ଆଲିଆଙ୍କ ପୂର୍ବରୁ ଏହି ଝିଅ ମାନଙ୍କୁ ପ୍ରେମ କରିସାରିଛନ୍ତି ରଣବୀର କପୁର, ଜଣେ ରଙ୍ଗେହାତ ଧରାପଡିଥିଲା ଚୋରି

ବର୍ତ୍ତମାନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ହଟ ଏବଂ ସୁନ୍ଦର କପଲଙ୍କ ତାଲିକାରେ ଶୀର୍ଷରେ ଥିବା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନୂତନ ବର୍ଷ ସେଲିବ୍ରେସନ ପାଇଁ ରଣଥମ୍ବୋର ଯାଇଛନ୍ତି | ରଣବୀର ଏବଂ ଆଲିଆଙ୍କ ସହିତ ରଣବୀରଙ୍କ ମାଆ ନିତୁ କପୁର ଏବଂ ଭଉଣୀ ରିଦ୍ଧିମା କପୁର ମଧ୍ୟ ରହିଛନ୍ତି | ଏଥିମଧ୍ୟରେ ଖବର ଆସୁଛି ଯେ ରଣବୀର ଏବଂ ଆଲିଆ ରଣଥମ୍ବୋରରେ ନିର୍ବନ୍ଧ କରିବାକୁ ଯାଉଛନ୍ତି | ତେବେ ଏହା ଉପରେ ବର୍ତ୍ତମାନ କେହି ଅଧିକାରିକ ମୋହର ଲଗାଇ ନାହାନ୍ତି |

ସୂଚନାଯୋଗ୍ୟ ଯେ ରଣବୀର ଏବଂ ଆଲିଆ ୨୦୧୭ ମସିହାରୁ ପରସ୍ପରଙ୍କୁ ଡେଟ କରୁଛନ୍ତି ଏବଂଅଧିକାଂଶ ସମୟରେ ଉଭୟଙ୍କର ବିବାହର ଖବର ଆସୁଛି | କୁହାଯାଉଥିଲା ଯେ ଡିସେମ୍ବର ୨୦୨୦ରେ ଉଭୟ ବିବାହ କରିବାକୁ ଯାଉଥିଲେ କିନ୍ତୁ କରୋନା କାରଣରୁ ଉଭୟଙ୍କର ପରିବାର ଏହାକୁ ରୋକି ଦେଇଥିଲେ |

କିନ୍ତୁ ଆଜି ଆମେ ଏହି ଆର୍ଟିକଲରେ ଆପଣଙ୍କୁ ରଣବୀର ଏବଂ ଆଲିଆଙ୍କ ବିବାହ ବିଷୟରେ ନୁହେଁ ବରଂ ରଣବୀରଙ୍କ ପ୍ରେମ ପ୍ରସଙ୍ଗରେ କହିବାକୁ ଯାଉଛୁ | ରଣବୀର ଆଲିଆଙ୍କ ପୂର୍ବରୁ ଆହୁରି ଅନେକ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କରେ ରହିସାରିଛନ୍ତି | ଆସନ୍ତୁ ଜାଣିବା ଏହି ତାଲିକାରେ କିଏ ଶାମିଲ ଥିଲେ…

ଦୀପିକା ପାଦୁକୋନ:

ରଣବୀର ଏବଂ ଦୀପିକାଙ୍କ ସମ୍ପର୍କ ସବୁଠୁ ଚର୍ଚ୍ଚିତ ସମ୍ପର୍କ ମଧ୍ୟରୁ ଗୋଟିଏ ଥିଲା | ଉଭୟ ପରସ୍ପରଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ | ଏମିତିକି ଲିଭ ଇନରେ ମଧ୍ୟ ରହୁଥିଲେ | କୁହାଯାଇଥାଏ ଯେ ଉଭୟଙ୍କର ପ୍ରେମ କାହାଣୀ ଫିଲ୍ମ ବଚନା-ଏ-ହସୀନୋରୁ ଆରମ୍ଭ ହୋଇଥିଲା ଏହାପରେ ଉଭୟଙ୍କ ପ୍ରେମ ନିବିଡ ହୋଇଯାଇଥିଲା |

ଏହି ସମ୍ପର୍କରେ ଦୀପିକା ବହୁତ ଗମ୍ଭୀର ଥିଲେ, ମାତ୍ର ଦୀପିକାଙ୍କୁ ରଣବୀରଙ୍କୁ ନେଇ କିଛି ବିଶେଷ ଗମ୍ଭୀର ନଥିଲେ | ରଣବୀରଙ୍କର ଏପରି ଅନ୍ଦାଜ ଏହି ସମ୍ପର୍କର ବିଚ୍ଛେଦର କାରଣ ହୋଇଥିଲା | କୁହାଯାଇଥାଏ ଯେ ଦୀପିକା ରଣବୀରଙ୍କୁ ଅନ୍ୟ ଝିଅ ସହିତ ଧରି ନେଇଥିଲେ |

ଅବନ୍ତିକା ମଲିକ :

ଏବିଷୟରେ ହୁଏତ ଆପଣ ଜାଣି ନଥିବେ ଯେ ରଣବୀର କପୁର ଅମୀର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କ ପତ୍ନୀ ଅବନ୍ତିକା ମଲିକଙ୍କୁ ମଧ୍ୟ ଡେଟ କରି ସାରିଲେଣି | ଗୋଟିଏ ସମୟ ଥିଲା ଯେତେବେଳେ ଅବନ୍ତିକା ଏବଂ ରଣବୀର ପରସ୍ପରଙ୍କ ସହିତ ସମ୍ପର୍କରେ ଥିଲେ | କହିରଖୁଛୁ ଯେ ଉଭୟ ହାଇସ୍କୁଲ ପର୍ଯ୍ୟନ୍ତ ଏକାସାଙ୍ଗରେ ପାଠ ପଢିଥିଲେ ଏବଂ ଏହା ରଣବୀରଙ୍କର ପ୍ରଥମ ପ୍ରେମ ଥିଲା |

ନର୍ଗିସ ଫାଖରୀ:

ଫିଲ୍ମ ରକଷ୍ଟାରରେ ରଣବୀର କପୁର ଏବଂ ନର୍ଗିସ ଫାଖରୀ ସ୍କ୍ରିନ ସେୟାର କରିଥିଲେ | ସେ ସମୟରେ ଏହା ଖବର ଆସିଥିଲା ଯେ ଫିଲ୍ମର ଶୁଟିଂ ଅବସରରେ ଉଭୟଙ୍କୁ ପରସ୍ପର ପ୍ରତି ପ୍ରେମ ହୋଇଯାଇଥିଲା ଏବଂ ଏହି ଖବରକୁ ମିଡିଆରେ ବହୁତ ଚର୍ଚ୍ଚା କରାଯାଇଥିଲା | ତେବେ ଏହି ସମ୍ପର୍କ ଅଧିକ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରି ନଥିଲା |

ସୋନାମ କପୁର:

ରଣବୀର କପୁର ଏବଂ ଅଭିନେତ୍ରୀ ସୋନାମ କପୁର ଫିଲ୍ମ ସାୱରିୟାରୁ ପରସ୍ପରଙ୍କ ସହିତ ବଲିଉଡ ଡେବ୍ୟୁ କରିଥିଲେ | ଏମିତିରେ ଏହି ଦୁଇଜଣଙ୍କର ନାମ ମଧ୍ୟ ବହୁତ ଚର୍ଚ୍ଚାରେ ଆସିଥିଲା | ସେସମୟରେ ଏପରି ଖବର ଆସିଥିଲା ଯେ ଉଭୟ ପରସ୍ପରର ବହୁତ ନିକଟବର୍ତ୍ତୀ ହୋଇଯାଇଥିଲେ, କିନ୍ତୁ ପୁଣି ପରସ୍ପର ଠାରୁ ଦୁରେଇ ଯାଇଥିଲେ |

ପୁଣିଥରେ ସୋନାମ କପୁର କରନ ଜୋହରଙ୍କର କଫି ବିଥ କରନରେ ଏହା ମଧ୍ୟ କହିଦେଇଥିଲେ ଯେ ସେ ରଣବୀରଙ୍କୁ କଣ୍ଡମ ଗିଫ୍ଟରେ ଦେବାକୁ ଚାହୁଁଛନ୍ତି |

ମାହିରା ଖାନ:

ରଣବୀର କାପୁଙ୍କର ନାମ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ସହ ମଧ୍ୟ ଯୋଡି ସାରିଛି | ଉଭୟଙ୍କର ଆଫେୟାରର ଖବର ବହୁତ ଚର୍ଚ୍ଚାରେ ରହିଥିଲା | ସେସମୟରେ ରଣବୀର ଏବଂ ମାହିରାଙ୍କର ଗୋଟିଏ ଫୋଟୋ ବହୁତ ଭାଇରଏଲ ହୋଇଥିଲା ଯେଉଁଥିରେ ଉଭୟଙ୍କୁ ଏକାସାଙ୍ଗରେ ସ୍ମୋକିଙ୍ଗ କରୁଥିବାର ନଜର ଆସିଥିଲେ | ଏହି ଫୋଟୋ ତାଙ୍କ ନ୍ୟୁୟର୍କ ଟ୍ରିପର ଥିଲା |

କଟ୍ରିନା କୈଫ:

ରଣବୀର ଏବଂ କଟ୍ରିନା ଫିଲ୍ମ ଅଜବ ପ୍ରେମ କି ଗଜବ କାହାଣୀରେ ପ୍ରଥମଥର ସ୍କ୍ରିନ ସେୟାର କରିଥିଲେ ଏବଂ ଏହି ଫିଲ୍ମ ଅବସରରେ ଉଭୟଙ୍କୁ ପ୍ରେମ ହୋଇଯାଇଥିଲା | ଏହାପରେ ଉଭୟଙ୍କର ପ୍ରେମ ସମ୍ପର୍କର ଖବର ବହୁତ ଚର୍ଚ୍ଚାରେ ରହିଥିଲା ଏବଂ ଏକାସାଙ୍ଗରେ ବହୁତ ଫୋଟୋ ମଧ୍ୟ ସାମ୍ନାକୁ ଆସିବାକୁ ଲାଗିଥିଲା | ଖବର ମୁତାବକ ଉଭୟ ଲିଭ ଇନ ସମ୍ପର୍କ ମଧ୍ୟ ସେୟାର କରିଥିଲେ କିନ୍ତୁ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ନଥିଲା ଏବଂ ଖୁବଶୀଘ୍ର ଭାଙ୍ଗି ଯାଇଥିଲା |

ନନ୍ଦିତା ମହତାନୀ :

ରଣବୀର କପୁର ଏବଂ ନନ୍ଦିତା ମହତାନୀଙ୍କ ଆଫେୟାରର ଖବର ବିଷୟରେ ଆପଣମାନେ ନିଶ୍ଚିତ ଜାଣିଥିବେ, କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ନନ୍ଦିତା ମହତାନୀଙ୍କ ସାଙ୍ଗରେ ରଣବୀର କପୁର ସମ୍ପର୍କରେ ଥିଲେ | ନନ୍ଦିତା ଜଣେ ଜଣାଶୁଣା ଡିଜାଇନର ଅଟନ୍ତି | ସେ କରିସ୍ମା କପୁରଙ୍କର ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କର ପ୍ରଥମ ପତ୍ନୀ ଅଟନ୍ତି |

ନନ୍ଦିତା ମହତାନୀ ଏବଂ ରଣବୀର କପୁରଙ୍କ ବୟସର ଭିନ୍ନତା ବହୁତ ଅଧିକ ଅଟେ, ଏହା କାରଣ ରହିଛି ଯେ ରଣବୀରଙ୍କର ଘରଲୋକଙ୍କୁ ଏହି ସମ୍ପର୍କ ସ୍ୱୀକାର ନଥିଲା |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *