ଧଳା ପୋଷାକ ପିନ୍ଧି ହୋଲି ଖେଳିବାର ରହିଛି ଏକ ବିଶେଷ ମହତ୍ତ୍ଵ, ଆପଣ ଜାଣିଛନ୍ତି କି ଏହା ପଛର ଥିବା କାହାଣୀ ?

ହୋଲି ୨୦୨୧ ଆସିବାକୁ ଯାଉଛି। ଏବେଠାରୁ ଏହାକୁ ନେଇ ବହୁତ ଉତ୍ସାହ ଦେଖାଯାଉଛି। ସମସ୍ତେ ଏହି ପର୍ବକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି। ବଜାରରେ ରଙ୍ଗ ଏବଂ ଗୁଲାଲର ଦୋକାନ ସଜା ହୋଇ ସାରିଲାଣି। ଏହି ପର୍ବକୁ ନେଇ ଧନୀ ଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହରେ ରହିଥାନ୍ତି। ଏହାର ସବୁଠାରୁ ବଡ଼ କାରଣ ଏହା ହେଉଛି କି ଏହି ପର୍ବ କାହା ସହିତ ଭେଦଭାବ କରେନାହିଁ। ହୋଲିକୁ ଗରିବମାନଙ୍କର ପର୍ବ ବୋଲି ମଧ୍ୟ କୁହାଯାଇଥାଏ।

ବଜାରରେ ବିଭିନ୍ନ ପ୍ରକାରର ରଙ୍ଗ ମଧ୍ୟ ଦେଖା ଯାଇଥାଏ। ମିଠା ଦୋକାନରେ ମଧ୍ୟ ନୂଆ-ନୂଆ ମିଠା ମିଳିଥାଏ। କପଡ଼ା ଦୋକାନକୁ ମଧ୍ୟ ନୂଆ ନୂଆ ପୋଷାକ ଆସିବାକୁ ଲାଗିଥାଏ। ଏହି ଦିନରେ ଆପଣ ଦେଖିଥିବେ କି ଲୋକମାନେ ବୋଧହୁଏ ହାଲୁକା ରଙ୍ଗର କିମ୍ବା ଧଳା ରଙ୍ଗର କପଡ଼ା ପିନ୍ଧିଥାନ୍ତି। ଏଥିପାଇଁ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ କି ବାସ୍ତବରେ ହୋଲି ଦିନ ହିଁ ଧଳା ରଙ୍ଗର ପୋଷାକ କଣପାଇଁ ପିନ୍ଧା ଯାଇଥାଏ।

ହୋଲିର ଏହି ପର୍ବରେ ଧଳା ରଙ୍ଗର ପୋଷାକ ପିନ୍ଧା ଯାଇଥାଏ। ଏହି ଦିନ ପୁରୁଷମାନେ ଯେଉଁଠାରେ ଧଳା ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧି ଥିବାର ନଜର ଆସନ୍ତି ତ ସେଠାରେ ମହିଳାମାନେ ଧଳା ରଙ୍ଗର ଶାଢ଼ୀ କିମ୍ବା ଧଳା ରଙ୍ଗର ସାଲୁଆର ସୁଟ ସହିତ ନାଲି ରଙ୍ଗର ଓଢ଼ଣୀ ପକାଇଥିବାର ନଜର ଆସନ୍ତି। ହୋଲି ଦିନ ପୋଷାକ ଖ-ରା ପ ହୋଇଯାଇଥାଏ ଏହାପରେ ମଧ୍ୟ ଏହି ଦିନ ଧଳାରଙ୍ଗର ପୋଷାକ ପିନ୍ଧା ଯାଇଥାଏ। ଆପଣଙ୍କୁ ଜଣାଇ ଦେଉଛୁ କି ଧଳା ରଙ୍ଗ ଶାନ୍ତିର ପ୍ରତୀକ ହୋଇଥାଏ।

ହୋଲି ଦିନ ଲୋକମାନେ ନିଜର ପୁରୁଣା ରାଗର ସମ୍ପର୍କକୁ ଭୁଲି ଏକ ହୋଇଯାଇ ଥାନ୍ତି। ଏହା ଉପରେ ତ ଗୀତ ହୋଇଛି ହୋଲି କେ ଦିନ ଦିଲ ମିଲ ଯାତେ ହେ। ଏଥିପାଇଁ ଏହା ମନା ଯାଇଥାଏ କି ଧଳାରଙ୍ଗର ପୋଷାକ ବନ୍ଧୁତା ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଆପଣଙ୍କୁ ଜଣାଇ ଦେଉଛୁ କି ହୋଲିର ଏହି ପର୍ବ ଦୁଇଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ପ୍ରଥମ ଦିନ ରାତିରେ ହୋଲିର ଦହନ ହୋଇଥାଏ। ତାପର ଦିନ ରଙ୍ଗ ଉଡା ଯାଇଥାଏ।

ଏହା ସହିତ ଯେତେବେଳେ ରଙ୍ଗ ଧଳା ପୋଷାକ ଉପରେ ଲାଗିଥାଏ ତ ସେ ଆହୁରି ଫୁଟି ଉଠି ଦେଖା ଯାଇଥାଏ। ଏଥିପାଇଁ ମଧ୍ୟ ଧଳା ପୋଷାକ ପିନ୍ଧି ହୋଲି ମନାଯାଇ ଥାଏ। ଏହିପରି ଏହି ହୋଲି ଯଦି ଆପଣଙ୍କୁ ମଧ୍ୟ ଟ୍ରେଣ୍ଡି ଏବଂ ଭଲ ଦେଖାଯାଇଥାଏ ତ ଆପଣ ମଧ୍ୟ ଧଳାରଙ୍ଗର ପୋଷାକ ସହିତ ନାଲି ରଙ୍ଗର ଯୋଡ଼ାକୁ ବନେଇ ପାରିବେ। ଏହି ପ୍ରକାରର ସାଜସଜ୍ଜା ଆରାମଦାୟକ ଏବଂ ଟ୍ରେଣ୍ଡି ଲାଗିଥାଏ।ଏହା ବ୍ୟତୀତ ମହିଳାମାନେ ଚାହିଁବେ ତ ସିଫନର ଧଳା ଏବଂ ନାଲି ବର୍ଡରର ସାଢୀ ସହିତ ହୋଲି ଖେଳି ପାରିବେ।

ଏଥର ହୋଲିକା ଦହନ ୨୮ମାର୍ଚ୍ଚରେ କରାଯିବ। ଏହି ଦିନ ପଞ୍ଚାଙ୍ଗ ମୁତାବକ ଫାଲଗୁନ ମାସ କୃଷ୍ଣପକ୍ଷର ପୂର୍ଣ୍ଣିମୀ ତିଥିରେ ଆସିଥାଏ। ପୂର୍ଣ୍ଣମୀ ତିଥିରେ ହିଁ ସନ୍ଧ୍ୟା ୬ଟା ୩୭ମିନିଟ ରୁ ରାତି ୮ଟା ୫୬ମିନିଟ ପର୍ଯ୍ୟନ୍ତ ମଧ୍ୟରେ ହୋଲିକା ଦହନର ମୂହୁର୍ତ୍ତ ଲାଗି ରହିଥାଏ। ସୋମବାର ଦିନ ପ୍ରତିପଦା ତିଥିରେ ୨୯ମାର୍ଚ୍ଚରେ ହୋଲି ଖେଳାଯିବ।

ହୋଲିକା ଦହନ ଦିନ ହିଁ ହୋଲାଷ୍ଟକର ସମାପନ ହୋଇଯିବ। ହୋଲାଷ୍ଟକ ପଞ୍ଚାଙ୍ଗ ଅନୁସାରେ ୨୨ମାର୍ଚ୍ଚରୁ ଆରମ୍ଭ ହୋଇଥାଏ। ହୋଲାଷ୍ଟକ ହୋଲି ପର୍ବର ଆଠଦିନ ପୂର୍ବରୁ ଆରମ୍ଭ ହୋଇଥାଏ। ଏଥିପାଇଁ ଏହାକୁ ହୋଲାଷ୍ଟକ ମଧ୍ୟ କୁହାଯାଇଥାଏ। ହୋଲାଷ୍ଟକ ଆରମ୍ଭ ହେବାର ପୂର୍ବରୁ ଶୁଭ କାମକୁ କରିନେବା ଉଚିତ କାରଣ ୨୨ମାର୍ଚ୍ଚ ବା ହୋଲାଷ୍ଟକ ପରେ ଏହି କାର୍ଯ୍ୟକୁ କରିପାରିବେ ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *