ଆ-ହ-ତ ସୈ-ନି-କମାନଙ୍କୁ ଡାକ୍ତରଖାନାରେ ଯୋଗାଇ ଦିଆଯାଏ ଝିଅ, ଜାଣନ୍ତୁ ସେ-କ୍ସ ଥେରାପି କଣ ?

ଇସ୍ରାଏଲରେ ଆ-ହ-ତ ସୈ-ନିକମାନଙ୍କୁ ଦିଆଯାଇଥିବା ସେ-କ୍ସ ଥେରାପି ଆଜିକାଲି ଚର୍ଚ୍ଚାରେ ଅଛି । ଏହି ଥେରାପି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବା ସେହି ସୈ-ନିକମାନଙ୍କୁ ଦିଆଯାଉଛି ଯେଉଁମାନେ ଆ-ହ-ତ ହେବା ପରେ ଯୌ-ନ ସ-ମ୍ପ-ର୍କ ରଖିବା ପାଇଁ ଅସମର୍ଥ । ସବୁଠୁ ବଡ କଥା ହେଉଛି ଏହି ଥେରାପି ପାଇଁ ପଠାଯାଇଥିବା ଝିଅମାନଙ୍କୁ ସରକାରୀ ଖର୍ଚ୍ଚରେ ନିଯୁକ୍ତି ଦିଆଯାଉଛି।

ଦୁନିଆରେ ଭିନ୍ନ ଭିନ୍ନ ରୋଗ ପାଇଁ ଅଲଗା ଅଲଗା ଚିକିତ୍ସା ପ୍ରଣାଳୀ ସବୁ ଅଛି । ଏଥିମଧ୍ୟରୁ କେତେକ ତ ବହୁତ ବି-ବା-ଦ ପୂର୍ଣ୍ଣ ହୋଇଥାନ୍ତି। ଉଦାହରଣ ସ୍ୱରୂପ, କିଛି ମହିଳା ଗର୍ଭଧାରଣ ପରେ ନିଜର ପ୍ଲେସେଣ୍ଟା ଖାଆନ୍ତି । ତାଙ୍କ କହିବା ଅନୁସାରେ ଏପରି କରିବା ଦ୍ବାରା ଗର୍ଭଧାରଣର ଦୁର୍ବଳତାକୁ ଦୂର ହୋଇଥାଏ। ସେହିଭଳି ସେ-କ୍ସ ଥେରାପି ମଧ୍ୟ ସାରା ବିଶ୍ୱରେ ପ୍ରସିଦ୍ଧ। ତେବେ ଏହି ଥେରାପି ମଧ୍ୟ ବି-ବା-ଦୀ-ୟ ଅଟେ। ନିକଟରେ ଇସ୍ରାଏଲର ସୈନିକମାନଙ୍କୁ ଏହି ଥେରାପି ଦିଆଯାଉଥିବା ଖ-ବ-ର ଚର୍ଚ୍ଚା କୁ ଆସିଥିଲା । ବିବିସି ଦ୍ୱାରା ପ୍ରକାଶିତ ରି-ପୋ-ର୍ଟ-ରେ ଦର୍ଶାଯାଇଛି ଯେ ଇସ୍ରାଏଲର ସୈନିକମାନଙ୍କୁ ଦିଆଯାଇଥିବା ସେ-କ୍ସ ଥେରାପି ସରକାରୀ ଖର୍ଚ୍ଚରେ ମିଳୁଛି।

ଆ-ହ-ତ ସୈନିକମାନଙ୍କ ଚିକିତ୍ସା

ଅନେକ ଦେଶରେ ରୋଗୀମାନଙ୍କ ପାଇଁ ସେ-କ୍ସ ଥେରାପିର ବ୍ୟବହାର କରାଯାଏ । ଏଥିରେ ରୋଗୀ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରଖାଯାଏ, ଯିଏ ରୋଗୀର ଯୌ-ନ କ୍ଷ-ମ-ତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା ଏକ ବିବାଦୀୟ ଚିକିତ୍ସା । କିନ୍ତୁ ଏହା ସତ୍ତ୍ଵେ ଇସ୍ରାଏଲର ଅନେକ ଆ-ହ-ତ ସୈନିକଙ୍କୁ ଏହି ଚିକିତ୍ସା ଦିଆଯାଉଛି । ଏହି ସୈନିକମାନେ ଯୁ-ଦ୍ଧରେ ଗୁରୁତର ଆ-ହ-ତ ହେବା ପରେ ଡାକ୍ତରଖାନା ଖଟରେ ପଡ଼ିଛନ୍ତି। ବର୍ତ୍ତମାନ ସେମାନଙ୍କୁ ଭଲ କରିବା ପାଇଁ ସେ-କ୍ସ ଥେରାପି ଦିଆଯାଉଛି ।

ସେ-କ୍ସ ଥେରାପି କ’ଣ?

ଇସ୍ରାଏଲ୍ ସେ-କ୍ସ ଥେରାପିଷ୍ଟ ରୋନିତ ଆଲୋନି ବୁଝେଇଛନ୍ତି ଏହି ଥେରାପି କ’ଣ? ଏଥିରେ ରୋଗୀ ରହୁଥିବା ଘରେ ଏକ ଖଟ, ସିଡି ପ୍ଲେୟାର ଏବଂ କାନ୍ଥଗୁଡ଼ିକରେ ଇରୋଟିକ୍ ପେଣ୍ଟିଂ ଲଗାଯାଇଥାଏ । ଏହି ଥେରାପି ସୈ-ନିକମାନଙ୍କୁ ଦିଆଯାଏ ଯେଉଁମାନେ ଯୁ-ଦ୍ଧରେ ଆ-ହ-ତ ହେବା ପରେ ଯୌ-ନ ଦ-କ୍ଷ-ତା ହରାଇ ବସନ୍ତି । ଥେରାପିରେ ରୋଗୀମାନଙ୍କୁ ପୁନର୍ବାର ଶା-ରୀ-ରି-କ ସମ୍ପର୍କ ରଖିବାକୁ ଶିକ୍ଷା ଦିଆଯାଏ ।

ଥେରାପିକୁ ବି-ରୁ-ଦ୍ଧ

ଏହି ଥେରାପି ବହୁତ ଲାଭଦାୟକ ବୋଲି କୁହାଯାଏ। ଏହି ଥେରାପି ଯୋଗୁଁ ଅନେକ ସୈ-ନି-କ ଶୀଘ୍ର ସୁସ୍ଥ ହୁଅନ୍ତି । କିନ୍ତୁ ଅନେକ ଲୋକ ଏହାକୁ ବି-ରୋ-ଧ ମଧ୍ୟ କରନ୍ତି। ସେମାନେ କହିଛନ୍ତି ଯେ ଏହି ଥେରାପି ବେ-ଶ୍ୟା ବୃ-ତ୍ତି ପରି। ଏହାକୁ ନି-ଷେ-ଧ କରାଯିବା ଉଚିତ୍ । ସବୁଠୁ ବଡ କଥା ହେଉଛି ଏହି ଥେରାପି ପାଇଁ ଯାଉଥିବା ଝିଅମାନଙ୍କୁ ସରକାର ଅର୍ଥ ପ୍ରଦାନ ଦିଅନ୍ତି। ଆଜିକାଲି ଏହି ଥେରାପି ବିଷୟରେ ବହୁ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *