ରିଟାୟାରମେଣ୍ଟ ପରେ ଧୋନୀ ବିକୁଛନ୍ତି ଟମାଟୋ, କ୍ଷୀର, ଭିତରୁ ଦେଖନ୍ତୁ କିପରି ତାଙ୍କ ଫାର୍ମ

ଭାରତୀୟ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ସଂନ୍ୟାସ ପରେ ନିଜର ଧ୍ୟାନ କ୍ଷୀର ଫାର୍ମ ସହିତ ଅର୍ଗେନିକ ଚାଷରେ ଲଗାଉଛନ୍ତି। ଧୋନୀ ରାଞ୍ଚିର ଧୁର୍ବା ସ୍ଥିତ ସେମ୍ବୋରେ ପଞ୍ଚାବନ ଏକର ଜମିରେ ଚାଷ କରୁଛନ୍ତି। ଯେଉଁଥିରେ କ୍ଷୀର ଫାର୍ମ ସହିତ …

Read More