ମା-ବାପାଙ୍କୁ ଲାଗୁଥିଲା କି ମୋଟାପଣ ପାଇଁ ପୁଅର ପେଟ ବଢୁଛି ବୋଲି, ଜାଞ୍ଚରେ ଜଣା ପଡିଲା ୪ ମାସର ପ୍ରେଗନେଟ

ଖବରର ହେଡିଙ୍ଗ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଉଥିବା। ଶେଷରେ ଗୋଟିଏ ପୁରୁଷ କିପରି ପ୍ରେଗନେଟ୍ ହୋଇପାରେ? କିନ୍ତୁ ଏହା ସତ ହୋଇଛି। ଘଟଣା ୟୁକେର ମୈସାଚ୍ୟୁସେଟଟ୍ସରୁ ସାମ୍ମନାକୁ ଆସିଛି। ବୋସ୍ଟନରେ ରହୁଥିବା ୧୮ ବର୍ଷର ମିକି ଜର୍ନଲଙ୍କ ଜନ୍ମ ପୁଅଙ୍କ ଶରୀର ପରି ଥିଲା । ଯେତେବେଳେ ସେ ମାଙ୍କ ଗର୍ଭରେ ଥିଲା ସେତେବେଳେ ଡକ୍ଟର କହିଥିଲେ କି ଝିଅ ହେବ ବୋଲି। କିନ୍ତୁ ମିକିଙ୍କ ଜନ୍ମ ରିପ୍ରୋଡକ୍ଟିବ ପାର୍ଟସ ସହିତ ହୋଇଥିଲା। ଏହାପରେ ତାଙ୍କ ପାରେଣ୍ଟସ୍ ତାଙ୍କୁ ପୁଅଙ୍କ ପରି ଲାଳନ ପାଳନ କଲେ। କିନ୍ତୁ ମିକିଙ୍କ ଶରୀର ଭିତରେ ଗର୍ଭାଶୟ ଥିଲା ବା ସେ କୌଣସି ମହିଳାଙ୍କ ପରି ପ୍ରେଗନେଟ୍ ହୋଇପାରିବ। ଏବେ ସେ ୧୮ ବର୍ଷ ବୟସରେ ମା ହେବାକୁ ଯାଉଛି। ଏହା ଅଜବ ପ୍ରକାରର ଘଟଣା ଭାଇରାଲ ହେବାକୁ ଯାଉଛି। ଲୋକ ଏକ ପୁଅ କୁ ପ୍ରେଗନେଟ୍ ହେବାର ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି।

ବୋସ୍ଟନରେ ରହୁଥିବା ୧୮ ବର୍ଷ ବୟସର ଟ୍ରାନ୍ସଜେଣ୍ଡର ଟୀନଏଜର ମିକି ଚୈନଲ ବର୍ତ୍ତମାନ ଚାରି ମାସର ଗର୍ଭ ଧାରଣ କରିଛି। ଏହା ଚମତ୍କାର ନୁହେଁ। ବାସ୍ତବରେ ମିକିଙ୍କ ଜନ୍ମ ମେଲ ଶରୀର ହୋଇଥିଲା କିନ୍ତୁ ତାଙ୍କ ଶରୀରରେ ଗର୍ଭାଶୟ ରହିଛି।

ଏବେ ମିକି ଚାରି ମାସର ପ୍ରେଗନେଟ୍। ତାର ସେକ୍ସ ଆର୍ଗନ୍ସ ପୁରୁଷଙ୍କ ପରି ଅଟେ। କିନ୍ତୁ ତା ଶରୀର ଭିତରେ ଫ୍ୟାମିଲି ରିପ୍ରୋଡକ୍ଟିବ ଆର୍ଗନ୍ସ ଅଛି, ଯାହା ଦ୍ବାରା ସେ ପ୍ରେଗନେଟ୍ ହୋଇପାରିଛି।

ନିଜର ଅତୀତ ବିଷୟରେ ମିକି କହିଛନ୍ତି କି ସେ ପାଞ୍ଚ ବର୍ଷ ବୟସରେ ତାଙ୍କ ଆଣ୍ଟିଙ୍କ ପର୍ସରେ ଖେଳୁଥିଲେ ଏବଂ ମାଙ୍କ ଲିପସ୍ଟିକ ଲଗାଉଥିଲା। ସମସ୍ତଙ୍କୁ ଲାଗୁଥିଲା କି ସେ ସମସ୍ତଙ୍କ ଠାରୁ ଅଲଗା ବୋଲି।

ନିଜର ବେବି ବଂପ ଦେଖଉଥିବା ମିକି। ଏବେ ମା ହେବାକୁ ଯାଉଥିବା ମିକି କହିଛନ୍ତି କି ସ୍କୁଲରେ ତାଙ୍କୁ ସମସ୍ତେ ଚିଡାଉ ଥିଲେ। ତାଙ୍କୁ ଅଲଗା ଅଲଗା ନାଁରେ ଛିଡାଉ ଥିଲେ। ମିକି ନିଜ ବୟସର ପୁଅ ମାନଙ୍କ ଠାରୁ ଅଲଗା ଥିଲା।

୧୩ ବର୍ଷ ବୟସରେ ତାଙ୍କୁ ଗେ କୁହାଗଲା। ସେ ପର୍ଯ୍ୟନ୍ତ ମଧ୍ୟ କେହି ବୁଝିପାରି ନଥିଲେ କି ସେ ଟ୍ରାନ୍ସଜେଣ୍ଡର ବୋଲି। ଡକ୍ଟରଙ୍କ ପାଖକୁ କେତେଥର ଯିବା ପରେ ଜଣା ପଡିଲା କି ମିକି କୁ persistent mullerian duct syndrome ହୋଇଛି। ଏହାପରେ ଡକ୍ଟର ତୁରନ୍ତ hysterectomy କରିବଔ ପାଇଁ ପରାର୍ମସ ଦେଲେ।

ଗୋଟିଏ ଅଲ୍ଟାସାଉଣ୍ଡ ପରେ ମିକିଙ୍କ ଫଟୋ। ସେ ଲୋକମାନଙ୍କୁ ବୁଝାଇଲେ କି ପିଡିଏମଏସ ଲୋକ କ୍ୟାନସର ଏବଂ ଟ୍ୟୁମର ପାଇଁ ଅତି ସମ୍ଭଦନଶୀଳ ହୋଇଥାଏ ଏବଂ ଦୁଇ ଜଣଙ୍କର ବିପଦ କମ ହୋଇଥାଏ। ଯଦି ତାଙ୍କୁ ହିସ୍ଟେରେକ୍ଟାମୀ ହୋଇଥାଏ।

୧୮ ବର୍ଷର ମିକି କହିଛନ୍ତି କି ସେ ସବୁବେଳେ ପାରେଣ୍ଟସ୍ ବନିବାକୁ ଚାହୁଁଥିଲେ। ଏବେ ସେ ପ୍ରେଗନେଟ୍ ହୋଇ ତାଙ୍କ ସପନ ପୁରଣ ହୋଇଛି।

ଛୋଟ ବେଳେ ନିଜର ଜେଜେମାଙ୍କ ସହ ମିକିଙ୍କ ପଟୋ। ମିକି ନିଜର ସ୍ଟୋରି ସୋଶିଆଲ ମିଡିଆରେ ଲୋକମାନଙ୍କ ସହିତ ତାଙ୍କୁ ସଚେତନ କରିବା ପାଇଁ ସେୟାର କରିଛନ୍ତି।

ସେ କହିଛନ୍ତିକି ସେ ଏବେ ଆଗ ଅପେକ୍ଷା ବହୁତ ଖୁସି ଅଛନ୍ତି। ମିକି ନିଜର ଆସୁଥିବା ପିଲାର ଅପେକ୍ଷାରେ ଅଛନ୍ତି।

Leave a Reply

Your email address will not be published. Required fields are marked *