ସିଦ୍ଧାନ୍ତ ମହାପାତ୍ର ପ୍ରଥମ ଥର ପାଇଁ ଓଡ଼ିଆ ସିରିଏଲ ଜଗତକୁ ଆସୁଛନ୍ତି। କଣ ସେହି ନୁଆ ଓଡ଼ିଆ ସିରିଏଲ?

ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଜଣେଇବୁ ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ପ୍ରଥମ ଥର ପାଇଁ ଓଡ଼ିଆ ସିରିଏଲ ଜଗତକୁ ଆସୁଛନ୍ତି।କେଉଁ ସେହି ନୁଆ ଓଡ଼ିଆ ସିରିଏଲ ଯେଉଁଥିଲେ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖିବାକୁ ମିଳିବ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆସିଯାଇଛି ଓଳିଉଡର ସବୁଠାରୁ ବଡ଼ ଖବର ଯାହା ଶୁଣିଲେ ଆପଣ ମାନେ ମଧ୍ୟ ଅନେକ ଖୁସି ହୋଇଯିବେ। ତେବେ ଖବରଟି ହେଉଛି ପ୍ରଥମ ଥର ପାଇଁ ଓଡ଼ିଆ ସିରିଏଲଲେ ଅଭିନୟ କରିବାକୁ ଯାଉଛନ୍ତି ଆପଣଙ୍କର ଓଳିଉଡର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ତେବେ କେଉଁ ଚ୍ୟାନେଲରେ ସେ ନଜର ଆସିବେ ଏବଂ ଏହି ସିରିଏଲରେ କିଏ ତାଙ୍କ ହିରୋଇନ ହେବେ ତଥା କଣ ରହିବ ଏହି ସିରିଏଲର କାହାଣୀ ଆସନ୍ତୁ ଜାଣିବା।

ବନ୍ଧୁଗଣ ଅପେକ୍ଷାର ଅନ୍ତ ଘଟାଇ ଓଲିଉଡ କିଂ ସିଦ୍ଧାନ୍ତ ମହାପାତ୍ର କରିବାକୁ ଯାଉଛନ୍ତି ସିଦ୍ଧାନ୍ତ ମହାପାତ୍ର। ତେବେ ଯାହା ସୁଚନା ମିଳିଛି ତାଙ୍କ ବିପକ୍ଷରେ ନଜର ଆସିବେ ହିରୋଇନ ସୁପ୍ରିୟା। ଯାହାକୁ ଆପଣ ସୁପରହିଟ ଫିଲ୍ମ love ପାଇଁ କୁଛବି କରେଗାରେ ମଧ୍ୟ ଆଗରୁ ଦେଖି ସାରିଛନ୍ତି। ତେବେ ସିଦ୍ଧାନ୍ତ ଏବଂ ସୁପ୍ରିୟାଙ୍କୁ ନେଇ zee ସାର୍ଥକ ନିର୍ମାଣ କରିବାକୁ ଯାଉଛି ତାର ଏମିତି ଏକ ସିରିଏଲ ଯାହାର ନାଁ ରହିଛି “କେମିତି କହିବି କହ” ତେବେ ଫ୍ରେଣ୍ଡସ ସୁଚନା ମିଳିଛି ଏହାର ମ୍ୟୁଜିକ ଦାୟିତ୍ୱ ହାତକୁ ନେଇଛନ୍ତି ଗୁଡ଼ଲି ରଥ।

ଏହି ସିରିଏଲକୁ ନଇ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି କି ନେସନାଲ ଟେଲିଭିଜନ zee ଫ୍ୟାମେଲିର ଚ୍ୟାନେଲ ସେ ପ୍ରଥମ ଥର ପାଇଁ zee ସାର୍ଥକ ପାଇଁ ଏହି ସିରିଏଲ କରିବାକୁ ଯାଉଛନ୍ତି। ତେବେ ସେମାନେ ଖୁସି ଅଛନ୍ତି। ଏଥର ଦର୍ଶକ ସିଦ୍ଧାନ୍ତଙ୍କୁ ଏକ ଭିନ୍ନ ଅଂଦାଜରେ ଦେଖିବାକୁ ପାଇବେ ବୋଲି ସେ କହିଛନ୍ତି। ସବୁବେଳେ ଆପଣ ମାନେ ତାଙ୍କୁ କୌଣସି ନାଁ କୌଣସି ଫିଲ୍ମରେ ଦେଖି ଆସିଥିଲେ। ହେଲେ ଏଥର ତାଙ୍କୁ ସିରିଏଲରେ ଦେଖିବେ। ତେଣୁ ସେ ଆସା ରଖିଛନ୍ତି କି ସେହି ସମାନ ଭଲ ପାଇବା ଦ୍ବାରା ସେ ଆପଣଙ୍କୁ ନିଶ୍ଚୟ ମନରଞ୍ଜନ ଯୋଗାଇ ଦେବେ। ତେବେ ଫ୍ରେଣ୍ଡସ ଆପଣ ମାନେ ସିଦ୍ଧାନ୍ତଙ୍କୁ ଏହି ସିରିଏଲରେ ଦେଖିବା ପାଇଁ କେତେ ଏକସାଇଡେଟ ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *