ଅଧିକ ରାତି ଯାଏ ଶିବ ଭକ୍ତ କଲେ ପୂଜା ଏବଂ ଭଜନ, ସକାଳ ୬ ଟାରେ ଦେଖିଲାବେଳକୁ ଶିବ ଏବଂ ନନ୍ଦୀ ଗାୟବ

କାରୋନ୍ଦ ଅଂଚଳର ପିପିଲିୟା ବାଜ ଖାଁ ରେ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲୁଥିଲା | ସେହି ଜାଗାରେ ଚଉତରା ବନେଇକି ଜୟପୁର ରୁ ୨୨ ହଜାର ଟଙ୍କାରେ ଶିବ ଏବଂ ନନ୍ଦୀ ମୂର୍ତି ଅଣାଗଲା | ସୋମବାର ଅଧିକ ରାତି …

Read More