ଚିକିତ୍ସା ନାମରେ ମଜହର ଭିତରେ ଚାଲିଥିଲା ସେ-କ୍ସ ରାକେଟ, ତଲାସ କରିବାରୁ ପୁଲିସ ଦେଖିଲା ଏହି ଦୃଶ୍ୟ

ଉତ୍ତର ପ୍ରଦେଶ ର ଏକ ମଜହର ଭିତରେ ସେ-କ୍ସ ରାକେଟ ଚାଲିଥିଲା ଓ ମଜହରର ବାବା ଏଥିରେ ସାମିଲ ଥିଲେ। କୁହାଯାଉଛି କି ଲୋକମାନେ ଯେତେବେଳେ ଏହି ମଜହର ଭିତରେ ତଲାସ କରିବାରୁ ସେ-କ୍ସ ରାକେଟ ର ଖୁଲାସ ହେଲା। ଏହି ମଜହର ଲକ୍ଷ୍ନୌର ଠାକୁରଗଞ୍ଜ ଇଲାକାର ହୁସୈନାବାଦ ପାଖରେ ଅଟେ ଓ ତାହାର ନାମ ଜାମା ସମାଧି ଅଟେ। ପୁଲିସଙ୍କ ଅନୁଯାୟୀ ସ୍ଥାନୀୟ ଲୋକମାନଙ୍କୁ କିଛି ଦିନ ପୂର୍ବରୁ ମଜହର ଭିତରେ ଖରାପ କାମ ହେଉଥିବାର ଅଭିଯୋଗ ଆସିଥିଲା। ଯାହା ପରେ ଏହି ଲୋକମାନେ ହଠାତ ମଜହର ଭିତରେ ତଲାସ କରି ଦେଲେ। ତଲାସ ସମୟରେ ଏମାନଙ୍କୁ ଜଣେ ମହିଳା ଓ ପୁରୁଷ ଆପତ୍ତିଜନକ ଅବସ୍ଥାରେ ମଧ୍ୟ ମିଳିଲେ।

ଭୟଙ୍କର ହେଲା ମାଡ଼:

ସ୍ଥାନୀୟ ଲୋକମାନେ ଆପତ୍ତିଜନକ ଅବସ୍ଥାରେ ଧରିଥିବା ମହିଳା ଓ ପୁରୁଷ ର ଭିଡିଓ କରିଦେଲେ। ତାହା ସହ ଯେଉଁ ବାବାଙ୍କର ଏହି ମଜହର ଥିଲା ତାଙ୍କୁ ଭୟଙ୍କର ମାଡ଼ ମାରିଲେ। ଏହି ଖବର ର ସୂଚନା ମିଳିବାରୁ ପୁଲିସ ସେହି ଯାଗାରେ ପହଞ୍ଚିଗଲେ ଓ ବାବାଙ୍କୁ ଗିରଫ କରିଦେଲେ। ଆରୋପ ଅଛି କି କଳା ବାବା ଚିକିତ୍ସା ନାମରେ ମହିଳା ମାନଙ୍କୁ ଯୌନ ନିର୍ଯ୍ୟାତନା କରାଉ ଥିଲା ଓ ସମାଧି ପାଖରେ ଥିବା କୋଠରୀରେ ସେ-କ୍ସ ରାକେଟ ଚାଲି ଥିଲା।

ଏସିପି ଚୌକ ଆଇପି ସିଂ ଏହି ପୁରା ଘଟଣା ବିଷୟରେ ସୂଚନା ଦେଇ କହିଲେ କି ମଜହର ଅପରେଟର କୁ ଗିରଫ କରାଯାଇଛି ଓ ତାକୁ ପଚରା ଉଚରା କରାଯାଉଛି। ବେଆଇନ କାମ କରୁଥିବାରୁ ଜେଲ ପଠା ଯାଉଛି। ପଚରା ଉଚରା ରେ କଳା ବାବା କହିଲେ କି ସେ ମହିଳା ମାନଙ୍କର ଚିକିତ୍ସା କରୁଥିଲେ।

ସନ୍ତାନହୀନତା ର କରୁଥିଲେ ଚିକିତ୍ସା:

ପୁଲିସ ଙ୍କ ଅନୁଯାୟୀ ଏହି ବାବା ଧଳା ଦାଗ କିମ୍ବା ପିଲା ହେଉନଥିବା ସମସ୍ୟାର ଚିକିତ୍ସା କରୁଥିଲେ ଓ କେତେ ମହିଳା ମାନେ ଏହି ବାବା ଙ୍କ ପାଖକୁ ଚିକିତ୍ସା କରିବା ପାଇଁ ଆସୁଥିଲେ। ସେହି ସମୟରେ ଏ ମହିଳା ମାନଙ୍କ ଦ୍ଵାରା ଧନ୍ଦା କରାଉଥିଲା। ଯେମିତି ସେଠି ରହୁଥିବା ଲୋକମାନଙ୍କୁ ଏହି କଥାର ସୂଚନା ମିଳିଲା, ସେମାନେ ମଜହରରେ ତଲାସ କଲେ ଓ ବାବା କୁ ଧରି ତାଙ୍କୁ ଭଲ ସେ ପିଟିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *