ଶର୍ଲିନ ଚୋପଡା ସାଜିଦ ଖାନଙ୍କ ଉପରେ ଲଗାଇଲେ ଗମ୍ଭୀର ଆ-ରୋ-ପ ଭୁଲ ଜାଗା ଛୁଇଁବା ପାଇଁ କରିଥିଲେ ବାଧ୍ୟ।

ଅଭିନେତ୍ରୀ ଶର୍ଲିନ ଚୋପଡା ସାଜିଦ ଖାନଙ୍କ ଉପରେ ଯୌ-ନ ସମ୍ବନ୍ଧୀୟ ଉତ୍ପୀଡନର ଆରୋପ ଲଗାଇଛନ୍ତି। ସେ ଖୁଲାସା କରିଛନ୍ତି କି, ସାଜିଦ ଖାନ ତାଙ୍କ ସହିତ ଅ-ଶୀ-ଳ ବ୍ୟବହାର କରିଥିଲେ। ସେ ଲଗାତର କେତେ କମେଣ୍ଟ କରିଛନ୍ତି।

ସେ ଲେଖିଛନ୍ତି-୨୦୦୫ରେ ମୋ ବାପାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା, ସେହି ସମୟରେ ମୁଁ ଭାବାତ୍ମକ ଭାବେ ଭାଙ୍ଗି ଯାଇଥିଲି। ମୋ ବାପାଙ୍କ ମୃ-ତ୍ୟୁ-ର କିଛିଦିନ ପରେ ମୋତେ ଫିଲ୍ମମେକର ମିଟିଂ ପାଇଁ ଡ଼ାକିଥିଲେ। ଯେତେବେଳେ ମୁଁ ସାଜିଦଙ୍କ ସହିତ ଦେଖା ହୋଇଥିଲି, ତ ସେ ମୋ ସହିତ ଅ-ଶୀ-ଳ ବ୍ୟବହାର କରିଥିଲେ।

ଏହା ସହିତ ସେ ଦ୍ଵିତୀୟ କମେଣ୍ଟରେ ସାଜିଦ ଖାନଙ୍କ ଉପରେ ଅ-ଶୀ-ଳ ବ୍ୟବହାର କରିଥିବାର ଆ-ରୋ-ପ ଲଗାଇଥିଲେ। ଏକ କମେଣ୍ଟରେ ସେ କହିଥିଲେ କି, ଏକ ମହତ୍ତ୍ୱଙ୍କାକ୍ଷୀ ଅଭିନେତ୍ରୀଙ୍କୁ ସୀନେମାରେ କାମ ଦେବା ବାହାନାରେ ଡାକି ତାଙ୍କୁ ଭୁଲ ଜାଗା ଛୁଇଁବା ପାଇଁ ବାଧ୍ୟ କରିବା, କଣ ସ୍ବୀକୃତି ଅଟେ? ଏହି ଲୋକମାନେ କଣ ପାଇଁ କଳାକାରଙ୍କୁ ସୀନେମାର ଲୋଭ ଦେଖାଇ ନିଜ ସ୍ବାର୍ଥ ହାସଲ କରିଥାନ୍ତି?

ଜଣା ଯାଉଛି କି,  ଶର୍ଲିନ ଚୋପଡାଙ୍କ ପୂର୍ବରୁ ପ୍ରସିଦ୍ଧ ଅଭିନେତ୍ରୀ ଜିୟା ଖାନଙ୍କ ଭଉଣୀ କରୀଶ୍ମା ମଧ୍ୟ ସାଜିଦ ଖାନଙ୍କ ଉପରେ ଯୌ-ନ ସମ୍ବନ୍ଧୀୟ ଉତ୍ପୀଡନର ଆ-ରୋ-ପ ଲଗାଇଥିଲେ। କରୀଶ୍ମା କହିଥିଲେ କି, ସାଜିଦ ଜିୟାଙ୍କ ସହିତ ଖରାପ ବ୍ୟବହାର କରିଥିଲେ।

ଜଣା ଯାଉଛି କି,  ପୂର୍ବ ସପ୍ତାହରେ ବୀବୀସୀରେ ଏକ ଟିଭି ପ୍ରୋଗ୍ରାମ ଜାରି କରାଯାଇଥିଲା ଯାହା ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ଉପରେ ଆଧାରିତ ଅଟେ। ଏହି ୱେବ ସେରିଜର ଦ୍ଵିତୀୟ ଏପିଶୋଡରେ ଜିୟା ଖାନଙ୍କ ଭଉଣୀ କରିଶ୍ମା କଥାବାର୍ତ୍ତା ସମୟରେ ସିନେମା ଡାଇରେକ୍ଟର ସାଜିଦ ଖାନଙ୍କ ଉପରେ ଆ-ରୋ-ପ ଲଗାଇଥିଲେ।

ଜିୟାଙ୍କ ଭଉଣୀ କରିଶ୍ମା କହିଥିଲେ କି, ପୂର୍ବ ପ୍ରସ୍ତୁତିର ସମୟ ଥିଲା। ଜିୟା ସ୍କ୍ରିଟ ପଢୁଥିଲେ। ସେହି ସମୟରେ ସାଜିଦ ଜିୟାଙ୍କୁ ଟପ ଏବଂ ବ୍ରା ଖୋଲିବା ପାଇଁ କହିଥିଲେ। ସେ ବୁଝି ପାରୁ ନ ଥିଲେ କ’ଣ କରିବାକୁ ପଡ଼ିବ। ସେ କହିଥିଲେ କି, ସିନେମାର ସୁଟିଂ ଏବେ ଆରମ୍ଭ ମଧ୍ୟ ହୋଇନାହିଁ ଏବଂ ଏମିତି ସବୁ ହେଉଛି। ସେ ଘରକୁ ଆସି କାନ୍ଦିବାକୁ ଲାଗିଥିଲେ।

ଜଣା ଯାଉଛି କି, ସାଜିଦ ଖାନଙ୍କ ଉପରେ ୨୦୧୮ ପରଠାରୁ ଇଣ୍ଡଷ୍ଟ୍ରିର ବହୁ ଅଭିନେତ୍ରୀ ଏବଂ କ୍ରୂ ମେମ୍ବର୍ସ ତାଙ୍କ ଉପରେ ଆ-ରୋ-ପ ଲଗାଇ ସାରିଛନ୍ତି। ସାଜିଦ ଖାନଙ୍କ ଉପରେ ଏକ ମହିଳା ପତ୍ରକାର ସମ୍ବେଦନଶୀଳ ଆ-ରୋ-ପ ଲଗାଇଥିଲେ। ଏହାପରେ ଅଭିନେତ୍ରୀ ସଲୋନୀ ଚୋପଡା, ରଶେଲ ବାଇଟ, ସିମରନ ସୁରୀ ମଧ୍ୟ ଡାଇରେକ୍ଟରଙ୍କ ଉପରେ ଯୌ-ନ ସମ୍ବନ୍ଧୀୟ ଉତ୍ପୀଡନର ଆ-ରୋ-ପ ଲଗାଇଥିଲେ।

ଏହି ଆ-ରୋ-ପ ଗୁଡିକ ଉପରେ ଗମ୍ଭୀରତାର ସହ ବିଚାର କରି IFTDA ସାଜିଜଙ୍କୁ ଏକବର୍ଷ ପାଇଁ ନିଲମ୍ବିତ କରି ଦେଇଥିଲେ।

Leave a Reply

Your email address will not be published. Required fields are marked *