ଖୋଲା କେଶ, ସର୍ଟ ଡ୍ରେସ୍ ରେ ଏବଂ ଦୁବାଈ ର ସମୁଦ୍ର କୂଳ ରେ ଦେଖି ବାକୁ ମିଳିଥିଲା ସାହାରୁଖ ଖାନ ଙ୍କ ଝିଅ ଙ୍କୁ, ଲୁକ ଦେଖି ଲୋକମାନେ କମେଣ୍ଟ୍ କଲେ

ଏହି ଦିନରେ ସବୁ ଅଡେ IPL 2020 ର ଧୁମ୍ ବହୁତ ଦେଖିବାକୁ ମିଳୁଛି। ବଲିଉଡ୍ ର କିଙ୍ଗ ଖାନ ବା ସାହାରୁଖ ଖାନ ବି ଏହି ଦିନରେ ନିଜର IPL ଟିମ କୋଲ୍କାତା ନାଇଟ୍ ରାଇଡସ୍ କୁ ସର୍ପୋଟ କରିବାକୁ ଷ୍ଟାଡିଅମ୍ ରେ ନିଜର ଫ୍ୟାମିଲି ସହିତ ଉପସ୍ଥିତ ଥିଲେ। ତାଙ୍କ ସହ ତାଙ୍କ ପୁଅ ଆର୍ୟନ ଖାନ ଏବଂ ଝିଅ ସୁହାନା ଖାନ ମଧ୍ୟ କ୍ରିକେଟ ମ୍ୟାଚ ର ମଜା ନେଉଥିଲେ। ଏହା ଭିତରେ ରେ ସୁହାନା ଙ୍କର କିଛି ଫଟୋ ସୋଶିଆଲ ମିଡିଆ ରେ ଭାଇରାଲ ହେଉଛି। ଯେଉଁଥିରେ ତାଙ୍କୁ ଷ୍ଟାଇ୍ଲଷ୍ଟି ଦେଖିବାକୁ ମିଳୁଛି। ମ୍ୟାଚ ରୁ ଟାଇମ ବାହାର କରି ସୁହାନା ଦୁବାଈ ର ସୁନ୍ଦର ସମୁଦ୍ର କୂଳରେ ପହଁଚି ଲେ। ଏବଂ ସେଠି କିଛି ଷ୍ଟାଇଲିଷ୍ଟ ଫଟୋ ଉଠେଇ ଲେ।

ସମୁଦ୍ର କୂଳ ରେ ସୁହାନା ଖୋଲା କେଶ , ସର୍ଟ ଡ୍ରେସ ଏବଂ ବ୍ଲାକ ଟପ୍ସ ରେ ବହୁତ ସୁନ୍ଦରୀ ଦିସୁଥିଲେ। ଏହା ପାଇଁ ସେ ନ୍ୟୁଡ ମେକପ ନେଇଥିଲେ।

ସୁହାନା ଙ୍କର ଏହି ଫଟୋ ସୋଶିଆଲ ମିଡିଆ ରେ ଭାଇରାଲ ହେବା ମାତ୍ରେ ଲୋକମାନେ ଏଥିରେ କମେଣ୍ଟ କରିବା ଆରମ୍ଭ କରି ଦେଲେ। କିଛି ଜଣ ଲୋକ ତାଙ୍କ ଲୁକ ର ପ୍ରଶଂସା କଲେ କିନ୍ତୁ ଆଉ କିଛି ଜଣ ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ।

ଜଣେ ବ୍ୟକ୍ତି କମେଣ୍ଟ କରି ଲେଖିଲେ ତୁମେ ନା ସାହାରୁଖ ଲାଗୁଛ ମାନେ ଝିଅ ନୁହେଁ ପୁଅ। କିଛି ଜଣ ତ ସୁହାନା ଙ୍କ ଡ୍ରେସ କୁ ଦେଖି ବହୁତ ଖରାପ କମେଣ୍ଟ କରିଛନ୍ତି।

ଏହା ସହିତ ସୁହାନା ସ୍କିନ୍ କଲର ଉପରେ ହେଉଥିବା ଭେଦଭାାବ ଏବଂ ମିଳିଥିବା ଖରାପ କମେଣ୍ଟ କୁ ନେଇ ଫଟୋ ସେୟାର କରିଥିଲେ। ଲୋକ ତାଙ୍କର ରଙ୍ଗ କୁ ନେଇ ଟ୍ରୋଲ କରୁଛନ୍ତି। ତାଙ୍କୁ ଖରାପ କମେଣ୍ଟ ଲେଖିକି ଦେଉଛନ୍ତି। ଯାହା ପରେ ସେ ପୋଷ୍ଟ ମାଧ୍ୟମ ରେ ଟ୍ରୋଲ ର ଜବାବ ଦେଇଥିଲେ।

ଇନଷ୍ଟାଗ୍ରାମ ରେ ନିଜ ଫଟୋ ସହିତ କିଛି କମେଣ୍ଟ ର ସ୍କ୍ରିନସଟ ସେୟାର କରିଥିଲେ। ଯେଉଁଥିରେ ତାଙ୍କୁ କଳୀ ଏବଂ ଅସୁନ୍ଦରୀ ବୋଲି କୁହାଯାଇଛି। ସୁହାନା ଖାନ ଫଟୋ ରେ କହିଛନ୍ତି କି ଏହା ସବୁ ସେମାନଙ୍କ ପାଇଁ ଯେଉଁମାନେ ହିନ୍ଦୀ କହିପାରନ୍ତି ନାହିଁ। ମୁଁ ଭାବିଲି ତାଙ୍କୁ କିଛି ଜାଣେଇ ଦିଏ। ବ୍ଲାକ କଲର କୁ ହିନ୍ଦୀ ରେ କଳା କୁହାଯାଏ। କଳା ଶବ୍ଦ ର ପ୍ରୟୋଗ ଏକ ମହିଳା ବିଷୟ ରେ କହିବା ପାଇଁ କରାଯାଇଥାଏ। ଯାହାର କଲର ଡାର୍କ ହୋଇଥାଏ।

ସୁହାନା ନିଜ ପୋଷ୍ଟ ରେ ଲେଖିଥିଲେ କି ଏହି ସମୟ ରେ ବହୁତ କିଛି ଚାଲୁଛି ଏବଂ ଏହା ମଧ୍ୟ ରୁ ଏହା ଏକ ବିଷୟ ଅଟେ। ଯାହାକୁ ଆମ୍ଭମାନଙ୍କୁ ଠିକ କରିବା ଯରୁରୀ ଅଛି। ଏହା କେବଳ ମୋ ବିଷୟ ରେ ନୁହେଁ। ଏହା ସବୁ ଯବାନ ପୁଅ ଝିଅ ଙ୍କ ବିଷୟ ରେ ଅଟେ। ଯିଏ ବିନା କିଛି କାରଣ ରେ ହିନ ଭାବନା ର ବଡ ହୋଇଥାନ୍ତି। ଯେତେବେଳେ ମୁଁ ୧୨ ବର୍ଷ ର ଥିଲି ସେତେବେଳେ ମତେ ଲୋକମାନେ କହିଥିଲେ କି ମୋ ସ୍କିନ କଲର ପାଇଁ ମୁଁ ଅସୁନ୍ଦରୀ।

ସୁହାନା ନିଜ ବାପା ଙ୍କ ପରି ଆକ୍ଟିଙ୍ଗ୍ ଫିଲ୍ଡ ରେ କ୍ୟାରିଅର ଆରମ୍ଭ କରିବାକୁ ଚାହୁଁଛନ୍ତି। ସେ ସ୍କୁଲ ରେ ମଧ୍ୟ କେତେକ ଖେଳ ରେ ଭାଗ ନେଇଛନ୍ତି। ସୁହାନା ବାପା ଙ୍କର ବହୁତ ନିକଟତର ଅଟନ୍ତି। ୧୮ ବର୍ଷ ବୟସ ରେ ସୁହାନା ମାଗାର୍ଜିନ କଭର ର ଡେବ୍ୟୁ କରିଥିଲେ। ସେ ଗ୍ଲୈମର ମାଗାର୍ଜିନ ବ୍ୟାଗ ଫ୍ରଣ୍ଟ ପେଜ ରେ ଗ୍ଲୈମରିସ ଅବତାର ରେ ଦେଖିବାକୁ ମିଳିଥିଲେ। ନିଜ ସାହାରୁଖ ଏହି ମାଗାର୍ଜିନ କୁ ଲଞ୍ଚ କରିଥିଲେ।

Leave a Reply

Your email address will not be published. Required fields are marked *