ମନ୍ଦିରରେ ବିଳମ୍ବିତ ରାତିରେ ବିବାହ, ବଲିଉଡ ଚର୍ଚ୍ଚିତ ଅଭିନେତ୍ରୀ ରେଖା ୬ମାସ ପରେ ନେଲେ ଛାଡ଼ପତ୍ର। ଏହାର କାରଣ ଜାଣିବା ପାଇଁ ପଢ଼ନ୍ତୁ ଏହି ଖବର

ହିନ୍ଦୀ ସିନେମାରେ ଚର୍ଚ୍ଚିତ, ବିଖ୍ୟାତ, ଅତ୍ୟନ୍ତ ସୁନ୍ଦରୀ, ଓ କଳାର ପ୍ରତିଭା ନେଇ ସିନେମା ଆରମ୍ଭ କରିଥିଲେ। ସେ ନିଜ ଜୀବନ ଓ ସିନେମା ପାଇଁ ବହୁତ ଚର୍ଚ୍ଚିତ ଥିଲେ। ତାଙ୍କର ପୁର୍ବ ପତି ମୁକେଶ ଅଗ୍ରୱାଲଙ୍କ ସହ ରଖିଥିବା ସମ୍ବନ୍ଧକୁ ନେଇ ଚର୍ଚ୍ଚାରେ ଆସିଥିଲେ। ଅଳ୍ପ ସମୟ ଭିତରେ ରେଖା ମୁକେଶଙ୍କ ସହ ମିତ୍ରତା, ପ୍ରେମ, ବିବାହ ଓ ପରେ କିଛି ଦିନ ଭିତରେ ଭାଙ୍ଗି ଯାଇଥିଲା।

ମୁକେଶଙ୍କ ମୃତ୍ୟୁ କିପରି ହେଲା:

ବିବାହ ପୁର୍ବରୁ ରେଖାଙ୍କ ସହ ଅମିତାଭଙ୍କର ଆଫେଆର ଚାଲୁଥିବାର ମିଛକଥା ଭାଇ-ରାଲ ହୋଇଥିଲା। ଯାହାଦ୍ୱାରା ରେଖା ତରବର ହୋଇ ମୁକେଶଙ୍କୁ ଏକ ବିଳମ୍ବ ରାତିରେ ବିବାହ କରିଥିଲେ। ଏହି ବିବାହ ପରେ ତାଙ୍କୁ ଅଧିକ ବିପଦର ସାମ୍ନା କରିବାକୁ ପଡ଼ିଥିଲା। ତେଣୁ ସେ ୬ ମାସ ପରେ ମୁକେଶଙ୍କ ଠାରୁ ଛାଡ଼ପତ୍ର ଆଣିଥିଲେ। ପରେ ମୁକେଶ ରେଖାଙ୍କର ଓଢଣୀ ସାହାଯ୍ୟରେ ନିଜକୁ ଫା-ଶୀ ଦେଇଥିଲେ।

ରେଖାଙ୍କର ବିବାହ କିପରି ହୋଇଥିଲା:

ରେଖାଙ୍କ ବ୍ୟକ୍ତିଗତ ଜୀବନ ଆଜି ଭି ଚର୍ଚ୍ଚାରେ ଆସୁଛି। ସେ ବିଜିନେସ ମ୍ୟାନ ମୁକେଶ ଅଗ୍ରୱାଲଙ୍କୁ ୧୯୯୦ ମସିହାରେ ବିବାହ କରିଥିଲେ। ତାଙ୍କ ବିବାହଟି ବିଳମ୍ବିତ ରାତିରେ ଜୁହୁର ଏକ ମନ୍ଦିରରେ ହୋଇଥିଲା। ବିବାହ ପରେ ସେ ଅଭିନେତ୍ରୀ ହେମାମାଳିନୀଙ୍କ ଘରକୁ ଯାଇଥିଲେ। ସେଠାରେ ହେମା ଏପରି ପ୍ରଶ୍ନ ପଚାରିଲେ କି, ରେଖାଙ୍କ ପାଖରେ ତାହାର ଉତ୍ତର ନଥିଲା।

ରେଖା ଓ ମୁକେଶଙ୍କ ସମ୍ବନ୍ଧ:

ରେଖା ଏବଂ ମୁକେଶଙ୍କର ପ୍ରଥମ ଦେଖାରେ ସାମାନ୍ୟ ମିତ୍ରତା ହୋଇଥିଲା। ପରେ ସେମାନେ ଅତି ନିକଟତର ହୋଇଯାଇଥିଲେ। ମାସକ ଭିତରେ ବିବାହ କରିବାର ବିଚାର କରିନେଇଥିଲେ। ଏବଂ ବିବାହ କରି ହେମାଙ୍କ ଘରକୁ ଯାଇଥିଲେ, ଯେଉଁଠାରେ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ।

ହେମାଙ୍କ ପ୍ରଶ୍ନରେ ରେଖାଙ୍କ ନୀରବତା:

ବିବାହ କରି ଯେତେବେଳେ ରେଖା ହେମାଙ୍କ ଘରକୁ ଆସିଥିଲେ। ସେତେବେଳେ ହେମା ରେଖାଙ୍କ ପତିଙ୍କୁ ଦେଖି କହିଥିଲେ କି, “ଏବେ ମତେ କହନା ଯେ, ସେ ତୋ ପତି”। ପରେ ଉତ୍ତରରେ ରେଖା ହଁ କହିଥିଲେ। ପରେ ହେମା ପଚାରିଥିଲେ ଯେ, ” ମୁକେଶ ଅଧିକ ଧନବାନ କି ?”। କିନ୍ତୁ ଏହି ବିଷୟରେ ରେଖା ନୀରବ ରହିଥିଲେ।

ମୁକେଶ ରେଖାଙ୍କୁ ବିଜିନେସରେ ବ୍ୟବହାର କରୁଥିଲେ:

ମୁକେଶ ରେଖାଙ୍କୁ ନିଜର ବିଜିନେସ କୁ ଆଗେଇବା ପାଇଁ ବ୍ୟବହାର କରୁଥିଲେ। ରାଜୀବ ଗାନ୍ଧୀ, ମାଧବରାଓ ସିନ୍ଧିୟା ଭଳି ବଡ଼ ବଡ଼ ଲୋକଙ୍କୁ ସାକ୍ଷାତ କରିବା ପାଇଁ ରେଖାଙ୍କୁ କହୁଥିଲେ। ଏସବୁଥିରୁ ରେଖା ବିରକ୍ତ ହୋଇ ସାହାଯ୍ୟ କରିବେ ନାହିଁ ବୋଲି କହିଥିଲେ। ଏହି ସମୟରେ ତାଙ୍କ ଦୁହିଁଙ୍କ ଭିତରେ ସମ୍ବନ୍ଧ ଭାଙ୍ଗିଯାଇଥିଲା।

ବିବାହ ସମ୍ବନ୍ଧ ଭାଙ୍ଗିଗଲା:

ମୁକେଶ ରେଖାଙ୍କୁ ବିଜିନେସରେ ବ୍ୟବହାର କରୁଥିବାରୁ ସେମାନଙ୍କ ଭିତରେ ସମ୍ବନ୍ଧ ଭାଙ୍ଗିଯାଇଥିଲା। ସେଥିପାଇଁ ୬ ମାସପରେ ରେଖା ଛାଡ଼ପତ୍ର ଦେଇଥିଲେ। ଏହାକୁ ସହି ନପାରି ମୁକେଶ କିଛି ମାସ ପରେ ଆତ୍ମ-ହ-ତ୍ୟା କରିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *