୬୪ ବର୍ଷରେ ମଧ୍ୟ ଫିଟ ରହିବା ପାଇଁ ପ୍ରତି ଦୁଇ ଘଣ୍ଟା ରେ କିଛି ନା କିଛି ଖାଅନ୍ତି ସନି ଦେଓୋଲ୍ ଏହି ଦୁଇଟି ଜିନିଷ ରୁ ରୁହନ୍ତି ଦୂରେଇ

ସନି ଦେଓୋଲ ଙ୍କୁ ୬୪ ବର୍ଷ ହୋଇଗଲାଣି। ତାଙ୍କ ଜନ୍ମ ୧୯ ଅକ୍ଟୋବର ୧୯୫୬ କୁ ପଞ୍ଜାବ ର ଲୁଧ୍ଧିୟାନା ଜିଲ୍ଲା ରେ ହୋଇଥିଲା। ‘ ଢାଇ କିଲୋ କା ହାତ ଜବ ପଡତା ହେ ତୋ ଆଦମି ଉଠ୍ତା ନେହିଁ ଉଠ ଜାତା ହେ ‘ ଏହି ଡାଇଲଗ ପାଇଁ ଫେମସ୍ ସନି ଦେଓୋଲ ୬୪ ବୟସ ରେ ମଧ୍ୟ ଫିଟ୍ ଅଛନ୍ତି। ଫିଟ୍ ରହିବା ପାଇଁ ସେ ସବୁ ବେଳେ ଏକ୍ସରସାଇଜ୍ କରନ୍ତି। ସନି ପ୍ରତି ଦୁଇ ଘଣ୍ଟା ରେ କିଛି ନା କିଛି ଖାଇଥାନ୍ତି। ତାଙ୍କର ସୁସ୍ଥ ରହିବାର ଅନ୍ୟ ଏକ କରଣ ମଧ୍ୟ ଅଛି କି ସେ ମଦ ଏବଂ ସିଗାରେଟ କୁ ହାତ ଲଗାନ୍ତିନି।

ସନି ଦେଓୋଲ ନିଜ କୁ ଫିଟ୍ ରଖିବା ହିଁ ପ୍ରଥମ ଜରୁରୀ କାଯ୍ୟ ବୋଲି କୁହନ୍ତି । ସେ ନିୟମିତ ଭାବେ ଏକ୍ସରସାଇଜ୍ କରନ୍ତି। ଯଦିଓ ପିଠି ର ସମସ୍ୟା ପାଇଁ ୱେଟ୍ ଲିଫଟିଙ୍ଗ ରୁ ଦୂରେଇ ରହୁଛନ୍ତି। ଏହାଛଡା ସେ ପ୍ରତି ଦିନ ଆଉଟ୍ ଡୋର ଗେମସ୍ ଖେଳିବାକୁ ଚେଷ୍ଟା କରୁଛନ୍ତି। ସନି ପ୍ରତି ଦିନ ଟେବୁଲ୍ ଟେନିସ୍ ଖେଳନ୍ତି।

ଏକ ଇନଟ୍ରବ୍ୟୁୟ ରେ ସନି ଦେଓୋଲ କହିଛନ୍ତି କି ସେ ସକାଳ ଜଳଖିଆ ରେ ବେସନ ବାଜରେ ଏବଂ ମକା ର ଅଟା ରେ ତିଆରି ରୁଟି ସହିତ ଦହି, ଲହୁଣୀ, ଚଟଣୀ ଓ ଲସି ଖାଇଥାନ୍ତି। ଏହା ବ୍ୟତିତ ସନି ସେଓ କୁ ଦହି ସହ ମିଶେଇ ପିଅନ୍ତି।

ସନି ଦେଓୋଲ ଖାଇବା ରେ ବହୁତ ଭେଜ ଖାଦ୍ୟ ପସନ୍ଦ କରନ୍ତି। ଯଦିଓ ସେ ନନଭେଜରେ କେବଳ ଚିକେନ୍ ଖାଅନ୍ତି। ସନି ଦେଓୋଲ ଙ୍କର ପସନ୍ଦିୟ ପରିବା ହେଉଛି ଆଳୁ ଏବଂ କୋବି। ଏହା ବ୍ୟତିତ ମିସୀ ରୁଟି ସହିତ ଘରେ ବନେଇ ଥିବା ବଟର୍ ବହୁତ ପସନ୍ଦ ଅଟେ ସନି ଙ୍କୁ।

ଟେବୁଲ ଟେନିସ୍ ଏବଂ ସ୍କେବୈଶ କୁ ଛଡା ସନି ଯେବେ ବି କେଉଁଠି ବାହରକୁ ସୁଟିଂ ପାଇଁ ଯାଅନ୍ତି ତେବେ ପାହଡରେ ଟ୍ରାକିଙ୍ଗ କରିବା ଭୁଲନ୍ତି ନି। ସେ କୁହନ୍ତି କି ଫିଜିକାଲି ଏବଂ ମେନ୍ଟାଲି ଫିଟ୍ ରହିବାକୁ ହେଲେ ସ୍ପୋର୍ସ ଠାରୁ ଭଲ ଆଉ କିଛି ନାହିଁ। ଏହା ଛଡା ସେ ସବୁଦିନ ସ୍ବିମିଙ୍ଗ କରନ୍ତି।

ସନି ଦେଓୋଲ ପ୍ରତିଦିନ ଏକ୍ସରସାଇଜ୍ ସହିତ ନିଜର ଆରମ ଏବଂ ଖାଇବା ର ମଧ୍ୟ ବହୁତ ଧ୍ୟନ ଦିଅନ୍ତି। ସେ ଜଂକ ଫୁଡ ଏବଂ ମଦ , ସିଗାରେଟ ଠାରୁ ନିଜ କୁ ଦୂରେଇ ରଖନ୍ତି। ମିଠା କୁ ସେ ତ ହାତ ଲଗାନ୍ତିନି। ସନି ଦେଓୋଲ ଘରେ ବନା ଯାଇଥିବା ଖାଦ୍ୟ ପସନ୍ଦ କରନ୍ତି।

ଖାଇବା ରେ ତାଙ୍କୁ ରୁଟି, ଭାତ, ଡାଲି, ଭଜା  ଏବଂ ପାମ୍ପଡ ବହୁତ ପସନ୍ଦ। ଏହା ବ୍ୟତିତ ସେ ସ୍ପାଉଟସ୍ ବି ଖାଅନ୍ତି। ତାଙ୍କର ଡାଇଟ୍ ରେ ଖୀର,ଦହି,ପନିପରିବା ବହୁତ ଯରୁରୀ ହୋଇଥାଏ।

ସେ ଇନଟ୍ରଭ୍ୟୁରେ କହିଛନ୍ତି ମତେ ମେଥି ର ପରଠା ବହୁତ ପସନ୍ଦ। ମୁଁ ସମୟ ରେ ହିଁ ଲଞ୍ଚ ଏବଂ ଡିନର୍ କରେ। ଏହା ସହିତ ପ୍ରତି ଦୁଇ ଘଣ୍ଟା ରେ କିଛି ନା କିଛି ଖାଇଥାଏ ଏହା ପାଇଁ ମୁଁ ଫିଟ ରୁହେ।

ସନି ୧୯୮୩ ରେ ଫିଲ୍ମ ‘ବେତାବ’ ରୁ ଡେବ୍ୟୁ କରିଥିଲେ। ଏହା ବ୍ୟତିତ ମଂଜିଲ,ରାମ ଅବତାର,ଅର୍ଜୁନ, ତ୍ରିଦେବ,ଚାଲବାଜ୍,ଆଗ କା ଗୋଲା, ଘାୟଲ,ନରସିଂହା,ଦାମିନୀ,ବାର୍ଡର,ଗଦର ଭଳି ଫିଲ୍ମ ରେ କାମ କରିଛନ୍ତି। ସନି ଙ୍କ ଏବେ ହିଁ ରିଲିଜ୍ ହୋଇଥିବା ଫିଲ୍ମ ‘ ପଲ୍ ପଲ୍ ଦିଲ କେ ପାସ ‘ ରେ ତାଙ୍କ ପୁଅ କରନ ଦେଓୋଲ ଙ୍କୁ ଲଞ୍ଚ କରିଛନ୍ତି। ଏହି ଫିଲ୍ମ ରେ କରନ ଙ୍କ ହିରୋଇନ୍ ସହର ବମ୍ବା ଅଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ସନି ଦିବାଲାଙ୍କ ପାଇଁ  ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *