ମହାରାଷ୍ଟ୍ରର ପୋଲିସ ଷ୍ଟେସନରେ ରହିଛି ବିରାଟ କୋହଲିଙ୍କ ପ୍ରଥମ କାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜର ଦ୍ରୁତ ବ୍ୟାଟିଂ ସହିତ ବ୍ୟକ୍ତିଗତ ଜୀବନ ବିଷୟରେ ହେଡଲାଇନରେ ରହିଛନ୍ତି। ବିରାଟ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ। ଭାରତୀୟ ଅଧିନାୟକ ହେଉଛନ୍ତି ଅନେକ ବଡ ବ୍ରାଣ୍ଡର ପୋଷ୍ଟର …

Read More