ଦମ୍ପତି ଜୋଶରେ ହୋସ ହରାଇଥିଲେ ! ସେ-କ୍ସ ସମୟରେ ହେଲା ଏମିତି ଅବସ୍ଥା…

ଏକ କପଲ ନିଜର ତୃତୀୟ anniversary ଅବସରରେ ଉତ୍ସାହରେ ହୋସ ହରାଇଲେ । କପଲ anniversary ପାଳନ କରିବାକୁ ନେଇ ଏତେ ଉତ୍ସାହିତ ହୋଇଥିଲେ ଯେ ପ୍ରେମିକ ଚାପ ଅନୁଭବ କରି ଅନଲାଇନ ଭିୟାଗ୍ରା ଅର୍ଡର କରିଥିଲେ। କପଲ ଅନେକ ବୋତଲ ମଦ ମଧ୍ୟ ପିଇଥିଲେ। କିନ୍ତୁ ସେ-କ୍ସ ମାରାଥନ ସମୟରେ ପ୍ରେମିକ ଲହୁଲୁହାଣ ହୋଇଥିଲେ । ଏହି ଦୁର୍ଘ-ଟଣାରେ ପ୍ରେମିକଙ୍କ ପ୍ରାଇଭେଟ ଅଂଶ ଭାଙ୍ଗି ଯାଇଥିଲା । ତୁରନ୍ତ ଆମ୍ବୁଲାନ୍ସକୁ ଡାକି ପ୍ରେମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣା ବ୍ରିଟେନ ଲିଭରପୁଲରର ଅଟେ। ଦ ସନର ରିପୋର୍ଟ ଅନୁସାରେ 25 ବର୍ଷିୟ ମେକଅପ ଆର୍ଟିଷ୍ଟ ଇଜାବେଲ ୱଲ୍ଫ ଏବଂ ତାଙ୍କ 32 ବର୍ଷିୟ ପ୍ରେମିକ ରବ ଆଣ୍ଡ୍ରିୟୁ ନିଜର ତୃତୀୟ ଅନନୀ anniversary ପାଳନ କରିବାପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଥିଲେ । ଏଥିପାଇଁ ସେ ସହରଠାରୁ ଦୂରରେ ଥିବା ଏକ ସୁନ୍ଦର ସ୍ଥାନରେ ଏକ ରୁମ ବୁକ କରିଥିଲେ । ତାଙ୍କ anniversary କୁ ସ୍ୱତନ୍ତ୍ର କରିବା ପାଇଁ ଏହି କପଲ ଅନେକ
adventurous ସାମଗ୍ରୀ ମଧ୍ୟ ନେଇଥିଲେ ।

କପଲ କହିଥିଲେ ଯେ କିଛି ସମୟ ମଧ୍ୟରେ ଦୁହେଁ ତିନି ବୋତଲ ସାଂପେନ ଖାଲି କରି ଦେଇଥିଲେ । ଏହାପରେ କପଲ ଅନୁଭବ କରିନଥିଲେ ଯେ ଦୁହେଁ ଅତ୍ୟଧିକ ମଦ୍ୟପାନ କରିଛନ୍ତି । ଏହି କାରଣରୁ ରୋମାଣ୍ଟିକ ମୁହୂର୍ତ୍ତରେ ଦୁର୍ଘଟଣା ଘଟିଥିଲା । ଗାର୍ଲଫ୍ରେଣ୍ଡ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଯେତେବେଳେ ପ୍ରେମିକଙ୍କୁ ହସ୍ପିଟାଲରେ ଯାଞ୍ଚ କରାଗଲା ତେବେ ଡାକ୍ତରମାନେ କହିଥିଲେ ଯେ ତାଙ୍କର ପ୍ରାଇଭେଟ ଅଂଶ ଭାଙ୍ଗି ଯାଇଛି। କିଛି ଦିନର ଚିକିତ୍ସା ପରେ ପ୍ରେମିକ ସୁସ୍ଥ ହେବାକୁ ଲାଗିଲେ ।

ସେକ୍ସ ସମୟରେ ପ୍ରାଇଭେଟ ଅଂଶ ଭାଙ୍ଗିଯିବା ଘଟଣା ସମଗ୍ର ବିଶ୍ୱରୁ ସାମ୍ନାକୁ ଆସୁଛି । ଗତବର୍ଷ ବ୍ରିଟେନରେ ରହୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଏପରି ଦୁର୍ଘଟଣା ଘଟିଥିଲା । 40 ବର୍ଷିୟ ବ୍ୟକ୍ତିଙ୍କ ପ୍ରାଇଭେଟ ଅଂଶ ଭୂଲମ୍ବ ଭାବରେ ଭାଙ୍ଗି ଯାଇଥିଲା । ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ଏହି କେଶକୁ ପ୍ରକାଶିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *