ଦରମା ନମିଳିବାରୁ କଣ୍ଡକ୍ଟରଙ୍କ ଆତ୍ମହତ୍ୟା ଉଦ୍ୟମ, କଙ୍ଗନା କହିଲେ ସୋନିଆ ସେନାକୁ ଲଜ୍ୟା ଲାଗିବା କଥା..

ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମ (ଏମଏସଆରଟିସି) ର ଜଣେ ବସ୍ କଣ୍ଡକ୍ଟର ଦରମା ନପାଇ ଥକି ଯାଇଥିଲେ, ଯେଉଁଥିପାଇଁ ସେ ସୋମବାର ଜାଲଗାଓଁରେ ଆତ୍ମହତ୍ୟା କରିଥିଲେ। ମୃତକଙ୍କ ପରିବାର ଏଥିପାଇଁ ରାଜ୍ୟର ଉଦ୍ଧବ ସରକାରକୁ ଦାୟୀ କରିଥିଲେ …

Read More