Viral Video:- ହିମାଚଳ ପ୍ରଦେଶର ପର୍ବତ ଧସିଲା ଏବଂ ରାସ୍ତା ଅଦୃଶ୍ୟ ହୋଇଗଲା। ଦେଖନ୍ତୁ ଏହି ଭୟଙ୍କର ଭିଡ଼ିଓ

ହିମାଚଳ ପ୍ରଦେଶରେ ଏବେ ପ୍ରକୃତି ତା-ଣ୍ଡ-ବ କରୁଛି। ଗତ କିଛିଦିନ ହେବ ଅନେକ ଭିଡ଼ିଓ ସାମ୍ନାକୁ ଆସୁଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। କିଛିଦିନ ହେବ ସୋସିଆଲ ମିଡ଼ିଆରେ ଲୋମ ଟାଙ୍କୁରି ହେଉଯାଉଥିବା ଭିଡ଼ିଓ ସେୟାର କରାଯାଇଛି। ଭିଡ଼ିଓ ଏତେ ଭୟ-ଙ୍କର ଅଟେ ଯେ ଯାହାକୁ ଦେଖିବା ପରେ ଲୋକମାନେ ସବ୍ଧ ହେଇ ଯାଉଛନ୍ତି। ଆଜି ସକାଳ ପ୍ରାୟ 8:00 ସମୟରେ ସାହିବ ଶିଲାଇ ହାଟକୋଟି ଜାତୀୟ ରାଜପଥର 150 ମିଟର ବିଭାଗ ଭୂସ୍ଖଳନ ହେତୁ ଭୁଶୁଡି ପଡିଛି।

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେଉଛି। ବର୍ଷା ହେବା ପରେ ଭୂସ୍ଖଳନ ହୋଇଥିଲା ଏବଂ ପରେ ପର୍ବତ ର ଶିଖର ଧସିବା ଆରମ୍ଭ ହୋଇଥିଲା। ଏହି ସମସ୍ତ ଦୃଶ୍ୟ କେହି ଜଣେ ନିଜ କ୍ୟାମେରାରେ କ-ଏ-ଦ କରିଦେଇଥିଲେ। ଯାହା ଏବେ ଏହି ଭିଡ଼ିଓ ପୁରା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଯେତେବେଳେ ପ୍ରଥମ ଥର ପାଇଁ ସେୟାର କରାଯାଇଥିଲା କେହି ଜଣେ ଏହି ଭିଡ଼ିଓକୁ ଦେଖିବା ପରେ ପ୍ରକୃତିର ତା-ଣ୍ଡ-ବ ବୋଲି ଉଦାହରଣ ଦେଇଥିଲେ।

ପାଂବାଟ ଶିଲାଇ ୭୦୭ ଜାତୀୟ ରାଜପଥ ଭୂସ୍ଖଳନ ହେବା ପରେ ଜାତା ୟତ ବନ୍ଦ ହୋଇ ଯାଇଛି। ଜାତୀୟ ରାଜପଥ ପାଖରେ ଥିବା ପାହାଡ଼ ଭୂସ୍ଖଳନ ହେବା ପରେ ଏହା ଜଣିବାକୁ ମିଳୁଛି ଯେ ଯେତେ ସୁନ୍ଦର ପ୍ରକୃତି ହୋଇଥାଏ ସେତେ ଭୟ-ଙ୍କର ମଧ୍ୟ ଅଟେ। ଏହି ଭିଡିଓ ଦେଖିବା ଦ୍ୱାରା ସମସ୍ତେ ବୁଝି ଯାଇ ଥିବେ ଯେ ପ୍ରକୃତିର ଅବମାନନା କଲେ ପାଇଁ ମନୁଷ୍ୟକୁ କ’ଣ ଭୋଗିବାକୁ ପଡିପାରେ। ସେହି ସମୟରେ ଯେତେବେଳେ ଏହି ପର୍ବତ ଖସି ଯାଉଥିଲା, ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ କୌଣସି ପ୍ରକାରେ ଦୌଡ଼ି ପଳାଇ ନିଜ ଜୀବନ ରକ୍ଷା କରିଥିଲେ। ବିଦ୍ୟୁତ୍ ଲାଇନ ଭାଙ୍ଗିବା ପରେ ମଧ୍ୟ ଏହି ଅଞ୍ଚଳରେ ବିଦ୍ୟୁତ୍ କଟି ଯାଇଥିଲା ​​ଏବଂ ଉପସ୍ଥିତ ଲୋକମାନେ ମଧ୍ୟ କରେଣ୍ଟ ଦ୍ୱାରା କବଳରୁ ରକ୍ଷା ପାଇଥିଲେ।

ଟୁଇଟର ସହିତ ଏହି ଭୟଙ୍କର ଭିଡ଼ିଓକୁ ଅନେକ ପ୍ଲାଟଫର୍ମରେ ସେୟାର କରାଯାଇଛି। ବାସ୍ତବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବା, ବଡ ବଡ ପଥର ଖଣ୍ଡ ଗଡି ଯିବା ଏବଂ ବାଦଲ ଫଟା ବର୍ଷା ହେବା ଆଦି ଘଟଣା ଘଟି ଥାଏ। ଯେଉଁଥିରେ ପ୍ରତି ବର୍ଷ ହଜାର ହଜାର ଲୋକଙ୍କ ମୃ-ତ୍ୟୁ ଘଟି ଥାଏ। ଏହି ଭୟଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଲୋମ ଟାଙ୍କୁରି ହେଇ ଯାଉଛି।

Leave a Reply

Your email address will not be published. Required fields are marked *