ବାହାଘରରେ DJରେ ବାଜୁଛି ‘ପାବରୀ ହୋ ରହୀ ହେ’, ଲୋକମାନେ ଏମିତି କରୁଛନ୍ତି ଡ୍ୟାନ୍ସ- ଦେଖନ୍ତୁ ଜବରଦସ୍ତ ଡ୍ୟାନ୍ସ

ଆଉ ଏଠାରେ ଆମର ପାର୍ଟି ହେଉଛି

ଭାଇ ସାହେବ! ମାସେରୁ ଅଧିକ ହୋଇଗଲାଣି। କିନ୍ତୁ ଲୋକମାନଙ୍କ ‘ପାର୍ଟି’ ବର୍ତ୍ତମାନ ମଧ୍ୟ ଚାଲୁଛି। ବହୁତ ସାରା ଲୋକ ଏହି ‘ପାର୍ଟି’ ଟ୍ରେଣ୍ଡରେ ଏବେ ମଧ୍ୟ ରହିଛନ୍ତି। କିନ୍ତୁ କେହି ଭାବିଥିଲେ କି ଲୋକମାନେ ଦନାନୀର ମୁବୀନଙ୍କ- ୟେ ହମାରୀ କାର ହେ, ୟେ ହମ ହେ ଔର ୟେ ହମାରୀ ପାବରୀ(ପାର୍ଟି) ହୋ ରହୀ ହେ- ଶବ୍ଦରେ ବାହାଘରରେ ନାଚୁଥିବାର ଦେଖା ଯାଉଛନ୍ତି। ଆଜ୍ଞା ହଁ, ସୋସିଆଲ ମିଡ଼ିଆରୁ କିଛି ଭିଡିଓ ମିଳିଛି ଯେଉଁଥିରେ ଆପଣ ବାହାଘରରେ ଭାଗ ନେଇଥିବା ଲୋକଙ୍କୁ ‘ପାର୍ଟି’ ଗୀତରେ ଡ୍ୟାନ୍ସ କରୁଥିବାର ଦେଖି ପାରିବେ। କୁଆଡେ ଗଲା ସେଇ ପଞ୍ଜାବୀ ଏବଂ ଭୋଜପୁରୀ ଗୀତର ପ୍ଲେ ଲିଷ୍ଟ?

‘ପାର୍ଟି’ ଏମିତି ହିଁ ଚାଲିବ..

ଆଜ୍ଞା ହଁ, ପାର୍ଟି ମାନେ ଯଦିଓ ଆପଣଙ୍କୁ କମ ଦେଖିବାକୁ ଲାଗୁଛି। କିନ୍ତୁ ବାହାଘରରେ ‘ପାର୍ଟି’ ଗୀତ ନି-ଆଁ ଲଗାଇ ଦେଇଛି। ବିଶ୍ଵାସ ହେଉନାହିଁ ତ ଏହି ଭିଡିଓକୁ ଦେଖନ୍ତୁ ଯାହାକୁ ଇନଷ୍ଟାଗ୍ରାମ mahasphotographyofficial ଶେୟାର କରିଛନ୍ତି। ଏହି ଭିଡିଓକୁ ଖବର ଲେଖା ଯିବା ପର୍ଯ୍ୟନ୍ତ ତିନି ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଛି।

ବର୍ତମାନ ଏହି ଭିଡିଓକୁ ମଧ୍ୟ ଦେଖନ୍ତୁ..

ଏହି ଭିଡିଓକୁ ଦନାନୀର ମୁବୀନ ଟୁଇଟ କରିଛନ୍ତି ଏବଂ ଲେଖିଛନ୍ତି- ସୋ କ୍ୟୁଟ। ଜଣା ଯାଉଛି, ଏହାକୁ ଖବର ଲେଖା ଯିବା ପର୍ଯ୍ୟନ୍ତ ୫୩ହଜାରରୁ ଅଧିକ ଭ୍ୟୁ ଏବଂ ୧୨୦୦ରୁ ଅଧିକ ଲାଇକ୍ସ ମିଳିସାରିଛି।

ପୁଅମାନେ ମଧ୍ୟ ନାହାନ୍ତି ପଛରେ..

ଏହି ଭିଡିଓକୁ ଟୁଇଟର ୟୁଜର @AH5ANS ସେୟାର କରିଛନ୍ତି ଏବଂ ଲେଖିଛନ୍ତି, ‘ବାହାଘର ପାର୍ଟି ହେଉଛି।’

ବାସ୍ତବରେ, ଲୋକମାନେ ଏହା ଉପରେ ନାଚୁଛନ୍ତି?

କାରଣ ଏହା ଟ୍ରେଣ୍ଡିଂ!

https://twitter.com/dananeerr_/status/1362498210846175232?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1362498210846175232%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fpawri-ho-rahi-hai-play-in-wedding-watch-this-shaadi-dance-video-52162%2F

ଏହା ମଧ୍ୟ ନିଜର ମଜା ଅଟେ?

‘ପାର୍ଟି’କୁ ଗୀତ କରିଥିବା ଲୋକମାନେ..

ଦନାନୀରଙ୍କ ‘ପାର୍ଟି’ ଭିଡିଓରେ ମ୍ୟୁଜିକର ତଡକା ଲଗାଇ Yashraj Mukhate ଏହାକୁ ଆହୁରି ଭାଇ-ରାଲ କରି ଦେଇଛନ୍ତି! ଏହାଛଡା ଆପଣ ଡ୍ୟାନ୍ସ କରି ପାରିବେ କଣ ଏହି ‘ପାର୍ଟି’ ଗୀତରେ?

Leave a Reply

Your email address will not be published. Required fields are marked *