ଭିକ ମାଗି ଯାହାର କଟିଥିଲା ପିଲା ଦିନ, ସାହସ ରେ ୨ ଲକ୍ଷ ମହିଳାଙ୍କୁ ବନେଇଲା ଆତ୍ମନିର୍ଭର

କୌନ ବନେଗା କରୋଡ ପତି ର ଶୁକ୍ରବାର କୁ ଆସୁଥିବା କର୍ମବୀର ଏପିସୋଡ ସମସ୍ତଙ୍କୁ ପ୍ରେରିତ କରୁଛି। ସମାଜ ରେ କିଛି ଭଲ କରିବାର ଶିକ୍ଷା ଦେଉଛି। ସେହି ଗୋଟିଏ ଏପିସୋଡ ରେ ପୁରା ଦେଶ ସହି ମହାନ ଲୋକଙ୍କୁ ଦେଖନ୍ତି। …

Read More