ଯେତେବେଳେ କୁକୁଡ଼ା କହିଲା- ‘ଆଲ୍ଲାହ-ଆଲ୍ଲାହ’, ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଲୋକମାନେ, ଦେଖନ୍ତୁ ମଜାଦାର ଭିଡିଓ

କିଛି ଜୀବମାନଙ୍କ ଠାରେ ମନୁଷ୍ୟ ମାନଙ୍କ ପରି ବିଶେଷତ୍ଵ ରହିଥାଏ। ସେମାନଙ୍କୁ ଯାହା ଶିଖା ଯାଇଥାଏ ତାକୁ ସେମାନେ ଅବିକଳ ଦୋହରାଇ ଥାନ୍ତି। ଯେମିତି ଶୁଆକୁ ଆପଣ ଯାହା ବି ଶିଖାଇବେ ସେ ଆପଣଙ୍କ ସହିତ ନିଶ୍ଚିତ ଦୋହରାଇ ଥାଏ।

ସୋସିଆଲ ମିଡିଆରେ କେତେବେଳେ କଣ ଦେଖିବାକୁ ମିଳିଯିବ, ଏହା କେହି ଜାଣିନାହାନ୍ତି। ଅନେକ ଥର କଥା ଗୁଡିକ ମଜାଦାର ହୋଇଥାଏ, ଯାହାକୁ ଦେଖି ଲୋକମାନେ ଖୁସି ହୋଇ ଯାଇଥାନ୍ତି। ସେଠାରେ, ଅନେକ ଥର କଥା ଆଶ୍ଚର୍ଯ୍ୟ କରିବା ଭଳି ମଧ୍ୟ ହୋଇଥାଏ।ବର୍ତମାନ ସମୟରେ ଗୋଟିଏ ଏମିତି ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ବାସ୍ତବରେ ନ ହେବେ କଣ ପାଇଁ? କାରଣ, କୁକୁଡ଼ା ମୁହଁରୁ ‘ଅଲ୍ଲାହ-ଅଲ୍ଲାହ’ ଶୁଣି କେହିବି ଆଶ୍ଚର୍ଯ୍ୟ ହୋଇଯିବେ? ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହା ଉପରୁ ବହୁ ମାତ୍ରାରେ ମଜା ନେଉଛନ୍ତି।

ଏହା ତ ଆମେ ସମସ୍ତେ ଜାଣିଛେ କି କିଛି ଜୀବମାନଙ୍କ ଠାରେ ମନୁଷ୍ୟ ମାନଙ୍କ ପରି ବିଶେଷତ୍ଵ ରହିଥାଏ। ସେମାନଙ୍କୁ ଯାହା ଶିଖା ଯାଇଥାଏ ତାକୁ ସେମାନେ ଅବିକଳ ଦୋହରାଇ ଥାନ୍ତି। ଯେମିତି ଶୁଆକୁ ଆପଣ ଯାହା ବି ଶିଖାଇବେ ସେ ଆପଣଙ୍କ ସହିତ ନିଶ୍ଚିତ ଦୋହରାଇ ଥାଏ। କିନ୍ତୁ, ଯଦି ଆପଣଙ୍କୁ ପଚରା ଯିବ କି କୁକୁଡ଼ା ମାନଙ୍କ ଠାରେ ଏମିତି ବିଶେଷତ୍ଵ ଆପଣ ଦେଖିଛନ୍ତି?ବାସ୍ତବରେ ଆପଣଙ୍କ ଉତ୍ତର ନା ହିଁ ହେବ।କିନ୍ତୁ, ଇଦର ସୁଯୋଗରେ ଗୋଟିଏ ଭିଡିଓ ଆତଙ୍କ ଖେଳେଇ ଦେଇଛି। ଜଣେ ବ୍ୟକ୍ତି କୁକୁଡାକୁ ଅଲ୍ଲାହ-ଅଲ୍ଲାହ ବୋଲି କହୁଛି।ଯେମିତି କି ଆପଣ ଭିଡିଓରେ ଦେଖି ପାରିବେ କେଉଁ ପରି ଜଣେ ବ୍ୟକ୍ତି ପ୍ରଥମେ ଅଲ୍ଲାହ କହିଥାଏ, ତାଙ୍କ ପଛେ-ପଛେ କୁକୁଡ଼ା ମଧ୍ୟ ଅଲ୍ଲାହ କହିଥାଏ।ତ ସବୁଠାରୁ ପ୍ରଥମେ ଆପଣ ଏହି ମଜାଦାର ଭିଡିଓକୁ ଦେଖନ୍ତୁ…

‘ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓ’

 

View this post on Instagram

 

A post shared by Reelkerofeelkero (@reelkerofeelkero)

ସୋସିଆଲ ମିଡିଆର ଅଲଗା-ଅଲଗା ପ୍ଲାଟଫର୍ମରେ ଏହି ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଛି। ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ‘reelkerofeelkero’ ନାମକ ଆକାଉଣ୍ଟରେ ସେୟାର କରାଯାଇଛି।ଏହି ଭିଡିଓକୁ ଦେଖିବା ପରେ ୟୁଜର୍ସ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କି ବାସ୍ତବରେ ଗୋଟିଏ କୁକୁଡ଼ା ଅଲ୍ଲାହ-ଅଲ୍ଲାହ କେମିତି କହିପାରୁଛି।ଏହି ଭିଡିଓକୁ ଏପର୍ଯ୍ୟନ୍ତ ପାଞ୍ଚଶହରୁ ଅଧିକ ଲୋକ ପସନ୍ଦ କରିଛନ୍ତି।ସେଠାରେ,ଏହା ଉପରେ ଲୋକମାନେ ବହୁତ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *