ଏହି ଭୟଙ୍କର ଦୁର୍ଘ-ଟଣା ଦେଖି ଆପଣଙ୍କ ନିଃଶ୍ୱାସ କିଛି ସମୟ ପାଇଁ ଅଟକି ଯିବ : ଦେଖନ୍ତୁ ଭିଡିଓ

ଦୁର୍ଘ-ଟଣା ବେଳେବେଳେ କାହାର ଜୀବନ ନେଇଯାଏ ତ ବେଳେବେଳେ ଜୀବନର ସବୁଠୁ ବଡ଼ ଶିକ୍ଷା ଶିଖେଇ ଦେଇ ଯାଏ। ଏହି ଭିଡିଓ ଦେଖି ଆପଣ ଶିଖିଯିବେ ଯେ ରାସ୍ତାରେ ଚାଲିବା ବେଳେ ସବୁବେଳେ ସତର୍କତାର ସହ ଚାଲିବା ଉଚିତ୍। ଏହି ଭିଡିଓ ଦେଖି ଆପଣଙ୍କ ନିଃଶ୍ୱାସ କିଛି ସମୟ ପାଇଁ ଅଟକି ଯିବ।

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ରାସ୍ତା ରେ ଅନେକ ଗାଡ଼ି ଅପଟ ସେପଟ ହେଇ ଯାଉଛି। କିନ୍ତୁ କିଛି ସମୟ ପରେ ହଠାତ୍ ରାସ୍ତାରେ ଗୋଟେ ଟ୍ରକ୍ ର ଚକା ଖସିଯାଇ ଗୋଟେ କାର୍ ରେ ପିଟିହେଇ ଗଲା।

ଟ୍ରକ୍ ର ଧକ୍କା ଏତେ ଜୋରେ କାର୍ ସହ ହେଲା ଯେ କାରଟି ରାସ୍ତା ଉପରେ ଓଲଟି ଓଲଟି ବ୍ରିଜ ତଳକୁ ଖସିପଡିଲା। କାର୍ ଡ୍ରାଇଭରଙ୍କର ବେଳା ଖରାପ୍ ଥିଲା କିନ୍ତୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ବେଳା ବହୁତ୍ ଭଲ ଥିଲା ସେଥିପାଇଁ ତାଙ୍କର ଏବଂ ତାଙ୍କ ଗାଡ଼ିର କିଛି ହେଇ ନଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *