“ପ୍ୟାର୍ କା ପଞ୍ଚନାମା” ଏକ୍ଟରଙ୍କୁ ଗାଧୁଆ ଘରେ ହେବାକୁ ପଡ଼ିଥିଲା ଡାଇରେକ୍ଟରଙ୍କ ସହ କଥା, ଜାଣନ୍ତୁ କାରଣ

ମୁମ୍ବାଇ: ବଲିବୁଡ ର ୟଙ୍ଗ ଏବଂ ପପୁଲାର ଏକ୍ଟର କାର୍ତ୍ତିକ ଆର୍ୟନ ଆଜି ଅର୍ଥାତ୍ ୨୨ ନଭେମ୍ବର ରବିବାର କୁ ନିଜର ୩୦ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନ ଆଜିର ଦିନ ୧୯୯୦ରେ ଗ୍ୱଆଲିଅର୍ ରେ ହେଇଥିଲା। ସେ ଝିଅ ଫ୍ୟାନ୍ସ ମାନଙ୍କର ପସନ୍ଦର ଏକ୍ଟର ଅଟନ୍ତି। କେବଳ ୯ ମାସର କ୍ୟାରିୟର ରେ ଆଜି ସେ ଭଲ ସ୍ଥାନରେ ପହଞ୍ଚି ପାରିଛନ୍ତି। କିନ୍ତୁ, ତାଙ୍କ ପାଇଁ ଗ୍ୱଆଲିଅର ରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା କରିବା ସହଜ ନଥିଲା। ଏହାଛଡା ତାଙ୍କ ଜନ୍ମଦିନ ମଉକାରେ ଏକ କଥା ଶେୟାର କରିଅଛନ୍ତି। ଯେତେବେଳେ ସେ ଡାଇରେକ୍ଟର ସହ ଗାଧୁଆ ଘରେ ୪୦ ମିନିଟ ପର୍ଯ୍ୟନ୍ତ କଥା ହୋଇଥିଲେ।

କାର୍ତ୍ତିକ ଆର୍ୟନ ଇତ୍ମିୟାଜ ଅଲ୍ଲୀଙ୍କ ସହ କାମ କରିବାର ଅନୂଭୂତି ବିଷୟରେ କହିଲାବେଳେ କହିଥିଲେ କି ଯେତେବେଳେ ପ୍ରଥମ ଥର କାର୍ତ୍ତିକଙ୍କ ପାଖକୁ ଇତ୍ମିୟାଜ ଅଲ୍ଲୀଙ୍କ ଫୋନ ଆସିଲା ତ ସେ ଫୀଲ୍ମ ଲୁକାଚୁପିର ସୁଟିଂ କରୁଥିଲେ।

ଏକ୍ଟର କହିଥିଲେ କି ଯେ ପର୍ଯ୍ୟନ୍ତ କଲ ସରିନଥିଲା ସେ ପର୍ଯ୍ୟନ୍ତ ସେ ଗାଧୁଆ ଘରେ କଥା ହୋଇଥିଲେ। ସେ ତାଙ୍କ ସହ ୩୦-୪୦ ମିନିଟ ପର୍ଯ୍ୟନ୍ତ ଗାଧୁଆଘରେ ହିଁ କଲ ରେ କଥା ହୋଇଥିଲେ।

ଜଣା ଯାଉଛି କି, କାର୍ତ୍ତିକ ଆର୍ୟନ ଇତ୍ମିୟାଜ ଅଲ୍ଲୀଙ୍କ ‘ଲବ୍ ଅଜକଲ’ ରେ ନଜର ଆସିଥିଲେ। ଏଥିରେ ତାଙ୍କ ବିପକ୍ଷରେ ସୈଫଙ୍କ ଝିଅ ସାରା ଅଲ୍ଲୀ ଖାଁ ଙ୍କୁ ଦେଖିବାକୁ ମିଳିଥିଲା। ହେଲେ, ସିନେମା ହଲରେ ଏହି ମୁଭି କିଛି ଖାସ କମାଲ କରିପାରି ନ ଥିଲା। ସାରାଙ୍କର ଏହା ତୃତୀୟ ଫୀଲ୍ମ ଥିଲା। ଏଥିରେ ସେ କାର୍ତ୍ତିକଙ୍କ ସାଥିରେ କିଛି ଅନ୍ତରଙ୍ଗ ମୂହୁର୍ତ୍ତ ର ଦୃଶ୍ୟ ବି ଦେଇଥିଲେ।

ସାରାଙ୍କ ଏହି ଫୀଲ୍ମ ରେ ଅନ୍ତରଙ୍ଗ ଦୃଶ୍ୟ ଶୋଶିଆଲ୍ ମିଡ଼ିଆ ରେ ୟୁଜର୍ସ ମାନେ ଆଲୋଚନା ବି କରିଥିଲେ। ହେଲେ ଫିଲ୍ମ ରେ ସାରା ଏବଂ କାର୍ତ୍ତିକ ଙ୍କ ମଧ୍ୟରେ କେମେଷ୍ଟ୍ରୀକୁ ଦର୍ଶକ ବହୁତ ପସନ୍ଦ କରିଥିଲେ।

ଏତିକି ନୁହେଁ ସାରା ଅଲ୍ଲୀ ଖାଁ ଏହି ଫିଲ୍ମରେ କାର୍ତ୍ତିକ ଆର୍ୟନଙ୍କ ସହିତ ଓଷ୍ଠ ସଂପର୍କ ବି ରଖିଥିଲେ। ସବୁ ଶେଷରେ ‘ଲଭ ଅଜକଲ’ ରେ ସାରାଙ୍କ ଚରିତ୍ର ଟିକେ ଗଭୀର ଥିଲା। ଗୌରବର କଥା ଏହା କି ଇତ୍ମିୟାଜ ଙ୍କ ଏହି ଫିଲ୍ମରେ ପ୍ରଥମ ଭାଗରେ କେବଳ ଦୀପିକା ପାଦୁକନ ନଜର ଆସିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ । ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *