ଦିଲ୍ଲୀ ପୋଲିସ ସାଜିଲେ ଶିକ୍ଷକ, ଦୁଃଖ ସହି ନପାରି ପ୍ରତ୍ୟେକ ଦିନ ନେଉଛନ୍ତି କ୍ଲାସ

କରୋନା ଭାଇରସ ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଭାରତ ସରକାର ତାଲାବନ୍ଦ କରିଦେଇଛନ୍ତି | କାର୍ଯ୍ୟାଳୟ, ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଦୋକାନ, ମଲ, କାରଖାନା, ହୋଟେଲ, ର୍ରେସ୍ତୁରାଣ୍ଟ ସବୁକିଛି ବନ୍ଦ କରିଦିଆଯାଇଥିଲା | ତାଲାବନ୍ଦ କାରଣରୁ ଅର୍ଥବ୍ୟବସ୍ଥା ବହୁତ ଅଧିକ …

Read More