ଅମୀର ଖାନଙ୍କ ଭଣଜା ଇମରାନ ଖାନ ଛାଡିଲେ ଅଭିନୟ, ହନିଷ୍ଠ ବନ୍ଧୁ କଲେ ଖୁଲାସା

ଆକ୍ଟର ଅମୀର ଖାନଙ୍କ ଭଣଜା ଏବଂ ଦେଲି ବେଲି ପରି ଫିଲ୍ମରେ କାମ କରିଥିବା ଇମରାନ ଖାନ ଆକ୍ଟିଙ୍ଗ ଛାଡିବା ପାଇଁ ନିସ୍ପତି ନେଇଛନ୍ତି। ବହୁ ସମୟ ଧରି ଆକ୍ଟିଙ୍ଗରୁ ଦୂରେଇ ରହିଥିବା ଇମରାନ ଖାନ ବର୍ତ୍ତମାନ ଆକ୍ଟିଙ୍ଗ ଛାଡି ଦେଇଛନ୍ତି। …

Read More