ଭାରତର ଏକ ଅଦ୍ଭୁତ ମନ୍ଦିର ! ଯେଉଁଠାରେ ପ୍ରସାଦରେ ମିଳିଥାଏ ସୁନା ଏବଂ ରୂପା । ଏବଂ ମହିଳାମାନଙ୍କୁ ଟଙ୍କା ବ୍ୟାଗ ମିଳିଥାଏ

ଭାରତରେ ଏମିତି ମନ୍ଦିର ଅଛି ଯାହା ଅତି ର-ହ-ସ୍ୟ-ମ-ୟ ଅଟେ । କୌଣସି ମନ୍ଦିର ନିଜର କାର୍ଯ୍ୟକଳାପକୁ ନେଇ , କିଛି ସେମାନଙ୍କ କାହାଣୀକୁ ନେଇ ଏବଂ କିଛି ତାଙ୍କ ପ୍ରସାଦ ବଣ୍ଟନକୁ ନେଇ । ଏହି ମନ୍ଦିରରେ ଏଭଳି କିଛି କଥା ଅଛି ଯାହା ସେମାନଙ୍କୁ ଭିନ୍ନ ବୋଲି କହିଥାଏ । ଏହିଭଳି ଏକ ମନ୍ଦିର ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଅଛି । ଏହି ମନ୍ଦିରଟି ମାତା ଲକ୍ଷ୍ମୀଙ୍କର ଅଟେ । ଯଦି ଆପଣମାନେ ମଧ୍ୟ ଇଶ୍ୱରୀୟ ଭକ୍ତି ଏବଂ ଆଧ୍ୟାତ୍ମିକ ଭକ୍ତିର ଉପାସକ, ତେବେ ଆପଣଙ୍କୁ ଏହି ମନ୍ଦିରକୁ ଥରେ ପରିଦର୍ଶନ କରିବା ଉଚିତ ।

ମହାଲକ୍ଷ୍ମୀଙ୍କ ଅଦ୍ଭୁତ ମନ୍ଦିର

ଏହି ମନ୍ଦିରଟି ଅନେକ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅଟେ । ସାଧାରଣତ ଭକ୍ତମାନଙ୍କୁ ମନ୍ଦିରରେ ପ୍ରସାଦ ରୂପରେ ମିଠା କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ଖାଇବାକୁ ଦିଆଯାଏ । କିନ୍ତୁ ମାତା ଲକ୍ଷ୍ମୀଙ୍କର ଏହି ମନ୍ଦିରରେ ଲୋକମାନଙ୍କୁ ପ୍ରସାଦରେ ସୁନା , ରୂପା ଏବଂ ଗହଣା ଦିଆଯାଏ । ଏତିକି ନୁହେଁ ବରଂ ଏହି ମନ୍ଦିରକୁ ଯେଉଁ ଭକ୍ତମାନେ ଆସନ୍ତି ସେମାନଙ୍କୁ ସୁନା-ରୂପାର ମୁଦ୍ରା ପ୍ରସାଦ ରୂପରେ ମିଳିଥାଏ ।

ମନ୍ଦିରରେ ସୁନା ଏବଂ ରୂପାର ପ୍ରସାଦ ମିଳିଥାଏ :

ଏହି ଅଦ୍ଭୁତ ମନ୍ଦିରଟିକୁ ଲୋକମାନେ ପ୍ରତିବର୍ଷ ଦର୍ଶନ ପାଇଁ ଆସିଥାନ୍ତି । ଏଠି ଆସୁଥିବା ଭକ୍ତମାନେ ମାତାଙ୍କ ଚରଣରେ ସୁନା ଏବଂ ରୂପାର ଅଳଙ୍କାର ଅର୍ପଣ କରନ୍ତି । ଦୀପାବଳି ସମୟରେ ଏହି ମନ୍ଦିରରେ ବହୁତ ଭିଡ ହୋଇଥାଏ । ଧନତେରସ ଠାରୁ ଆରମ୍ଭ କରି ପାଞ୍ଚଦିନ ପର୍ଯ୍ୟନ୍ତ ଏହି ଅଦ୍ଭୁତ ମନ୍ଦିରରେ ଦିପୋସ୍ତଭ ଆୟୋଜିତ ହୋଇଥାଏ । ଆପଣଙ୍କୁ ଜଣାଇଦେଉଛୁ ଯେ ଭକ୍ତମାନଙ୍କ ଦ୍ୱାରା ଅର୍ପିତ ହୋଇଥିବା ଅଳଙ୍କାରରେ ମାତାଙ୍କୁ ସଜା ଯାଇଥାଏ ।

ମନ୍ଦିରରେ ପାଞ୍ଚଦିନର ଦୀପୋସ୍ତଭ :

ଦୀପୋସ୍ତଭ ସମୟରେ ଏହି ମନ୍ଦିରରେ ବହୁତ ଭିଡ ହୋଇଥାଏ । ଏହି ସମୟରେ ମନ୍ଦିରରେ କୁବେରଙ୍କର ଦରବାର ଲଗାଯାଇଥାଏ ଏବଂ ଯେଉଁ ଭକ୍ତମାନେ ଏଠାକୁ ଦର୍ଶନ ପାଇଁ ଆସନ୍ତି , ସେମାନଙ୍କୁ ଏହି ଦରବାରରେ ପ୍ରସାଦ ରୂପରେ ସୁନା- ରୂପାର ମୁଦ୍ରା ଦିଆଯାଏ । ଏହି ମନ୍ଦିରର ଅଦ୍ଭୁତ ପ୍ରସାଦ ମନ୍ଦିରକୁ ଆକର୍ଷଣ ଏବଂ ବିଶ୍ୱାସର କେନ୍ଦ୍ରରେ ପରିଣତ କରିଥାଏ ।

ମନ୍ଦିରରେ ସୁନା ଏବଂ ରୂପାର ପ୍ରସାଦ ମିଳିଥାଏ :

ଦୀପାବଳିରେ ମନ୍ଦିରର କବାଟ 24 ଘଣ୍ଟା ପର୍ଯ୍ୟନ୍ତ ଖୋଲରହେ । କୁହାଯାଏ ଏହି ସମୟରେ ମାତାଙ୍କୁ ଦର୍ଶନ କଲେ ଘରେ ଧନ ସମ୍ପତ୍ତିର ଅଭାବ ରହିବ ନାହିଁ । ଦୀପାବଳି ସମୟରେ ଏହି ମନ୍ଦିରର ମହତ୍ତ୍ୱ ଅଧିକ ବଢିଯାଏ । ଧନତେରସରେ ମହିଳାମାନଙ୍କୁ କୁବେର ବଣ୍ଡଳ ମିଳିଥାଏ । ଏହି ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କର ଇଚ୍ଛା ପୂରଣ ହୋଇଥାଏ । କୁହାଯାଏ ଯେ ଏହା ମାତା ଲକ୍ଷ୍ମୀ ବାସସ୍ଥଳୀ ।

ମନ୍ଦିରରେ କୁବେରଙ୍କର ଦରବାର ଅନୁଷ୍ଠିତ ହୋଇଥାଏ :

ଦୀପୋସ୍ତଭ ସମୟରେ ମନ୍ଦିରରେ କୁବେରଙ୍କ ଦରବାର ଲାଗିଥାଏ । ଏହି ଦରବାରକୁ ଯେଉଁ ଭକ୍ତମାନେ ଆସନ୍ତି ତାଙ୍କୁ ଗହଣା ଏବଂ ମୁଦ୍ରା ପ୍ରସାଦ ରୂପରେ ଦିଆଯାଏ । କୁହାଯାଏ ଦୀପାବଳିରେ ମନ୍ଦିରର କବାଟ 24 ଘଣ୍ଟା ପର୍ଯ୍ୟନ୍ତ ଖୋଲାରହେ । ଧନତେରସ ଦିନରେ ଆସୁଥିବା ମହିଳାମାନଙ୍କୁ କୁବେର ବଣ୍ଡଳ ଦିଆଯାଏ । ଏହି ମନ୍ଦିରକୁ ଯେଉଁ ଭକ୍ତଟି ଆସିଥାଏ ସେ ଖାଲି ହାତରେ ଯାଏନାହିଁ ।

କିପରି ଆରମ୍ଭ ହେଲା ପରମ୍ପରା :

ମହାଲକ୍ଷ୍ମୀଙ୍କର ଏହି ମନ୍ଦିରରେ ଗହଣା ଏବଂ ଟଙ୍କା ଅର୍ପଣ କରିବାର ପରମ୍ପରା ଦୀର୍ଘ ଦଶନ୍ଧିରୁ ଚାଲିଆସୁଛି । ବିଶ୍ୱାସ କରାଯାଏ ଯେ ରାଜା ତାଙ୍କ ରାଜ୍ୟର ସମୃଦ୍ଧି ପାଇଁ ଏଠାରେ ଟଙ୍କା ପ୍ରଦାନ କରୁଥିଲେ। ସେବେଠାରୁ ଏଠାକୁ ଆସୁଥିବା ଭକ୍ତମାନେ ସୁନା-ରୂପା ଏବଂ ଗହଣା ଅର୍ପଣ କରନ୍ତି । କୁହାଯାଏ ଯେ ସେଥିପାଇଁ ମାତାଙ୍କ କୃପା ସର୍ବଦା ଭକ୍ତମାନଙ୍କ ଉପରେ ରହିଥାଏ ।

Leave a Reply

Your email address will not be published. Required fields are marked *