ଶବକୁ କଣ ପାଇଁ ଏକୁଟିଆ ଛଡ଼ାଯାଏନାହିଁ? ଜାଣନ୍ତୁ ଏହାର ରହସ୍ୟ

ବନ୍ଧୁଗଣ ଯେମିତି ଦିନ ପରେ ରାତି ନିଶ୍ଚିତ ଅଟେ ଠିକ ଏହି ପ୍ରକାର ନିଶ୍ଚିତ ଅଟେକି ଯିଏବି ଏହି ମୃ-ତ୍ୟୁ ଲୋକର ଜନ୍ମ ନେଇଥାନ୍ତି ତାଙ୍କୁ ଦିନେନାଁ ଦିନେ ମୃ-ତ୍ୟୁବରଣ କରିବା ଅବଶ୍ୟ ଅଟେ। ଅର୍ଥାତ ଯଦି ପୃଥିବୀ ଲୋକରେ କେଉଁବି ବଡ଼ ସତ୍ୟ ଅଟେ ତାହା ହେଉଛି ପ୍ରାଣୀର ମୃ-ତ୍ୟୁ। ତଥାପି କିଛି ଲୋକବି ଏମିତି ହୋଇଥାନ୍ତି ଯିଏକି ଏହି ସତ୍ୟକୁ ସ୍ୟୁକ୍ୱାର କରିବାକୁ ଚାହିଁ ନଥାନ୍ତି।

ଆପଣ ସମସ୍ତେ ଦେଖିଥିବେ ହିନ୍ଦୁ ଧର୍ମରେ ମୃ-ତ୍ୟୁ ପରେ ଶବକୁ ଜଳା ଯାଇଥାଏ। ତାହା ସହିତ ଆପଣ ଏହା ମଧ୍ୟ ଦେଖିଥିବେକି ଯଦି କାହାର ମୃ-ତ୍ୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ ତ ତାହାର ଦାହ ସଂସ୍କାର ତାପର ଦିନ କରାଯାଇଥାଏ। ରାତିରେ ନୁହେଁ। ଏମିତିରେ ଆପଣ ଲକ୍ଷ୍ୟ କରିଥିବେ କୌଣସି ପରିବାରରେ ଯଦି କାହାର ମୃ-ତ୍ୟୁ ସନ୍ଧ୍ୟା ପରେ ହୋଇଥାଏ ତ ତାହାର ଶବକୁ ଏକୁଟିଆ ଛଡ଼ା ଯାଇନଥାଏ। ପରନ୍ତୁ କଣ ଆପଣ ଜାଣିଛନ୍ତିକି ଶବକୁ କଣ ପାଇଁ ରାତିରେ ଏକୁଟିଆ ଛଡ଼ା ଯାଇନଥାଏ। ଯଦି ଜାଣି ନାହାନ୍ତି ତ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। କାହିଁକିନା ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତର ଜଣେଇବାକୁ ଯାଉଛୁ। ଯାହାର ବର୍ଣନା ଗରୁଡ଼ପୁରାଣରେ ବିସ୍ତାର ରୁପେ କରାଯାଇଛି। ତ ଆସନ୍ତୁ ଜାଣିବା। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ବନ୍ଧୁଗଣ ଆମର ଧର୍ମରେ ମୃ-ତ୍ୟୁ ପରେ ଶବକୁ ଏକୁଟିଆ କଣ ପାଇଁ ଛଡ଼ା ଯାଇନଥାଏ। ଏହା ଜଣେଇବା ପୁର୍ବରୁ ଏହା ଜଣାଇ ଦେଉଛୁ ଯେ କେବେ କେବେ ଅଥବା କେଉଁ ପରିସ୍ଥିତିରେ ଶବର ଅନ୍ତିମ ସଂସ୍କାର କରାଯାଇନଥାଏ କିମ୍ବା କିଛି ସମୟ ପାଇଁ ରହିଯାଇଥାନ୍ତି। ବନ୍ଧୁଗଣ ସବୁଠୁ ପ୍ରଥମେ ଆପଣଙ୍କୁ ବତେଇଦେଉଛୁ କି ହିନ୍ଦୁ ଧର୍ମରେ ଯଦି କାହାର ମୃ-ତ୍ୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ ତ ତାର ଶବକୁ ରାତି ସାରା ଘରେ ରଖା ଯାଇଥାଏ। ତାହାର ଦାହ ସଂସ୍କାର ତାପର ଦିନ କରାଯାଇଥାଏ।

ଏହା ପରେ ଯଦି କାହାର ମୃ-ତ୍ୟୁ ପଞ୍ଚକ ସମୟରେ ହୋଇଥାଏ ତ ତାହାର ଶବକୁ ବି କିଛି ସମୟ ପାଇଁ ଘରେ ରଖା ଯାଇଥାଏ। ଏବଂ ଯେବେ ପଞ୍ଚକ ସମୟ ସମାପ୍ତ ହୋଇଥାଏ ତ ତାହା ପରେ ତାର ଦାହ ସଂସ୍କାର କରାଯାଏ। କାହିଁକିନା ଗରୁଡ଼ପୁରାଣରେ କୁହାଯାଇଛି ଯେ ଯଦି ସୂର୍ଯ୍ୟାସ୍ତ ପରେ ଅଥବା ପଞ୍ଚକ ସମୟରେ କୌଣସି ମୃ-ତ ଶରୀରର ଦାହ ସଂସ୍କାର କରାଯାଏ ତତାକୁ ମକ୍ଷ୍ୟ ପ୍ରାପ୍ତି ହୋଇନଥାଏ। ଏଥି ପାଇଁ ଯଦି କେହି ରାତିରେ ମରିଯାଇଥାଏ ତ ଏପରି ସ୍ଥିତିରେ ଶବକୁ ନେଇ କରି ସ୍ମସାନକୁ ଯାଇ ନଥାନ୍ତି। ବରଂ ଶବକୁ ଘରେ ହିଁ ରଖା ଯାଇଥାଏ।

ସକାଳ ହେବାର ଅପେକ୍ଷା କରାଯାଇଥାଏ ଏବଂ ଏମିତିରେ ମୃତ ଶରୀରକୁବି ଗୋଟେ ମୁହୂର୍ତ୍ତ ପାଇଁବି ଏକୁଟିଆ ଛଡ଼ା ଯାଇନଥାଏ। ଏବଂ କେହି ନାଁ କେହି ବ୍ୟକ୍ତି ଶବ ପାଖରେ ଜଗୁଆଳୀ ଭଳି ସବୁବେଳେ ରହିଥାଏ। ମୃ-ତ ଶରୀରକୁ ଏକୁଟିଆ ନଛାଡ଼ିବାର ସବୁଠୁ ବଡ଼ କାରଣ ଏହା ଅଟେ ଯେ ଯଦି ଶବକୁ ଏକୁଟିଆ ଛଡ଼ା ଯାଏ ତ ଏହା ହୋଇପାରେ କୁକୁର ବିଲେଇ ଯେମିତି ପଶୁ ଶବକୁ ଖାଇଜିବେ। ଏବଂ ଗରୁଡ଼ ପୁରାଣ ଅନୁସାରେ ଏମିତି ହେଲେ ମୃତ ଆତ୍ମାକୁ ଯମ ଲୋକର ମାର୍ଗରେ ବହୁତ କ୍ଷତ ସହିବାକୁ ପଡ଼ିଥାଏ।

ତାହା ସହିତ ଏମିତି ମାନାଯାଇଥାଏ କି ଯଦି ଶବକୁ ଏକୁଟିଆ ଛାଡ଼ି ଦିଆଯାଏ ତ ସେଥିରୁ ଗଦ୍ଧ ଆସିବାକୁ ଲାଗିଥାଏ। ସେଥିପାଇଁ ଏହା ଜରୁରୀ ହୋଇଥାଏ କି ସେଠାରେ କେହି ନାଁ କେହି ବ୍ୟକ୍ତି ବସି ରହିଥାଏ। ଏବଂ ଧୂପକୁ ଶବର ଚାରି ପାଖରେ ଜଳେଇ ରଖିଥାଏ। ଯାହା ଦ୍ବାରା ଶବରୁ ଆସୁଥିବା ଦୁର୍ଗନ୍ଧ ଚାରି ଆଡକୁ ନବ୍ୟାପୁ। ଗରୁଡ଼ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଗରୁଡ଼ ପଚାରିବାରୁ କହିଥିଲେ ଯେ ହେ ପକ୍ଷୀରାଜ ଏହା ସବୁ ପରେ ଯଦି କାହାର ମୃ-ତ୍ୟୁ ହୋଇଯାଇଥାଏ ଏବଂ ତାଙ୍କର କେହିବି ସନ୍ତାନ ନଥାନ୍ତି ଏମିତି ସମୟରେ ବି ଶବକୁ ଘରେ ରଖା ଯାଇପାରେ।

ଯେଉଁ ପର୍ଯ୍ୟନ୍ତ ତାଙ୍କର ପୁତ୍ର କିମ୍ବା ପୁତ୍ରୀ ନଆସିଯାଏ। କାହିଁକିନା ଯେବେ ନିଜର ସନ୍ତାନ ମୃ-ତ ଶରୀରକୁ ମୁଖାଗ୍ନି ନଦିଏ ତ ତାକୁ କେତେ ବର୍ଷ ପର୍ଯ୍ୟନ୍ତ ଏହି ମୃ-ତୁ ଲୋକରେ ଭ୍ରମଣ କରିବାକୁ ପଡ଼ିଥାଏ। ଏହା ପରେ ଭଗବାନ ବିଷ୍ଣୁ କୁହନ୍ତି କି ସୂର୍ଯ୍ୟାସ୍ତ ପରେ ଯଦି କାହାର ମୃ-ତ ଶରୀରକୁ ଜଳାଇ ଦିଆଯାଏ ଅର୍ଥାତ ତାର ଅନ୍ତିମ ସତ୍କାର କରିଦିଆଯାଏ ତ ସେ ପ୍ରେତଆତ୍ମା, ଅସୁର, ଦାନବ, ଅଥବା ପିସାଚନ ଜନିରେ ଜନ୍ମ ନେଇଥାଏ।

ଯେଉଁଠିକି ତାକୁ କେତେ ପ୍ରକାରର କଷ୍ଟ ସହିବାକୁ ପଡ଼ିଥାଏ। ଏଥିପାଇଁ ହିଁ ହିନ୍ଦୁ ଧର୍ମରେ ରାତିରେ ଅନ୍ତିମ ସତ୍କାର କରିବା ପାଇଁ ମନାକରାଯାଇଅଛି। ଏହା ପରେ ଭଗବାନ ବିଷ୍ଣୁ କୁହନ୍ତି କି ରାତିରେ ମୃ-ତ ଶରୀରକୁ ଏକୁଟିଆ ଛାଡ଼ିଦିଆଯାଏ ତ ତାହାର ଶରୀରରେ ଆଖ ପାଖରେ ଭ୍ରମଣ କରୁଥିବା ଦୁରାଆତ୍ମାବି ପ୍ରବେଶ କରିଯାଇଥାଏ। ଯାହା ଦ୍ବାରା ମୃତ ବ୍ୟକ୍ତିଙ୍କ ସହୀତବି ତାର ପରିଜନଙ୍କୁ କେତେ ପ୍ରକାରର କଷ୍ଟ ଭୋଗିବାକୁ ପଡ଼ିଥାଏ।

ତାହା ସହିତ ଏହା ମଧ୍ୟ ବତେଇଛନ୍ତି କି ଶବକୁ ଏଥିପାଇଁ ଏକୁଟିଆ ଛଡ଼ା ଯାଇନଥାଏ କାହିଁକିନା ମରିଯାଇଥିବା ଲୋକର ଆତ୍ମା ସେହି ଜାଗାରେ ଭ୍ରମଣ କରିଥାଏ। ଏବଂ ନିଜର ପରିଜନ ମାନଙ୍କୁ ଦେଖୁଥାଏ। କୁହାଯାଇ ଥାଏ କି ମନୁଷ୍ୟର ମୃ-ତ୍ୟୁ ପରେ ଆତ୍ମା ଶରୀରରୁ ଖୋଲି ଯାଇଥାଏ। ଏହି କାରଣରୁ ସେହି ମୃ-ତ ଶରୀରରେ କେଉଁ ଖରାପ ଆତ୍ମା ପ୍ରବେଶ କରିପାରେ। ସେଥି ପାଇଁ ରାତିରେ ଶବକୁ ଏକୁଟିଆ ଛଡା ଯାଇନଥାଏ। ଏବଂ କେହି ନାଁ କେହି ଶବ ପାଖରେ ବସି ରହିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *