ମହଲ ଠାରୁ କମ ନୁହେଁ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟଙ୍କ ଘର, ଲଗଜରୀ ମହଲକୁ ଦେଖିଲେ ଝଲସି ଯିବ ଆଖି

ନାଗା ଚୈତନ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ନାମିଦାମୀ ସୁପରଷ୍ଟାର ଅଟନ୍ତି।ସେ ସାଉଥ୍ ର ନାମକରା ହିରୋ ନାଗାର୍ଜୁନଙ୍କ ପୁଅ ଅଟନ୍ତି। ଆଜି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ନାଗା ଚୈତନ୍ୟଙ୍କ ଜନ୍ମଦିନ।ସେଆଜି ତାଙ୍କର ୩୪ବାର୍ଷିକ ଜନ୍ମଦିନ ପାଳନ କରୁଛନ୍ତି। ନାଗାର୍ଜୁନଙ୍କ ଜନ୍ମଦିନରେ …

Read More