ଶ୍ରଦ୍ଧା କାପୁର ଭାଈ କଲେ ର୍ଗଲଫ୍ରେଣ୍ଡଙ୍କ ସହ ଏନଗେଜମେଣ୍ଟ, ଅରେଞ୍ଜ କଲର ଡ୍ରେସ ଏବଂ ବଡ ଝୁମକାରେ ଦେଖା ଦେଲେ ହେବାକୁ ଥିବା ଭାବି

ପୂର୍ବ ଜମାନାର ଆକ୍ଟ୍ରସେ ପଦମ୍ମିନୀ କୋଲ୍ହୋପୁରେଙ୍କ ପୁଅ ଏବଂ ଶ୍ରଦ୍ଧା କାପୁରଙ୍କ ସମ୍ପର୍କିୟ ଭାଇ୍ନଈ ପ୍ରିୟାଙ୍କ ଶର୍ମା ନିଜର ବର୍ଷ ପୁରୁଣା ରିଲେସନଶିପକୁ ଏକ ନୂଆ ନାମ ଦେଇଛନ୍ତି। ବାସ୍ତବରେ ପ୍ରିୟାଙ୍କ ନିଜର ଲଙ୍ଗ ଟାଇମ ଗର୍ଲଫ୍ରେଣ୍ଡ ଶାଜା ମୋରାନୀଙ୍କ ସହିତ ଏଙ୍ଗେଜମେଣ୍ଡ କରିଛନ୍ତି। ଶାଜା ପ୍ରଡ୍ୟୁସର କରୀମ ମୋରାନୀଙ୍କର ଝିଅ। ଏହି ଦୁଇ ଜଣଙ୍କ ଏଙ୍ଗେଜମେଣ୍ଡ ପରେ କୁହାଯାଉଛି ଯେ ବହୁତ ଜଲଦି ଏମାନଙ୍କର ବିବାହ ଡେଟ ଫାଇନାଲ କରାଯିବ। ପ୍ରିୟାଙ୍କ ଙ୍କ ଏଙ୍ଗେଜମେଣ୍ଡ ଫ୍ୟାମିଲ ଏବଂ କେତେକ ସାଙ୍ଗମାନେ ସାମିଲ ହୋଇଥିଲେ। ପ୍ରିୟାଙ୍କ ଏବଂ ଶାଜାଙ୍କ ଏଙ୍ଗେଜମେଣ୍ଡର ଫଟୋ ଶ୍ରଦ୍ଧା କାପୁରଙ୍କ ଭାଈ ସିନ୍ଧାନ୍ତ କାପୁର ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହି ଫଟୋରେ ଦୁଇ ଜଣ ଟ୍ରାଡିସନାଲ ଗେଟପରେ ଦେଖିବାକୁ ମିଳିଛନ୍ତି।

ସିଦ୍ଧାନ୍ତ ସେୟାର କରିଥିବା ଫଟୋରେ ଶାଜା ଅରେଞ୍ଜ କଲରର କୁର୍ତା ଓ ପିଙ୍କ କଲରର ପାଜାମା ସହିତ ହଳଦିଆ ରଙ୍ଗର ଓଢଣୀ ମଧ୍ୟ କ୍ୟାରି କରିଥିଲେ ଏବଂ ସେଇଠି ପ୍ରିୟାଙ୍କ କ୍ରିମ କଲରର କୁର୍ତା ଏବଂ ପୀଚ କଲରର ଶେରଓ୍ବାନି ପିନ୍ଧିଥିଲେ। ତାଙ୍କ ଲୁକକୁ ଗ୍ଲାମରେସ ବନେଇବା ପାଇଁ ସେ ବଡ ବଡ ଝୁମକା ପିନ୍ଧିଥିଲେ। ବସ୍ତବରେ ତାଙ୍କର ଲୁକ ବହୁତ ଗ୍ଲୈମରେସ ଦେଖାଯାଉଛି।

ସିଦ୍ଧାନ୍ତ ଏହି ଫଟୋ ସେୟାର କରି ଲେଖିଲେ , ଏହି ଦୁଇ ଜଣଙ୍କ ପାଇଁ ମୁଁ ବହୁତ ଖୁସି ଅଛି। ମୋର ଦୁଇ ଫେବରେଟ ଲୋକ ବିବାହ କରୁଛନ୍ତି। ଏପରି କହି ସେ ବିବାହର ଶୁବେତ୍ସା ଜଣାଇଛନ୍ତି।

ପ୍ରିୟାଙ୍କ ଏବଂ ଶାଜା ୧୬ ବର୍ଷ ହେବ ରିଲେସନଶିପରେ ରହିଛନ୍ତି। ଏହି ଦୁଇ ଜଣଙ୍କର ଦେଖା ନ୍ୟୁୟର୍କ ଫିଲ୍ମ ଆକଦମୀର ଏକ ଫିଲ୍ମ ସହିତ ଜଡିତ କୋର୍ସ ଦ୍ବାରା ହୋଇଥିଲା। ଶାଜା ଅଲଓ୍ବେଜ କଭି କଭି ଏବଂ ହାପି ନ୍ୟୁଉ ଇୟର ପରି କିଛି ଫିଲ୍ମରେ ଆସିସ୍ଟାଣ୍ଡ ଡାଇରେକ୍ଟରର କାମ କରିଛନ୍ତି।

ଶାଜା ଏବଂ ପ୍ରିୟାଙ୍କ ପ୍ରଥମେ କୋର୍ଟ ମ୍ୟାରେଜ କରିବେ ଏବଂ ଏହା ପାଇଁ ମଧ୍ୟ ସେ ଆବେଦନ କରି ସାରିଛନ୍ତି। ଖବର ଅନୁସାରେ ତାଙ୍କର ଗ୍ରାଣ୍ଡ ଓ୍ବେଡିଙ୍ଗ ଏବଂ ରିସେପ୍ଶନ ଆସନ୍ତା ବର୍ଷ ଫେବୃଆରୀରେ ହେବ।

ପ୍ରିୟାଙ୍କ କଥା କହିବାକୁ ଗଲେ ତ ସେ ତାଙ୍କର ବଲିଉଡ ଡେବ୍ୟୁ ଫିଲ୍ମ ସବୁ କିଛି କୁଶଳ ମଙ୍ଗଳରେ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଭୋଜପୁରୀ ଫିଲ୍ମର ସୁପରଷ୍ଟାର ରବି କିଶନଙ୍କ ଝିଅ ରେଓ୍ବା କାମ କରିଥିଲେ।

ନିଜର ଭଣଜାଙ୍କ ଏଙ୍ଗେଜମେଣ୍ଡରେ ଶ୍ରଦ୍ଧା କାପୁରଙ୍କ ମା ଅରେଞ୍ଜ ଏବଂ ବ୍ଲ୍ୟୁ ରଙ୍ଗର ସାଲଓ୍ବାର ରେ ଦେଖିବାକୁ ମିଳିଥିଲେ ଏବଂ ତାଙ୍କ ଚୁଟି ଖୋଲା ଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *