ଚାଲନ୍ତୁ ଆମେ ଆପଣଙ୍କ ଜୀବନରେ ଖୁସି ଆଣିବା ପାଇଁ ଆପଣଙ୍କୁ କିଛି ଏମିତି କମେଡି ଦେଖାଇବୁ, ଯାହା ସୋସିଆଲ ମିଡିଆରେ ଆଜିକାଲି ବହୁତ ଜୋର ଭାଇରାଲ ହେଉଛି

କମେଡି-୧ ଛୋଟ ପିଲା:-ମାଆ ୧୦ ଟଙ୍କା ଦେଲ, ବାହାରେ ଜଣେ ଗରିବ କୁ ଦେବି। ମାଆ ବାହାରକୁ ଆସି ଦେଖିଲେ ସେଠି କେହି ନଥିଲେ..!! ମାଆ:-କୋଉଠି ସେ ଗରିବ? ପିଲା:-ସେଠି ଦେଖ, କେତେବେଳୁ ବିଚରା ଖରାରେ ଆଇସକ୍ରିମ ବିକୁଛି। କମେଡି-୨ ସ୍ତ୍ରୀ: …

Read More