଖ ଏବଂ ବାଳ କେବେବି କାଟିବା ଉଚିତ ହୋଇନଥାଏ। ବନ୍ଧୁଗଣ ଏହା କରିବା ଦ୍ୱାରା ହନୁମାନଙ୍କର କୋପ ଦୃଷ୍ଟି ଆପଣଙ୍କୁ ସମୁଖୀନ କରିବାକୁ ପଡିପାରେ।

ମାଛ ମାଂସ ଏବଂ ମଦ୍ୟପାନରୁ ଦୁରେଇ ରୁହନ୍ତୁ। ବନ୍ଧୁଗଣ ବଜରଙ୍ଗୀବାଲିଙ୍କର କ୍ରୋଧରୁ ସାମ୍ନା ଏହିପରି ଲୋକଙ୍କୁ ସର୍ବଦା କରିବାକୁ ପଡିଥାଏ। ଯେଉଁ ଲୋକମାନେ ଏହି ଦିନ ମାଂସ ଏବଂ ମଦିରାର ସେବନ କରିଥାନ୍ତି ସେମାନଙ୍କୁ ବଜରଙ୍ଗୀବାଲି ବର୍ବାଦ କରିଦେଇଥାନ୍ତି। ଏବଂ ସେହିପରି ଲୋକଙ୍କୁ ହନୁମାନ ଭିକାରୀ କରିକି ହିଁ ଛାଡ଼ନ୍ତି। ଏଥିପାଇଁ ଆପଣ ଏମିତି ଭୁଲ କେବେବି କରନ୍ତୁ ନାହିଁ। ବନ୍ଧୁଗଣ ଯଦି ଏହି ଦିନ ଆପଣ କ୍ରୋଧରେ ଅଛନ୍ତି କିମ୍ବା ମନରେ ରାଗ ଅଛି ତେବେ ଭୁଲରେ ମଧ୍ୟ ହନୁମାନଙ୍କୁ ପୂଜା କରନ୍ତୁ ନାହିଁ। ହନୁମାନଙ୍କୁ ଶାନ୍ତି ଅଧିକ ପ୍ରିୟ ହୋଇଥାଏ। ଏବଂ ଯେଉଁ ବ୍ୟକ୍ତି ମନରେ ହନୁମାନଙ୍କ କୌଣସି କାରଣରୁ କ୍ରୋଧ ରଖି ପୂଜା କରିଥାଏ ତାକୁ କୌଣସି ଫଳ ମିଳିନଥାଏ।

ଏହି ଦିନ ହନୁମାନଙ୍କୁ ଭଲ ସୁଗଦ୍ଧିତ ପୁଷ୍ପ , ଫୁଲ, ଫଳ ଏବଂ ଲଡୁ ଦେବା ଦ୍ୱାରା ବଜରଙ୍ଗୀ ବାଲି ଆପଣଙ୍କର ଉପରେ ଖୁସି ହୋଇଥାନ୍ତି। ଏବଂ ତାଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିଥାଏ। ବନ୍ଧୁଗଣ ଆପଣଙ୍କୁ କହିରଖୁଛୁ ମଙ୍ଗଳବାର ଏବଂ ଶନିବାର ଦିନ ଏହି ଦୁଇ ଦିନକୁ ହନୁମାନଙ୍କର ସର୍ବତମ ଦିନ ବୋଲି କୁହାଯାଇଥାଏ। ଏବଂ ଏହି ଦିନରେ ଏହି କାମ ଗୁଡିକୁ କେବେବି କରନ୍ତୁ ନାହିଁ। ବନ୍ଧୁଗଣ ପଣା ସଂକ୍ରାନ୍ତି ଦିନ କଳା ରଙ୍ଗର ବସ୍ତ୍ର କେବେବି ପିଦ୍ଧନ୍ତୁ ନାହିଁ। ଏବଂ ଏହି ଦିନ କଳା ରଙ୍ଗ ଛାଡି ଅନ୍ୟ କୌଣସି ରଙ୍ଗର ବସ୍ତ୍ର ପିନ୍ଧି ପାରିବେ। ଧଳା ଏବଂ କମଳା ଏବଂ ନୀଳ ପିନ୍ଧିବା ଅଧିକ ଶୁଭ ମାନାଯାଇଥାଏ।

ମହାବୀରଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ହନୁମାନ “

Leave a Reply

Your email address will not be published. Required fields are marked *