ଏବେ ପାଳଙ୍ଗ ଶାଗ ରୁ ବନା ଗଲା ଏମିତି ଏକ ବ୍ୟାଟେରୀ, ମୋବାଇଲ ଛାଡ଼ନ୍ତୁ, କାର ରୁ ଆରମ୍ଭ କରି ମିଲେଟ୍ରି ବମ ଯାଏ ମିନିଟ ରେ ହୋଇଯିବ ଚାର୍ଜ

ଆମେ ଯଦି ଆପଣ ଙ୍କୁ କହିବୁ ଯେ, ପାଳଙ୍ଗ ଶାଗ ରୁ ଆପଣଙ୍କ ମୋବାଇଲ ଚାର୍ଜ ହେବ ତ ଆପଣ ଆମର ମଜାକ ଉଡେଇବେ। ପାଳଙ୍ଗ ଶାଗ ରୁ ମୋବାଇଲ ଚାର୍ଜ କରାଯିବ କେମିତି।କିନ୍ତୁ ଆମେ ମଜାକ କରୁନାହୁଁ। ବୈଜ୍ଞାନିକ ମାନେ ପାଳଙ୍ଗ ରୁ ଏମିତି ଏକ କାଟାଲିଷ୍ଟ ବନେଇଛନ୍ତି ଯେ ତା ମଧ୍ୟ ରେ ଏତେ ପାୱାର ଅଛି ସେ ଇଲେକ୍ଟ୍ରୋନିକ କାର ଏବଂ ମିଲେଟ୍ରି ଯନ୍ତ୍ରପାତି କୁ ମଧ୍ୟ ଚାର୍ଜ କରିପାରିବ।ଏହା ବ୍ୟାଟେରୀ ରେ ବ୍ୟବହାର ହେଉଥିବା ଅନ୍ୟ କାଟାଲିଷ୍ଟ ଠାରୁ ବହୁ ଗୁଣରେ ଶସ୍ତା ଅଟେ। ଏହା ସହିତ ଏହାର ଶକ୍ତି କୁ ଦେଖି ବୈଜ୍ଞାନିକ ମାନେ ଆଚମ୍ବିତ ହୋଇଯାଇଛନ୍ତି।

ଏ ପର୍ଯ୍ୟନ୍ତ ଆମେ ମାନେ କେବଳ ପାଳଙ୍ଗ କୁ ମଣିଷ ର ସ୍ୱାସ୍ଥ୍ୟ ପାଇଁ ଭଲ ଶୁଣିଥିଲେ।ପାଳଙ୍ଗରେ ଉପସ୍ଥିତ ଥିବା ତତ୍ତ୍ୱ ମଣିଷ ଶରୀରରେ କେତକ ପୃଷ୍ଟିସାର କୁ ପୁରା କରିବାରେ ସାହାଯ୍ୟ କରିଥାଏ।

କିନ୍ତୁ ଆପଣ ମାନେ ଆଜି ପର୍ଯ୍ୟନ୍ତ ଶୁଣି ନଥିବେ ଯେ ଏହି ପାଳଙ୍ଗ ରୁ ଏମିତି ବି ତତ୍ତ୍ଵ ମିଳିଥାଏ ଯେଉଁଥି ରୁ ବ୍ୟାଟେରୀ କୁ ଶକ୍ତି ଯୋଗାଏ।

ଆମେରିକା ୟୁନିଭରସିଟି ରିସର୍ଚ୍ଚ ର ମାନେ ଏହି ପାଳଙ୍ଗ ରୁ କାର୍ବନ ନ୍ୟାନୋସିଡସ ମିଳିଥାଏ। ଯିଏ କି ମେଟାଲ ଏୟାର ବ୍ୟାଟେରୀ ରେ ଇନ୍ଧନ ଭାବରେ କାମ କରିଥାଏ।

ଏଥିପାଇଁ ଦଳର ସଦସ୍ୟ ମାନେ ଏହି ଶାଗକୁ ନେଇ କେତକ ପରୀକ୍ଷା କରିଥିଲେ। ଏହା ମଧ୍ୟ ରେ ଶାଗକୁ ଭଲ ଭାବରେ ଧୋଇବା ମଧ୍ୟ ସାମିଲ ଥିଲା।ପରେ ଏହାର ରସ ବାହାର କରି ଫ୍ରିଜ ରେ ରଖାଯାଇଥିଲା।ଯାହା ଫଳରେ ଏଥିରୁ ବାରିକ୍ ପାଉଡର ପ୍ରସ୍ତୁତ କରାଯାଇଥିଲା।

ଏହି ପଦ୍ଧତି ପରେ ପାଳଙ୍ଗ କୁ ମୋଟର ସହିତ ଉତ୍ତପ୍ତ କରି ଏଥିରୁ ନାଇଟ୍ରୋଜେନ ସୃଷ୍ଟି କରାଯାଉଥିଲା।ଏହାକୁ ଯେବେ ବ୍ୟାଟେରୀ ରେ କାଟାଲିଷ୍ଟ ଭାବରେ ବ୍ୟବହାର କରାଗଲା ତ ବ୍ୟାଟେରୀ ର ଶକ୍ତି ବହୁ ଗୁଣା ବଢ଼ିଯାଇଥିଲା।

\

ବିଶେଷଜ୍ଞ ମାନେ ମାନିଛନ୍ତି ଯେ ଏହି ଶକ୍ତି ରୁ କେବଳ ସ୍ମାର୍ଟ ଫୋନ୍ ନୁହେଁ, ଇଲେକଟ୍ରୋନିକ କାର ଏବଂ ମିଲେଟ୍ରି ଯନ୍ତ୍ରପାତି କୁ କିଛି ମିନିଟ ରେ ଚାର୍ଜ କରାଯାଇ ପାରେ।ଏହି କାଟାଲିଷ୍ଟ ରୁ ହାଇଡ୍ରୋଜେନ ଏବଂ ମେଟାଲ ଏୟାର ବ୍ୟାଟେରୀ ରେ ବ୍ୟବହାର କରାଯାଇ ଥାଏ।

ପାଳଙ୍ଗ ରୁ ବ୍ୟାଟେରୀ କାଟାଲିଷ୍ଟ ବନେଇବା ରେ ସଫଳ ହେବା ପରେ ବିଶେଷଜ୍ଞ ମାନେ ଅନ୍ୟ ଉପାୟ ମଧ୍ୟ ଖୋଜୁଛନ୍ତି।ସେମାନେ ଏବେ ଘାସ ଏବଂ ଚାଉଳ ରୁ ବିଜୁଳି ବନେଇବା ପାଇଁ ଚେଷ୍ଟା କରୁଛନ୍ତି।

ତାଙ୍କ କହିବା ମୁତାବକ ପ୍ରତ୍ୟେକ ସବୁଜ ପରିବା ରେ ଆଇରନ ଏବଂ ନାଇଟ୍ରୋଜେନ ଭାରି ହୋଇ ରହିଥାଏ। ଏହା ବ୍ୟାଟେରୀ କୁ ଚାଲିବାକୁ ସାହାଯ୍ୟ କରିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *