ହାତୀର ଶୀ-କା-ର କରିବା ପାଇଁ ଚେଷ୍ଟା କରୁଥିଲେ ସିଂହ , ଦେଖନ୍ତୁ କିପରି ଗଜରାଜ ସିଂହ ପାନେ ଦେଲା

ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସିଂହମାନଙ୍କର ଏକ ଦଳ ହାତୀଟିକୁ ଆ-କ୍ର-ମ-ଣ କରିଛନ୍ତି । ଏହାପରେ ହାତୀଟି କିପରି ସେମାନଙ୍କୁ ଶିକ୍ଷା ଦେଲା ଏହା ଆପଣ ଏହି ଭିଡ଼ିଓରେ ଦେଖିପାରିବେ ।

ଜଙ୍ଗଲର ରାଜା ସିଂହ କୌଣସି ପଶୁର ଶୀକାର କରିପାରେ କିନ୍ତୁ ସେ ଏମିତି ପଶୁମାନଙ୍କ ଉପରେ ଆ-କ୍ର-ମ-ଣ କରିଥାଏ ଯେଉଁମାନେ ବିଶାଳକାୟ ଅଟନ୍ତି । ଅନେକଥର ସିଂହକୁ ସଫଳତା ମିଳିଥାଏ କିନ୍ତୁ କିଛିଥର ସେମାନଙ୍କୁ ବିଫଳ ହେବାକୁ ମଧ୍ୟ ପଡିଥାଏ । ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ସିଂହମାନଙ୍କର ଏକ ଦଳ ହାତୀ ଉପରକୁ ଆ-କ୍ର-ମ-ଣ କରୁଛି । ଏହାପରେ ହାତୀଟି କିପରି ସେମାନଙ୍କୁ ଶିକ୍ଷା ଦେଇଛି ତାହା ଆମେ ଏହି ଭିଡ଼ିଓରେ ଦେଖିପାରିବା ।

ଏହି ଭିଡ଼ିଓରେ କିଛି ହାତୀ ଗୁଡିକ ଜଙ୍ଗଲରେ ଥିବା ଏକ ହ୍ରଦ କୂଳରେ ପାଣି ପିଇବା ପାଇଁ ପହଞ୍ଚିଛନ୍ତି । ସେହି ସମୟରେ ସିଂହମାନେ ହାତୀଙ୍କୁ ଦେଖି ସେଠାରେ ପହଞ୍ଚିଯାଆନ୍ତି , ସିଂହଟି ଆ-କ୍ର-ମ-ଣ କରି ଏକ ହାତୀକୁ ଧରିପକାଏ ଏବଂ ତାକୁ ତଳେ ପକାଇ ତାର ଶୀ-କା-ର କରିବାକୁ ଲାଗେ । ସେତେବେଳେ ହାତୀମାନଙ୍କର ଦଳ ସିଂହମାନଙ୍କ ଉପରେ ଆ-କ୍ର-ମ-ଣ କରେ ଏବଂ ହାତୀଟିକୁ ମୁକୁଳେଇ ନିଅନ୍ତି । ଏହାପରେ ହାତୀମାନଙ୍କର ଦଳ ସେଠାରୁ ଚାଲିଯାନ୍ତି କିନ୍ତୁ ସିଂହମାନେ ଏହି ସମୟରେ ଅନ୍ୟ ଏକ ହାତୀ ଉପରକୁ ଆ-କ୍ର-ମ-ଣ କରନ୍ତି ତାର ଶୀ-କା-ର କରିବାକୁ ଲାଗନ୍ତି । କିଛି ସିଂହ ହାତୀର ପିଠି ଉପରକୁ ଚଢି ଖାଇବାକୁ ଚେଷ୍ଟାକରୁଥିଲେ ।

ହାତୀଟି ସେମାନଙ୍କ କବଳରୁ ବଞ୍ଚିବା ପାଇଁ ବହୁତ ଚେଷ୍ଟା କରୁଥାଏ କିନ୍ତୁ ବହାରିପାରେ ନାହିଁ କାରଣ ସିଂହମାନେ ବହୁତ ସଂଖ୍ୟାରେ ଥିଲେ ଏବଂ ହାତୀଟିକୁ ଚତୁର୍ପର୍ଶ୍ୱରୁ ଘେରି ରହିଥିଲେ । ସିଂହମାନଙ୍କୁ ଭୂମିରେ ପକାଇବା ପାଇଁ ହାତୀଟି ଚାରିପର୍ଶ୍ୱରେ ବୁଲିବାକୁ ଲାଗେ କିନ୍ତୁ ସିଂହମାନେ ହାତୀକୁ ଛାଡ଼ନ୍ତି ନାହିଁ । ଏହାପରେ ହାତୀଟି ହ୍ରଦ କୂଳକୁ ଦୌଡ଼ିବାକୁ ଲାଗେ ଏବଂ କୂଳରେ ପହଞ୍ଚି ସେ ସିଂହମାନଙ୍କୁ ତଳକୁ ପକାଇବାକୁ ଚେଷ୍ଟାକରେ । ସେ ମଧ୍ୟ ନିଜ ଶୁଣ୍ଢରେ ସିଂହମାନଙ୍କୁ ଆ-କ୍ର-ମ-ଣ କରିବାକୁ ଲାଗେ କିନ୍ତୁ ସିଂହମାନେ ଦୂରକୁ ପଳାନ୍ତି । ଗୋଟିଏ ସିଂହ ହାତୀର ଶୁଣ୍ଢ ଉପରେ ଏବଂ ଅନ୍ୟଟି ପଛରୁ ଆ-କ୍ର-ମ-ଣ କରେ । ବାକି ସିଂହଗୁଡିକ ହାତୀ ଉପରକୁ ଆ-କ୍ର-ମ-ଣ କରୁଥିବାର ଦେଖାଯାଉଛନ୍ତି । ସେହି ସମୟରେ ହାତୀ ନିଜ ଶୁଣ୍ଢରେ ସିଂହମାନଙ୍କୁ ଆ-କ୍ର-ମ-ଣ କରିବାକୁ ଲାଗେ ଏହାଦ୍ୱାରା ସିଂହମାନେ ଦୂରକୁ ପଳାନ୍ତି । ଏହାପରେ ହାତୀଟି ଶୀଘ୍ର ପାଣି ଆଡକୁ ଦୌଡ଼ିବାକୁ ଲାଗେ ।

ଏହାଦେଖି ପଛରୁ ଆ-କ୍ର-ମ-ଣ କରୁଥିବା ସିଂହମାନେ ହାତୀଟିକୁ ଛାଡିଦେଲେ କିନ୍ତୁ ହାତୀଟିର ପିଠିରେ ଥିବା ସିଂହ ଏବେ ବି ଶୀ-କା-ର କରିବାକୁ ଚେଷ୍ଟାକରୁଛି । ସେ ଦୌଡ଼ି ପାଣିରେ ପଶିଯାଏ । କିଛି ସିଂହ ପାଣିରେ ପଶି ଆ-କ୍ର-ମ-ଣ କରିବାକୁ ଲାଗନ୍ତି କିନ୍ତୁ ହାତୀ ନିଜ ଶୁଣ୍ଢରେ ଆ-କ୍ର-ମ-ଣ କରି ସେମାନଙ୍କୁ ତଡିଦିଏ । ଏହାପରେ ହାତୀଟି ଉପରେ ଥିବା ସିଂହ ଡି-ଆଁ-ମା-ରି ଦୌଡ଼ିବାକୁ ଲାଗେ । ସେ ସମସ୍ତ ସିଂହମାନଙ୍କୁ ଭ-ୟ-ଭୀ-ତ କରିଦିଏ ଏବଂ ସେମାନେ ଦୌଡ଼ିବାକୁ ଲାଗନ୍ତି । କିନ୍ତୁ ଗୋଟିଏ ସିଂହ ହାତୀଟିର ପିଛା ଛଡେନାହିଁ ତେଣୁ ସେ ପାଣିରେ ଦୌଡ଼ିବାକୁ ଲାଗେ ।

Leave a Reply

Your email address will not be published. Required fields are marked *