ପସନ୍ଦ କରନ୍ତୁ ନିଜ ଜନ୍ମ ବାର ଜାଣନ୍ତୁ ନିଜ ଚରିତ୍ର ଓ ସ୍ଵଭାଵ

ବନ୍ଧୁଗଣ ବିଭିନ୍ନ ବାରରେ ଜନ୍ମ ହୋଇଥିବା ଜାତକ ବା ମନୁଷ୍ୟର ଭିନ୍ନ ଭିନ୍ନ ପ୍ରକାରର ଚାଲିଚଳନ ଆଚାର ବ୍ୟବହାର ଚାଲିଚଳନ ବିଦ୍ୟା ବୁଦ୍ଧି ଜ୍ଞାନୀ ଇତ୍ୟାଦି ହୋଇଥିବାର ଜଣାଯାଏ। ତେବେ କେଉଁ ବାରରେ ଜନ୍ମ ହେଲେ ଆପଣଙ୍କର ସ୍ୱଭାବ କିପରି ହୋଇଥାଏ ଆସନ୍ତୁ ଜାଣିବା।

ରବିବାର। ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନି କ୍ରୋଧି କାମାତୁର ରୀତି କ୍ରୀଡ଼ାରେ ପ୍ରାରକ ସ୍ତ୍ରୀକୁ ଭରପୁର ସୁଖ ପ୍ରଦାନ କରିଥାଏ। ମିଷ୍ଠ ଭାଷାରେ ସମସ୍ତଙ୍କୁ ମୁଗ୍ଧ କରିବା ସହିତ ଭ୍ରମଣ ପ୍ରିୟ ଧାର୍ମିକ ତଥା ଭକ୍ତି ପ୍ରିୟ ହୋଇଥାଏ।

ସୋମବାର। ଯେଉଁ ବ୍ୟକ୍ତି ଏହି ଦିନ ଜନ୍ମ ଗ୍ରହଣ କରିଥାଏ ସେମାନେ ବହୁତ ଅଳସୁଆ ଧୀରନୀତି ପ୍ରିୟ ଭାଷା ଭୋଗବିଲାସୀ ରୀତି କାର୍ଯ୍ୟରେ ଉତେଜିତ। ନିଜର ସ୍ତ୍ରୀକୁ ରୀତି କ୍ରୀଡ଼ାରେ ଶାନ୍ତି ପ୍ରଦାନ ତଥା ସୁଖ ପ୍ରଦାନ କରିବା ସହିତ ନ୍ୟାୟ ପରାୟଣତା ତଥା ଶାନ୍ତଶୀଳ ସ୍ୱଭାବର ହୋଇଥାନ୍ତି।

ମଙ୍ଗଳବାର। ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ଗ୍ରହଣ କରିଥାଏ ସେହି ବ୍ୟକ୍ତି ସାହସୀ ଚଞ୍ଚଳ ମତି ଶତ୍ରୁ ବିରୋଧୀ କ୍ଷଣ ଲୋଭୀ ବୁଦ୍ଧିମତୀ ବିଦ୍ୟା ପ୍ରବଣ କାର୍ଯ୍ୟ କରିବାରେ କୌଶଳୀ ରୀତି ସୁଖରେ ସୁଖୀ ତଥା ଚିନ୍ତା ଶୀଳ ହୋଇଥାନ୍ତି।

ବୁଧବାର। ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ଗ୍ରହଣ କରିଥାଏ ସେହି ବାରରରେ ଜନ୍ମିତ ବ୍ୟକ୍ତି ଗଭୀର ଚିତରେ ଚିନ୍ତାଶୀଳ ନ୍ୟୟବନ୍ତ ଗୁଣି ଅତି ଚତୁର ଧର୍ମ କାର୍ଯ୍ୟରେ ଆଗ୍ରହୀ ଭୋଗବିଳାସ ପ୍ରିୟ। ଅନେକ ସ୍ତ୍ରୀ ସହିତ ସମ୍ପର୍କ ରଖିଥାନ୍ତି। ତଥା ଅତି ଉତ୍ତମ ରୀତି କ୍ରୀଡ଼ାରେ ପ୍ରାରମ୍ଭକ ହୋଇଥାନ୍ତି। ଏବଂ କର୍ମବନ୍ତ ମଧ୍ୟ ହୋଇଥାନ୍ତି।

ଗୁରୁବାର। ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ବହୁ ଗୁଣର ଅଧିକାରୀ ହୋଇଥାଏ। ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ହେବା ସହିତ ପଶୁ ଭଳି ସ୍ଵଭାବ ଦେଖାଇଥାଆନ୍ତି। ଶାସ୍ତ୍ର ଧାର୍ମିକ ଏବଂ କ୍ଷମା ବନ୍ତ ମଧ୍ୟ ହୋଇଥାନ୍ତି।

ଶୁକ୍ରବାର। ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ନୀତିନିୟମକୁ ଆଖି ଆଗରେ ରଖି ଚଳିବାକୁ ଚେଷ୍ଟା କରନ୍ତି। ସେ ପରପକାରୀ ଭ୍ରମଣ ପ୍ରିୟ ଏବଂ କାମବିଳାସି ହୋଇଥାନ୍ତି। ନିଜ ସ୍ତ୍ରୀକୁ ନୀତି ସୁଖ ପ୍ରଦାନ କରିବାରେ କେବେବି ଅବହେଳା କରନ୍ତି ନାହିଁ।

ଶନିବାର। ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି କ୍ଷଣବନ୍ତି ଚଞ୍ଚଳ ବତୀ ବହୁତ ଅହଙ୍କାରୀ ପୁର୍ଣ ତାମସିକ ବିଦ୍ୟାରେ ପ୍ରବୀଣ ପର ଧନରେ ଲୋଭ ତଥା ଜୋଶଶୀ ଅଟନ୍ତି।

Leave a Reply

Your email address will not be published. Required fields are marked *