ବାହାଘର ର ୫୮ ବର୍ଷ ପରେ କଲେ ବିବାହ ଫଟୋ ସୁଟ, ଫଟୋ ଦେଖି ଲୋକମାନେ ହେଇଗଲେ ଇମୋସନାଲ

କେରଳ ରେ ରହୁଥିବା ଏକ ଦମ୍ପତି ବାହାଘର ର ୫୮ ବର୍ଷ ପରେ ତାଙ୍କ ୱେଡିଙ୍ଗ ଫଟୋ ସୁଟ କରିଛନ୍ତି।ଏହି ବୃଦ୍ଧ ଦମ୍ପତି ଏକଦମ୍ ୟଙ୍ଗ କପୁଲ୍ ଙ୍କ ପରି ଫଟୋ ଉଠାଇଛନ୍ତି। କୁହାଯାଉଛି କି ଚିନମ୍ମା ଏବଂ କୋଚୁକୁଟି ଙ୍କ …

Read More