ଶ୍ବେତା ତିଓ୍ବାରୀଙ୍କ ସ୍ବାମୀ ପୁଅ ନ ମିଳୁଥିବାର କଲେ ଦାବି, ସ୍ତ୍ରୀ ନେଇ ପୁଅକୁ ଲୁଚାଇଛି ବୋଲି ସ୍ତ୍ରୀ ଉପରେ ଲଗେଇଲେ ଏମିତି ଆରୋପ

ଟିଭିର ଫେମସ ବୋହୁର ନାମରେ ଫେମସ ଶ୍ବେତା ତିଓ୍ବାରୀ କିଛି ନା କିଛି କାରଣ ରୁ ସେ ଚର୍ଚ୍ଚାରେ ଆସୁଛନ୍ତି ।  ଆଉ ଥରେ ପଣି ଶ୍ବେତା ତିଓ୍ବାରୀ ଚର୍ଚ୍ଚାର ବିଷୟ ବନିଲେ। ତାଙ୍କ ସ୍ବାମୀ ଅଭିନବ କୋହଲୀ ତାଙ୍କ ଉପରେ ପୁଅ ରିୟାନ୍ସ ଙ୍କୁ କୋଉଠି ଅଜଣା ଯାଗାରେ ଲୁଚେଇ ଥିବାର ଅଭିଯୋଗ କରିଛନ୍ତି । ଦୁଇ ଜଣ ନିଜ ଜୀବନ କୁ ନେଇ ଚର୍ଚ୍ଚା ରେ ରହୁଛନ୍ତି।

ଏବେ ଯେତେବେଳେ ଶ୍ବେତା ଙ୍କୁ କୋରୋନା ହୋଇଥିଲା ସେତେବେଳେ ଶ୍ବେତା ପୁଅକୁ ସ୍ବାମୀଙ୍କ ପାଖରେ ଛାଡିଥିଲେ। ଅନ୍ୟ ପଟେ ଅଭିନବ ଏହା କହିଛନ୍ତି କି ସେ ୪୦ ଦିନ ପର୍ଯ୍ୟନ୍ତ ପୁଅର ଖ୍ୟାଲ ରଖିଛନ୍ତି। ଏବେ ସେ ଶ୍ବେତାଙ୍କ ଉପରେ ଆରୋପ ଲଗେଇଛନ୍ତି କି ଶ୍ବେତା ତାଙ୍କୁ ନ କହି ପୁଅକୁ ଅଜଣା ଯାଗାରେ ନେଇ ଲୁଚାଇଛନ୍ତି ବୋଲି। ସେ ପୋଲିସଙ୍କୁ ଫୋନରେ ଧମକେଇ ଶ୍ବେତାଙ୍କ ବିରୋଧରେ ଆରୋପ ଲଗେଇଛନ୍ତି।

ଇଟାଇମ୍ସ ଟିଭି ରେ ସେ କହିଛନ୍ତି ଚାରି ଦିନ ହେବ ପୁଅ ରିଂୟାସ ନିଖୋଜ ଅଛି। ମତେ ଜଣା ନାହିଁ ସେ କୋଉଠି ଅଛି। ସେ ମୋ ସହିତ ୪୦ ଦିନ ଥିଲା। କିନ୍ତୁ ଶ୍ବେତା ମୋ ପୁଅ କୁ କୁ ଲୁଚେଇ କୁଆଡେ ନେଇ ଯାଇଛନ୍ତି। ମୁଁ ଶ୍ବେତା ଙ୍କୁ କଲ,ଏବଂ ମେସେଜ କରୁଛି କିନ୍ତୁ ସେ କୌଣସି ଉତ୍ତର ଦେଲେ ନାହିଁ। ତା ପରେ ମୁଁ ତାଙ୍କ ଘରକୁ ଯାଇଥିଲି ସେ ମତେ ଦେଖା କଲେ ନାହିଁ।

ଅଭିନବ ଆରୋପ ଲଗେଇଛନ୍ତି । ନିଜର ପୁଅ କୁ ପାଞ୍ଚ ଦିନ ହେବ ଦେଖିନାହଁନ୍ତି। ସେ ଏହା ବି କହିଛନ୍ତି ଶ୍ବେତା ତାଙ୍କ ଜୀବନ ରୁ ପଳେଇଛନ୍ତି। ସେ ତାଙ୍କ ପାଇଁ ମରି ଯାଇଛନ୍ତି।

ଅଭିନବ ଆରୋପ ଲଗେଇଛନ୍ତି କି ସେ ପୁଅ ସମ୍ପର୍କ ରେ ରହିବାକୁ ବହୁତ ଚେଷ୍ଟା କଳୁଥିଲେ କିନ୍ତୁ ସବୁ ଅସଫଳ ହେଲା। ସେ କହିଛନ୍ତି କି ସେ ଶ୍ବେତା ଙ୍କ ଶୋ ମେରେ ଡାଡ କେ ଦୂଲହନ ସେଟ କୁ ଯାଇଥିଲେ। କିନ୍ତୁ ଆକ୍ଟ୍ରସେ କିଛି କହିଲେ ନାହିଁ।

ଶ୍ବେତାଙ୍କର ନିଜ ଜୀବନରେ ବହୁତ ସମସ୍ୟା ଦେଇ ଗତି କରୁୁଛି ଯାହାର ସାମ୍ମନା ସେ ବହୁତ ସାହସ ସହ ସେ କରିଛନ୍ତି। ଅଭିନବ ଙ୍କ ଠାରୁ ଅଲଗା ହେଲା ପରେ ସେ କହିଥିଲେ କି ଘରେ କମେଇଲା ବାଲା ମୁଁ ଏକା ଏଥିପାଇଁ ସେ ଚିନ୍ତିତ ନୁହଁନ୍ତି।

ଏକ ଏନଟରଟେନମେଣ୍ଟ ସାଇଟରେ ଶ୍ବେତା କହିଛନ୍ତି କି ତାଙ୍କ ପାଖରେ ସମୟ ନାହିଁ କି ସେ ସ୍ବାମୀଙ୍କ ଠାରୁ ଅଲଗା ହେଲା ପରେ ଚିନ୍ତାରେ ପଡିବେ ଏବଂ ଦୁଃଖ କରିବେ। ଶ୍ବେତା ଙ୍କର କହିବା କଥା କି ତାଙ୍କ ପର୍ସନାଲ ଲାଇଫ ବହୁତ ସମସ୍ୟା ଦେଇ ଯାଉଛି। କିନ୍ତୁ ଏହାର ଧ୍ୟାନ ରଖିବାକୁ ପଡିବ। ଆକ୍ଟ୍ରସେ କହିଛନ୍ତି କି ତାଙ୍କ ଉପରେ ବହୁତ ଦାଇତ୍ବ ରହିଛି।

ଶ୍ବେତା ୧୯ ବର୍ଷ ବୟସରେ ସାଉଥ ଫିଲ୍ମରେ ଏଣ୍ଟ୍ରି କରିଥିଲେ। ଏବଂ ଫିଲ୍ମ ପଡ୍ୟୁସର ରାଜା ଚୌଧିରୀ ଙ୍କୁ ୧୯୯୯ ରେ ପ୍ରେମ ବିବାହ କରିଥିଲେ। ଏହି ବିବାହ କୁ ଶ୍ବେତାଙ୍କ ଫ୍ୟାମିଲି ବହୁତ ବିରୋଧ କରିଥିଲେ। କିନ୍ତୁ ଏମାନେ କାହା କଥା ନ ଶୁଣି ଏ ବିବାହ କରିଥିଲେ।

ପ୍ରଥମେ ପ୍ରଥମେ ଶ୍ବେତା ଏବଂ ରାଜ ଙ୍କର ବୈବାହିକ ଜୀବନ ଭଲରେ କଟୁଥିଲା। କିନ୍ତୁ କିଛି ଦିନ ପରେ ଦୁଇ ଜଣକ ମଧ୍ୟ ରେ ସମସ୍ୟା ଦେଖିବାକୁ ମିଳିଲା। ଏହି ସମସ୍ୟା ଶ୍ବେତା ଙ୍କ ଝିଅ ପଲକ ର ଜନ୍ମ ହେବା ଦିନ ଠାରୁ ଆରମ୍ଭ ହୋଇଗଲା। ଶ୍ବେତା ପଲକ କୁ ଜନ୍ମ ଦେବା ପରେ ୨୦୦୧ ରେ” କହିଁ କିସି ରୋଜ ” ରୁ ଟିଭି ରେ ଡେବ୍ୟୁ କରିଥିଲେ। ଏହି ସମୟ ରେ ସେ ରାଜା ଙ୍କ ଉପରେ ମାଡ ମାରିବାର ଆରୋପ ମଧ୍ୟ ଲଗେଇ ଥିଲେ।

ଶେଷ ରେ ରାଜା ଙ୍କ ଉପରେ ବିରକ୍ତି ହୋଇ ଶ୍ବେତା ୨୦୦୭ ରେ ତାଙ୍କୁ ତଲାଖ ର କେସ ଫାଇଲ କରିଥିଲେ ଏବଂ ସେମାନେ ଅଲଗା ରହିବାକୁ ଲାଗିଲେ। ତଲାଖ ର ପ୍ରୋସେସ ବହୁତ ଦିନ ଧରି ଲାଗି ରହିଲା ଏବଂ ସାଢେ ପାଞ୍ଚ ବର୍ଷ ପରେ ଶେଷରେ ଏମାନଙ୍କର ତଲାଖ ୨୦୧୨ ରେ ହୋଇଗଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *