ଶରୀରର ଏହି ଅଙ୍ଗରେ ରହିଲେ କଳାଜାଈ ଶୁଭ ମନା ଯାଇଥାଏ, ଧନବାନ ହେବାରୁ କେହି ରୋକି ପାରିବେନି

ଶରୀରରେ ଏହି ଅଙ୍ଗରେ ଥିବା କଳାଜାଈର ମହତ୍ବ କ’ଣ।

ଶରୀରରେ କେତେକ କଳାଜାଈ ଜନ୍ମରୁ ରହିଥାଏ ଓ ଅନ୍ୟ କେତକ ଜନ୍ମପରେ ହୋଇଥାଏ। ସମୟ ଅନୁସାରେ କେତେକ କଳାଜାଈ ଛୋଟ ବଡ ହୋଇଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଶରୀରରେ ଥିବା କାଳଜାଈ ବିଶେଷ ମହତ୍ବ ରଖିଥାଏ। କାରଣ କେତେକ ଜାଗାରେ ଥିବା କଳାଜାଈ ଆପଣଙ୍କ ଜୀବନର ଭାଗ୍ୟ ବଦଳେଇ ଦେଇଥାଏ। ଭାରତ ସହିତ ଚୀନର ଜ୍ୟୋତିଷ ମାନେ ମଧ୍ୟ ଶରୀରରେ କଳାଜାଈ ରହିବା ବହୁତ ମହତ୍ବ ପୂର୍ଣ୍ଣ ଏବଂ ଭାଗର ସୂଚନା ଦିଏ ବୋଲି ମାନୁଛନ୍ତି। ଏବଂ ଶରୀରର କେତେକ ଜାଗାରେ କାଳାଜାଈ ରହିଥିବାରୁ ଧନବାନ ମନା ଯାଇଥାଏ। ଏହି କଳାଜାଈ ପାଇଁ ଆପଣ ଆପଣଙ୍କ ଜୀବନର କେତେକ ରହସ୍ୟ ଜାଣିପାରିବେ। ଏହି ଆଧାରରେ ଆମେ ଆପଣଙ୍କୁ କହିବୁ ଶରୀରରେ କେଉଁ ଅଙ୍ଗରେ କଳାଜାଈ ରହିବା ଶୁଭ ଏବଂ ଧନବାନ ହେବାର ସୂଚନା ଦେଇଥାଏ।

ଭାଗ୍ୟବାନ ହେବାର ସୂଚନା ଦେଇଥାଏ ଏଠାରେ ଥିବା କଳାଜାଈ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଜଦି କୌଣସି ବ୍ୟକ୍ତିର ଡାହଣ ପଟରେ କଳାଜାଈ ଥାଏ ତେବେ ଏହାକୁ ବହୁତ ଶୁଭ ମନା ଯାଇଥାଏ। ଏହା ଭାଗ୍ୟଶାଳୀ ସୂଚକ ହେବା ସହିତ ଏମାନଙ୍କର କେବେ କେବେ ଧନ ଲାଭ ମଧ୍ୟ ହୋଇଥାଏ। ଏମାନେ ନିଜର ପାର୍ଟନ ମାନଙ୍କର ବହୁତ ଖ୍ୟାଲ ରଖିଥାନ୍ତି ଏବଂ ଏମାନେ ନିଜର ସବୁ ଆବଶ୍ୟକତା ପୂରଣ କରିଥାନ୍ତି। ସେଇଠି ଜଦି ବାମ ପଟର ଗାଲରେ କଳାଜାଈ ଥାଏ ତେବେ ବ୍ୟକ୍ତି ଜଣଙ୍କ ବହୁତ ଖର୍ଚ୍ଚି ହୋଇଥାଏ।

ଏଠାର କଳାଜାଈକୁ ଶୁଭ ମନା ଯାଇଥାଏ।

ମଥାର ଡାହଣ ପଟରେ କଳାଜାଈ ରହିବା ବହୁତ ଶୁଭ ମନା ଯାଇଥାଏ। ଏହାର ଏହି ଅର୍ଥକି ଆପଣଙ୍କ ପାଖରେ ସବୁବେଳେ ଧନ ବଢିଥାଏ ଏବଂ ଏମାନଙ୍କୁ କେବେବି ଧନର ଅଭାବ ହୋଇ ନଥାଏ। ନିଜ ପରିଶ୍ରମରେ ସେ ସବୁଥିରେ ସଫଳ ହୋଇଥାନ୍ତି ଏବଂ ସେମାନେ ପରିଶ୍ରମକୁ ଡରି ନଥାନ୍ତି। ପରିବାରର ଆବଶ୍ୟକତା ପାଇଁ ସେ ସବୁବେଳେ ଆଗରେ ଥାନ୍ତି। ସେଇଠି ମଥାର ବାମ ପାଖରେ କଳାଜାଈ ଥିଲେ ଆପଣଙ୍କୁ ଜୀବନରେ ବହୁତ ସଙ୍କଟର ସାମ୍ମନା କରିବାକୁ ପଡିଥାଏ।

ସଫଳତା ଦେଇଥାଏ ଏଠାରେ ଥିବା କଳାଜାଈ।

ଯଦି ଆପଣଙ୍କ ଡାହାଣ ହାତର ପାପୁଲିରେ କଳାଜାଈ ଥାଏ ତେବେ ଏହାକୁ ଶୁଭ ସଙ୍କେତ ମନା ଯାଇଥାଏ। ଏଠାରେ କଳାଜାଈ ଥିବାର ଅର୍ଥ ଏହା ବହୁତ ଶୁଭ ସଙ୍କତ ଦେଇଥାଏ। ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ଏପରି ଲୋକ ବ୍ୟବସାୟ ହେଉ ଅବା ଚାକିରୀରେ ରହିଥାନ୍ତୁ ଏମାନଙ୍କୁ ସବୁବେଳେ ଉନ୍ନତି ମିିଳିଥାଏ ଏବଂ ଏମାନଙ୍କର ସବୁବେଳେ ଭାଗ୍ୟ ସାଥ ଦେଇଥାଏ।

ଜୀବନକୁ ସୁଖମୟ ବନେଇଥାଏ ଏଠାରେ ଥିଲେ କଳାଜାଈ।

ବ୍ୟକ୍ତି ମାନଙ୍କର ଛାତିର ମଧ୍ୟ ଭାଗରେ କଳାଜାଈ ରହିବା ବହୁତ ଭାଗ୍ୟବାନ ମନା ଯାଇଥାଏ। ଏଠାରେ କଳାଜାଈ ରହିବା ଧନବାନ ହେବାର ସୂଚନା ଦେଇଥାଏ ଏବଂ ଜୀବନ ସୁଖରେ କଟିଥାଏ। ଏମାନଙ୍କର ସମୟେ ସମୟେ ଇଛାର ପୂର୍ତୀ ହୋଇଥାଏ। ଏମାନଙ୍କର କେବେବି ଧନର ଅଭାବ ହୋଇନଥାଏ ଏବଂ ଏମାନେ ପରିଶ୍ରମରେ ନିଜ ଲକ୍ଷ ସ୍ଥଳରେ ପହଁଚିଥାନ୍ତି। ଯେଉଁଥିରେ ତାଙ୍କର କଟୁମ୍ବରେ ନୂଆ ପରିଚୟ ମିଳିଥାଏ।

ଐଶ୍ବର୍ଯ୍ୟ ଦେଇଥାଏ ଏଠାରେ କାଳାଜାଈ ରହିବା

ସାମୁଦ୍ରିକ ଶାସ୍ତ୍ର ଅନୁସାରେ , ବ୍ୟକ୍ତିର ଡାହଣ ପଟର ଭୁଜାରେ କଳାଜାଈ ରହିବା ପ୍ରଭୁତ୍ବ ସମ୍ପନ୍ନ ହୋଇଥାଏ। ଏପରି ବ୍ୟକ୍ତି ଧନ ଐଶ୍ବର୍ଯ୍ୟର ପ୍ରାପ୍ତି ହୋଇଥାନ୍ତି। ସମାଜରେ ତାଙ୍କୁ ବହୁତ ମାନ ସମ୍ମାନ ମିଳିଥାଏ। ବାସ୍ତବରେ ଆରମ୍ଭ ଜିନିଷ ପାଇବାରେ ବହୁତ ସଙ୍ଘର୍ଷ କରିବାକୁ ପଡିଥାଏ କିନ୍ତୁ ପରିଶ୍ରମ ହେତୁ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳ ହୋଇଥାନ୍ତି। ପରିବାର ସହିତ ସୁଖରେ ଜୀବନ ଜାପନ କରିଥାନ୍ତି।

Leave a Reply

Your email address will not be published. Required fields are marked *