ଶ୍ରୀ ପଞ୍ଚମୀ ଦିନ ଘରେ ମୟୁରପଙ୍ଖ ରଖି ଦିଅନ୍ତୁ ୯୯% ସଫଳତା ମିଳିବ ଚାରିଆଡୁ

ବନ୍ଧୁଗଣ ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥିକୁ ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ କୁହାଯାଏ। ଏହି ଦିନ ସାଂସ୍କୃତିକ ଦୃଷ୍ଟି କୋଣରେ ବହୁତ ସମୟ ଧରି ବହୁତ ମହତ୍ତ୍ୱପୂର୍ଣ ରହିଅଛି। ପୁରାଣ ଅନୁସାରେ ଏହି ଦିନ ଭଗବାନ ବ୍ରହ୍ମଦେବତା ମା ସ୍ୱରସତୀଙ୍କୁ ସୃଷ୍ଟିର ଆହ୍ଵାନ କରିଥିଲେ। ଏବଂ ତା ପରେ ମା ସ୍ୱରସତୀଙ୍କର ପ୍ରକଟ ହୋଇଥିଲା। ଏହି କାରଣ ଅଟେ କି ଯୁଗ ଯୁଗରେ ଏହି ଦିନ ଲୋକେ ଦେବୀ ସ୍ୱରସତୀଙ୍କର ପୁଜା କରି ଆସୁଅଛନ୍ତି।

ଏହି ଦିନ ଜ୍ଞାନର ବୃଦ୍ଧି ଓ ଉନ୍ନତି ପାଇଁ ଏବଂ ପିଲା ମାନଙ୍କର ପଢ଼ାର ଆରମ୍ଭ ପାଇଁ ବି ପରମ୍ପରା ରହି ଅଛି। ମାଘ ମାସର ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀର ପାଳନ କରାଯାଏ। ଏହି ଥର ପଞ୍ଚମୀ ତିଥି ୧୬ଫେବୃୟାରୀ ସକାଳ ୬.୩୬ ମିନିଟରୁ ଆରମ୍ଭ ହୋଇ ୧୭ ଫେବୃୟାରୀ ସକାଳ ୫.୪୦ ମିନିଟରେ ଶେଷ ହେବ। ଏଥି ପାଇଁ ଏହି ଥର ଶ୍ରୀ ପଞ୍ଚମୀ ତିଥି ୧୬ ଫେବୃୟାରୀ ମଙ୍ଗଳ ବାର ଦିନ ପାଳନ କରାଯିବ।

ପୁଜା କରିବାର ଶୁଭ ମୁହୂର୍ତ୍ତ ଏହି ଦିନ ୧୬ ଫେବୃୟାରୀ ସକାଳ ୬.୧୯ ମିନିଟ ରୁ ଅପରାହ୍ନ ୧୨.୩୬ ମିନିଟ ପର୍ଯ୍ୟନ୍ତ ରହିବ। ତେବେ ବନ୍ଧୁଗଣ ଏହି ପବିତ୍ର ଶ୍ରୀ ପଞ୍ଚମୀ ତିଥିରେ ବା ସ୍ୱରସ୍ୱତିଙ୍କର ପୁଜା ଦିନରେ ଏଠାରେ ରଖି ଦିଅନ୍ତୁ ମୟୁରପଙ୍ଖ। ଛାତ୍ର ଛାତ୍ରୀ କଳାକାର, ବିଜନେସ ମେନ ସମସ୍ତେ କରନ୍ତୁ ଏହି ଉପାୟ ଆପଣଙ୍କୁ ଚାରିଆଡୁ ମିଳିବ ୯୯% ପର୍ଯ୍ୟନ୍ତ ସଫଳତା। ତେବେ ବନ୍ଧୁଗଣ ସମ୍ପୂର୍ଣ କଥା ଜାଣିବା ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଏହି ପଞ୍ଚମୀ ତିଥି ସହ ସାତ ସିଦ୍ଧି, ଅମୃତ ସିଦ୍ଧି ଏବଂ ରବି ଯୋଗ ଏକା ସାଙ୍ଗରେ ମଧ୍ୟ ବନୁଅଛି। ମଙ୍ଗଳବାର ଦିନ ଶ୍ରୀ ପଞ୍ଚମୀ ହେବା କାରଣରୁ ମଙ୍ଗଳ କାର୍ଯ୍ୟ ବି ହେବ। ସେମିତି ମକର ରାଶିରେ ଚାରୋଟି ଗ୍ରହ,ଶନି, ଶୁକ୍ର ତଥା ବୁଧ ଏକା ସାଙ୍ଗରେ ହେବେ ଏବଂ ମଙ୍ଗଳ ଗ୍ରହ ନିଜର ସ୍ବରାଶିରେ ବିରାଜମାନ ହେବେ। ଶ୍ରୀ ପଞ୍ଚମୀ ବା ସ୍ୱରସ୍ୱତି ପୂଜା ଦିନ ଆପଣଙ୍କୁ ମା ସ୍ୱରସ୍ୱତିଙ୍କର ପୁଜା ପାଇଁ ୫ ଘଣ୍ଟା ୪୭ ମିନିଟ ସମୟ ମିଳିବ।

ଶ୍ରୀ ପଞ୍ଚମୀ ଦିନ ବହୁତ ହିଁ ଶୁଭ ବୋଲି ମାନିନିଆଯାଇଥାଏ। ଏହି ଦିନ ଆପଣ କୌଣସି ବି ଶୁଭ କାର୍ଯ୍ୟ କରିପାରିବେ। ଏହି ସ୍ୱରସ୍ୱତି ପୁଜା ଦିନ ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯେମିତିକି ନିର୍ମ୍ବୋଦ୍ଧ, ବିବାହ, ନୁଆ ବିଜନେସର ଆରମ୍ଭ, ଗୃହ ପ୍ରବେଶ, ନୁଆ ବେପାର ଆରମ୍ଭ କରିବା ଏବଂ ପାଠ ପଢା ଆରମ୍ଭ ଇତ୍ୟାଦି କୌଣସି ବି ଶୁଭ କାର୍ଯ୍ୟ କରିବା ପାଇଁ ପାଞ୍ଜି ଦେଖିବାର କୌଣସି ବି ଆବଶ୍ୟକତା ପଡ଼ିବ ନାହିଁ। କାହିଁକିନାଁ ଏହି ଦିନ ସବୁ ଶୁଭ କାର୍ଯ୍ୟ କରିବା ପାଇଁ ବହୁତ ହିଁ ଶୁଭ ବୋଲି ମାନିନିଆ ଯାଇଥାଏ।

ଶ୍ରୀ ପଞ୍ଚମୀ ଦିନ ମା ସ୍ୱରସ୍ୱତିଙ୍କର ପୁଜା କରିବା ସହ ଏଥର ରଖିଦିଅନ୍ତୁ ମୟୁର ପଙ୍ଖ। ସବୁ କ୍ଷେତ୍ରରେ ଆପଣଙ୍କୁ ମିଳିବ ୯୯% ପର୍ଯ୍ୟନ୍ତ ସଫଳତା। ଶ୍ରୀ ପଞ୍ଚମୀ ଦିନ ମା ସ୍ୱରସ୍ୱତିଙ୍କର ପୁଜା କରିବା ଦ୍ବାରା ମା ସ୍ୱରସ୍ୱତିଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ। ଏହି ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ବସନ୍ତ ଋତୁରେ ମନା ଯାଇଥାଏ। ବସନ୍ତୀ ପଞ୍ଚମୀରେ ମା ସ୍ୱରସ୍ୱତିଙ୍କର ବିଶେଷ ପୁଜା କରିବା ଦ୍ବାରା କଟୁ ବାଣୀରୁ ମୁକ୍ତି ମିଳିଥାଏ। ଅଧ୍ୟୟନରେ ସଫଳତା ମିଳିଥାଏ ବା ଅସାଧ୍ୟ କାର୍ଯ୍ୟ ପୁରା ହୋଇଥାଏ।

ଶ୍ରୀ ପଞ୍ଚମୀ ଦିନ ସମସ୍ତଙ୍କୁ ତେଣିକି ସେମାନେ ବିଦ୍ୟାର୍ଥୀ ହୁଅନ୍ତୁ କିମ୍ବା କଳାକାର ହୁଅନ୍ତୁ ବା ଆପଣ ଯେଉଁବି କାମ କରୁଥିବେ ଶ୍ରୀ ପଞ୍ଚମୀ ଦିନ ମା ସ୍ୱରସ୍ୱତିଙ୍କର ପୁଜା ଅବଶ୍ୟ କରିବେ। ଶାସ୍ତ୍ର ଅନୁସାରେ ସ୍ୱରସ୍ୱତି ଦେବୀଙ୍କର ମହିମାରୁ ତାଙ୍କର କୃପାରୁ ମନ୍ଦ ବୁଦ୍ଧିବି ମହାନ ବିଦ୍ୱାନ ବନିଯାଇଥାଏ। ଶ୍ରୀ ପଞ୍ଚମୀ ଦିନ ମା ସ୍ୱରସ୍ୱତିଙ୍କ ପୂଜାରେ ମୟୁର ପଙ୍ଖକୁ ନିଶ୍ଚୟ ମିଶାଇବେ। ମୟୁର ପଙ୍ଖ ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ତ୍ୱ ରହିଥାଏ। ମୟୁର ପଙ୍ଖକୁ ବହୁତ ହିଁ ପବିତ୍ର ବୋଲି ମାନି ନିଆଯାଇଥାଏ।

ମୟୁର ପଙ୍ଖରେ ସବୁ ଦେବୀ ଦେବତା ଏବଂ ନବ ଗ୍ରହଙ୍କର ବାସ ବୋଲି ମାନିନିଆ ଯାଇଅଛି। ଏହି ମୟୁର ପଙ୍ଖରେ ଦୁର୍ଭାଗ୍ୟକୁ ଦୂର କରିବା ପାଇଁ ଶକ୍ତି ରହିଥାଏ। ଶ୍ରୀ ପଞ୍ଚମୀ ଦିନ ମୟୁର ପଙ୍ଖର ବିଶେଷ ମହତ୍ତ୍ୱ ରହିଥାଏ। କାହିଁକିନା ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ସବୁଠାରୁ ପ୍ରଥମ ଥର ଶ୍ରୀ ପଞ୍ଚମୀ ଦିନ ମା ସ୍ବରସ୍ୱତିଙ୍କର ପୁଜା କରାଯାଇଥିଲା। ଏବଂ ସେହି ଦିନ ଠାରୁ ଶ୍ରୀ ପଞ୍ଚମୀ ପର୍ବ ପାଳନ କରିବାର ପରମ୍ପରା ଚାଲିଆସୁଅଛି। କାହିଁକିନା ଭଗବାନ ଶ୍ରୀ କୃଷ୍ଣଙ୍କୁ ମୟୁର ପଙ୍ଖ ଅତ୍ୟଧିକ ପ୍ରିୟ ଅଟେ। ଏଥି ଲାଗି ଶ୍ରୀ ପଞ୍ଚମୀ ଦିନ ମା ସ୍ୱରସ୍ୱତିଙ୍କର ପୂଜାରେ ମୟୁର ପଙ୍ଖକୁ ନିଶ୍ଚୟ ସାମିଲ କରାଯାଇ ଥାଏ।

ଶ୍ରୀ ପଞ୍ଚମୀ ଦିନ ପ୍ରାତଃ କାଳରୁ ଉଠି କରି ପ୍ରଥମେ ନିତ୍ୟକ୍ରମ ସାରୀ ସ୍ନାନ କରିବା ପାଣିରେ ଆପଣ ବନ୍ଧୁଗଣ ନିମ ପତ୍ର ପକାଇ ସ୍ନାନ କରିନେବେ।ଏହା ଉଚିତ ହୋଇଥାଏ। ପ୍ରଥମେ ଶରୀରରେ ସୋରିଷ ତେଲ ସହିତ ବେସନ ମିଶାଇକି ସେହି ଲେପନକୁ ଶରୀରରେ ଲଗାଇବା ଉଚିତ ହୋଇଥାଏ ଏବଂ ଏହି ପ୍ରକାରରେ ସ୍ନାନ କରିବା ଦ୍ବାରା ଶରୀରର ଶୁଦ୍ଧି ହୋଇଥାଏ। ଏବଂ ସ୍ନାନ କରିବା ପରେ ନିଜର ମନ୍ଦିର ନିଜର ଘର ମନ୍ଦିର ବା ନିଜର ଘରର ପୁଜା ଘରେ। ପୁଜା ଘରକୁ ସଫା ଅବଶ୍ୟ କରିନେବେ। ବନ୍ଧୁଗଣ ଯଦି ଆପଣଙ୍କ ଘରେ ମା ସ୍ୱରସ୍ୱତିଙ୍କର ମୂର୍ତି ଆଗରୁ ଅଛି ତେବେ ତାଙ୍କୁ ସ୍ନାନ କରାଇକି ସେହି ମୂର୍ତିକୁ ଧଳା ରଙ୍ଗର ବସ୍ତ୍ର ପିଦ୍ଧାଇବେ।

କିନ୍ତୁ ଯଦି ମା ସ୍ୱରସ୍ୱତିଙ୍କର ଖାଲି ଫୋଟ ଥିବ ତାକୁ ସଫା କପଡାର ପୋଛି ତାକୁ ଭଲ ଭାବରେ ସଫା କରିନେବେ। ଏହା ପରେ ମା ସ୍ୱରସ୍ୱତିଙ୍କର ଆଗରେ ଗୋଟେ ଶୁଦ୍ଧ ଘିଅ ଦୀପ ଜଳାଇବେ ଓ ତାପରେ ଦୁଇଟି ସୁଗଦ୍ଧିତ ଧୂପ ମଧ୍ୟ ଜଳାଇବେ ଓ ଏହି ପରି ଭାବରେ ଆପଣ ପୁଜା ଆରମ୍ଭ କରିବେ। ବନ୍ଧୁଗଣ ଏହି ମା ସ୍ୱରସ୍ୱତିଙ୍କର ପୂଜାରେ ଆପଣ ହଳଦିଆ ରଙ୍ଗର ବସ୍ତ୍ର ନିଶ୍ଚୟ ଧାରଣ କରିବେ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ମା ସ୍ୱରସ୍ୱତିଙ୍କୁ ଧଳା ରଙ୍ଗର ପୁଷ୍ପ ମନେ କରି ଅର୍ପଣ କରିବେ। ତାଙ୍କୁ ଧଳା ରଙ୍ଗ ଓ ହଳଦିଆ ରଙ୍ଗ ବହୁତ ପସନ୍ଦ। ତେଣୁ ଆପଣ ହଳଦିଆ ରଙ୍ଗର ପୁଷ୍ପ ମଧ୍ୟ ଅର୍ପଣ କରିପାରିବେ।

ଏହା ସହିତ ମା ସ୍ୱରସ୍ୱତିଙ୍କୁ ହଳଦିଆ ରଙ୍ଗର ମିଷ୍ଠ ବା ମିଷ୍ଠାନ ଚଢାଇବେ। ଯେମିତିକି ବେସନ ଲଡୁ, ହଳଦିଆ ରଙ୍ଗର ମିଠା, କେଶର ହାଲ୍ୱା, କେଶରର ଖିରି ଇତ୍ୟାଦିର ଭୋଗ ଲଗାଇବେ। ବନ୍ଧୁଗଣ ଆପଣ ବୁନ୍ଦିର ଭୋଗବି ଚଢାଇପାରିବେ। ଏବଂ ମା ସ୍ୱରସ୍ୱତିଙ୍କୁ ହଳଦୀର ତିଲକ ଲଗାଇବେ। ଏହା ପରେ ମା ସ୍ୱରସ୍ୱତିଙ୍କୁ ଗୋଟେ ମୟୁରର ପଙ୍ଖ ଅର୍ପଣ କରିବେ। ମୟୁର ପଙ୍ଖରେ ବି ଆପଣ ହଳଦୀରେ ଚନ୍ଦନ ଲଗାଇବେ ଏବଂ ମୟୁର ପଙ୍ଖରେ ବି ଆପଣ ପୁଷ୍ପ ଚଢାଇକି ଆପଣ ମୟୁର ପଙ୍ଖକୁ ଭଲରେ ପୁଜା ମଧ୍ୟ କରିନେବେ। ମୟୁର ପଙ୍ଖର ପୁଜା କରିବା ଦ୍ବାରା ସବୁ ଦେବତା ଦେବୀଙ୍କ ସହ ନବ ଗ୍ରହଙ୍କର ମଧ୍ୟ ଆଶୀର୍ବାଦ ମିଳିଥାଏ।

ଏବଂ ଏହା ପରେ “ଓଁ ସ୍ୱରସ୍ୱତି ନମଃ”ଏହି ମନ୍ତ୍ରର ଗୋଟେ ମାଳାର ଜପ ଅବଶ୍ୟ କରିବେ। ଏଥିରୁ ବୁଦ୍ଧିର ବିକାଶ ନିଶ୍ଚୟ ହୋଇଥାଏ। ଜ୍ଞାନ ଜୋଶର ପ୍ରାପ୍ତି ହୋଇଥାଏ। ବନ୍ଧୁଗଣ ଯଦି ଲମ୍ବା ସମୟ ଧରି ଆପଣଙ୍କର ମନସ୍କାମନା ପୁରଣ ହୋଇ ପାରୁନାହିଁ ତ ଶ୍ରୀ ପଞ୍ଚମୀ ଦିନ ପୁଜା କରି ମନସ୍କାମନା କହିଲା ବେଳେ ମା ସ୍ୱରସ୍ୱତିଙ୍କୁ ମୟୁର ପଙ୍ଖ ଅର୍ପିତ କରାଇବେ। ଏହା ଦ୍ବାରା ଆପଣଙ୍କର ମନସ୍କାମନା ବହୁତ ଶୀଘ୍ର ହିଁ ପୁରା ହୋଇଯାଇଥାଏ।

ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ଆପଣଙ୍କୁ ଆପଣଙ୍କର ପରିଶ୍ରମ ଠାରୁ ବହୁତ କମ ଫଳ ଆପଣଙ୍କୁ ମିଳୁଛି। ବହୁତ କମ ପଇସା ମିଳୁଛି ଏବଂ ପରୀକ୍ଷାରେ କମ ମାର୍କ ଆପଣଙ୍କୁ ମିଳୁଅଛି ବା ଚାକିରୀରେ ସଫଳତା ମିଳିପାରୁ ନାହିଁ ତ ଆପଣ ବାସ ଏହି ଶ୍ରୀ ପଞ୍ଚମୀ ଦିନ ମା ସ୍ୱରସ୍ୱତିଙ୍କୁ ଅର୍ପିତ କରାଯାଇଥିବା ସେହି ମୟୁର ପଙ୍ଖକୁ ପ୍ରସାଦ ରୁପରେ ନେଇନେବେ।

ଏବଂ ତାକୁ ସବୁବେଳେ ନିଜ ପାଖରେ ରଖିବେ। ଏହା କରିବା ଦ୍ବାରା ପରୀକ୍ଷାରେ ସଫଳତା ମିଳିଥାଏ।ମନସ୍କାମନା ପ୍ରାପ୍ତ ହୋଇଥାଏ। ରୋଜଗାର ଏବଂ ବ୍ୟାପାରରେବି ଉନ୍ନତି ହୋଇଥାଏ। ଯେଉଁ ବ୍ୟକ୍ତି ସବୁବେଳେ ନିଜ ପାଖରେ ମୟୁର ପଙ୍ଖ ରଖିଥାଏ ତ ତାକୁ ସବୁ କାମରେ ତା ଭାଗ୍ୟର ସାଥ ମିଳିଥାଏ। ଏହା ସହିତ ନିଜ ମନିପର୍ସରେ ବା ନିଜ ଡା଼ଇରିରେ ରଖିବାରେ ରାହୁ କେତୁ ଦୋଷ ମଧ୍ୟ ଆପଣଙ୍କ ଠାରୁ ଦୂର ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *