୨୦ ବର୍ଷ ପୁରୁଣା ଯାଦୁ, କାଛୁ,କୁଣ୍ଡିଆ କେବଳ ଗୋଟେ ଦିନରେ ଭଲ ହୋଇଯିବ, କରନ୍ତୁ ଏହି ଘରୋଇ ସରଳ ଉପାୟ

ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କ ପାଇଁ ଗୋଟେ ଘରୋଇ ଉପଚାର ନେଇ ଆସିଛୁ। ଯାହାର ପ୍ରୟୋଗ ମାତ୍ରେ ଆପଣଙ୍କର ୨୦ ବର୍ଷ ପୁରୁଣା ଯାଦୁ, କାଛୁ,କୁଣ୍ଡିଆ କେବଳ ଗୋଟେ ଦିନରେ ଭଲ ହୋଇଯିବ।ତେବେ ଆସନ୍ତୁ ଜାଣିବା କୋଣ ସେହି ଉପଚାର?

ବନ୍ଧୁଗଣ ଯାଦୁ,କାଛୁ ଏବଂ କୁଣ୍ଡିଆଣ ଭଳି ସମସ୍ୟା ଅନେକ ଲୋକଙ୍କ ଶରୀରରେ ଦେଖିବାକୁ ମିଳିଥାଏ। ଆପଣ ଦେଖିଥିବେ ନିଜ ଶରୀରରେ ଚେକା ଚେକା ଫଳି ଯାଏ ଏବଂ ତାହା ବହୁତ ଅଧିକ କୁଣ୍ଡେଇ ହେବାକୁ ଲାଗିଥାଏ। ତାହାକୁ ଆମେ ଯାଦୁ କହିଥାଉ। ସେହିଭଳି ସମସ୍ୟା ହେଲେ ଆପଣ ଲୋକଙ୍କ ପାଖ ଭିଡି ପାରନ୍ତି ନାହିଁ। କାରଣ ଯାହାକୁ ଯାଦୁ,କାଛୁ ଏବଂ କୁଣ୍ଡିଆଣ ଭଳି ସମସ୍ୟା ଥାଏ ତାହା ପାଖରୁ ଅନ୍ୟକୁ ଜଣଙ୍କୁ ହେବାର ଆଶଙ୍କା ଥାଏ। ସେଥିପାଇଁ ଆପଣଙ୍କୁ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ମଧ୍ୟ ଡରି ଥାଆନ୍ତି ଏବଂ ଏହା ବହୁତ ଯନ୍ତ୍ରଣାଦାୟକ ହୋଇଥାଏ ଏବଂ ବାରମ୍ବାର ଏହାକୁ କୁଣ୍ଡେଇବାକୁ ପଡିଥାଏ।

Home Remedies For Ringworm Eczema Itching Treatment With This Flower In  Seven Days - दाद-खाज-खुजली की समस्या से हैं परेशान, इस घरेलू नुस्खे से सात  दिन में मिट जाएगा नामो-निशान - Amar

ଆଜି ଆମେ ଏମିତି ଘରୋଇ ଉପଚାର ନେଇ ଆସିଛୁ ଯାଦୁ, କାଛୁ,କୁଣ୍ଡିଆକୁ ଦୂର କରିବା ପାଇଁ କୌଣସି ବି ମେଡ଼ିସିନର ପ୍ରୟୋଗ କରିବା ପୂର୍ବରୁ ଆପଣ ଏହାକୁ ଥରେ ନିଶ୍ଚୟ ଟ୍ରାୟ କରନ୍ତୁ। ଆପଣଙ୍କର ଯାଦୁ, କାଛୁ,କୁଣ୍ଡିଆଣ ଭଳି ସମସ୍ୟାକୁ ଏହା ବହୁତ ଶୀଘ୍ର ଦୂର କରିଦେବ। କେବଳ ୫ ମିନିଟରେ ଏହାର ଫରକ ଦେଖାଯିବାକୁ ଲାଗିବ। ତେବେ ଆସନ୍ତୁ ଜାଣିବା ଆପଣ ଏହାକୁ କେମିତି ବନେଇବେ ଏବଂ ଆପଣ ଏହାର ପ୍ରୟୋଗ କେମିତି କରିବେ ଆପଣଙ୍କ ଯାଦୁ, କାଛୁ,କୁଣ୍ଡିଆ ଭଳି ସମସ୍ୟାକୁ ଦୂର କରିବା ପାଇଁ।

Dettol:

Be a Dettol Mom with Dettol Antiseptic Liquid - YouTube

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀରର ଆବଶ୍ୟକତା ପଡିବ Dettol। ଏହାର ଫାଇଦା ବିଷୟରେତ ଆପଣମାନେ ସମସ୍ତେ ଜାଣିଥିବେ। ଏହି ଉପଚାର ପାଇଁ Dettolର ପ୍ରୟୋଗ କରିପାରିବେ। ଏଠାରେ ଆମେ ଆପଣ ମାନଙ୍କୁ ଜଣେଇଦେଉଛୁ ଯେ ଯଦି ଆପଣଙ୍କ କୁଣ୍ଡିଆଣ ଭଳି ସମସ୍ୟା ହେଉଅଛି ଯାଦୁ, କାଛୁ,କୁଣ୍ଡିଆ ଭଳି କୌଣସିବି ପ୍ରକାରର ସମସ୍ୟା ହେଉଅଛି, ଯଦି ଚର୍ମ ଯୁକ୍ତ କୌଣସିବି ସମସ୍ୟା ଆପଣଙ୍କ ଶରୀରରେ ଦେଖାଦେଉଛି, ତେବେ ଆପଣ ଗାଧୋଇବା ପୂର୍ବରୁ ଏକ ଠିପି Dettolକୁ ନେଇ ଆପଣଙ୍କ ଗାଧୋଇବା ପାଣିରେ ନେଇ ମିଶାନ୍ତୁ, ଦେଖିବେ ଏଥିରୁ ଆପଣଙ୍କୁ ଚର୍ମ ଜନିତ ସମସ୍ୟାରୁ ବହୁତ ଲାଭ ମିଳିବ। ଏହି ଉପଚାର କୁ ବନେଇବା ପାଇଁ ମଧ୍ୟ Dettolର ପ୍ରୟୋଗ କରନ୍ତୁ।

ପ୍ରଥମେ ଆପଣ ଏକ ଠିପି Dettolଏକ ବାଉଲକୁ ନିଅନ୍ତୁ। ଏହା ପରେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀରର ଆବଶ୍ୟକତା ପଡିବ ତାହା ହେଉଛି Colgate। ଆପଣ କୌଣସିବି ବିନା ଫ୍ଲେବର ବାଲା Colgate ନିଅନ୍ତୁ। ଯାହାର color white ହୋଇଥିବ। ଏଥିରେ ଆପଣ colgateର ପ୍ରୟୋଗ କରନ୍ତୁ। ଯେତିକି ମାତ୍ରାରେ ଆପଣ ଦାନ୍ତ ଘଷିବାବେଳେ colgateର ପ୍ରୟୋଗ କରିଥାନ୍ତି ଠିକ ସେତିକି ମାତ୍ରାରେ colgate ଆପଣ ଏଥିରେ ମିଶାନ୍ତୁ। colgateର ଫାଇଦା ଏହା ହୋଇଥାଏ କି ଯେଉଁ ଯାଦୁ, କାଛୁ କୁଣ୍ଡିଆ ଆପଣଙ୍କ ଶରୀରରେ ହୋଇଥାଏ, ତାହା ଅଧିକ କୁଣ୍ଡେଇ ହୋଇଥାଏ।

ଏହାର ପ୍ରୟୋଗ ଦ୍ୱାରା ବହୁତ ଶୀଘ୍ର ଆରାମ ମିଳିବ। ଏବେ ଏହି ଦୁଇଟି ସାମଗ୍ରୀକୁ ଭଲ ଭାବରେ ମିଶେଇ ଦିଅନ୍ତୁ।ଆଜିର ଏହି ଘରୋଇ ଉପଚାରଟି ଆପଣଙ୍କ ଯାଦୁ,କାଛୁ ଏବଂ କୁଣ୍ଡିଆ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଶରୀରରେ ଯେକୌଣସି ପ୍ରକାରର ଚର୍ମ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଏହା ବହୁତ ଅଧିକ ଲାଭଦାୟକ ଅଟେ। ଯଦି ଆପଙ୍କ ଶରୀରରେ ଗୋଲ ଗୋଲ ବା ଚେକା ଭଳି ଯାଦୁ ଦେଖାଯିବାକୁ ଲାଗେ ତେବେ ଆପଣ ମେଡ଼ିସିନର ପ୍ରୟୋଗ କରିବା ପୂର୍ବରୁ ଆପଣ ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚୟ ଫାଇଦା ମିଳିବ। କେବଳ ୫ ମିନିଟରେ ଏହାର ଫାଇଦା ଆପଣଙ୍କୁ ଦେଖାଯିବ।

ଏହା ପରେ ଆପଣ ଏହି Dettol ଏବଂ colgate ର ମିଶ୍ରଣରେ ଦୁଇଟି ରସୁଣ ପାଖୁଡା। ଆପଣ ପ୍ରଥମେ ରସୁଣର ଚୋପା ଛଡେଇ ନିଅନ୍ତୁ। ଏହି ରସୁଣରୁ antibacterial privatise ମିଳିଥାଏ। ଯାହା ଆପଣଙ୍କ ଯାଦୁ,କାଛୁ,କୁଣ୍ଡିଆ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଏହା ଆପଣଙ୍କର ଫଙ୍ଗାଲ infection କରୁଥିବା ଜୀବାଣୁକୁ ବହୁତ ଶୀଘ୍ର ମାରିଥାଏ। ସେଥିପାଇଁ ଆପଣ ଏହି ଉପଚାରରେ ରସୁଣର ପ୍ରୟୋଗ ନିଶ୍ଚୟ କରନ୍ତୁ।

ଏହି ଉପଚାରରେ ପ୍ରୟୋଗ କେମିତି କରିବେ ?

ଆପଣଙ୍କର ଯେଉଁ ଜାଗାରେ ଯାଦୁ, କାଛୁ କିମ୍ବା କୁଣ୍ଡିଆ ଉତ୍ପନ୍ନ ହୋଇଥାଏ, ସେହି ଜାଗାରେ ଆପଣ ତୁଳା ସାହାର୍ଯ୍ୟରେ ଅଳ୍ପ Dettol ନେଇ ହାଲକା ସଫା କରିଦିଅନ୍ତୁ। ଏହା ଆପଣଙ୍କ ଫଙ୍ଗାଲ infection କରୁଥିବା ଜୀବାଣୁକୁ ମାରିଥାଏ ଏବଂ ଆପଣ ଯାଦୁକୁ ସଫା କରିଥାଏ। ପ୍ରଥମେ ଆପଣ Dettol ସାହାର୍ଯ୍ୟରେ ସେହି ଜାଗାକୁ ସଫା କରିନିଅନ୍ତୁ। ଏହା ପରେ ଆପଣ ସେହି ରସୁଣ ପାଖୁଡାକୁ ହାଲକା ଚାପି ଦିଅନ୍ତୁ କିମ୍ବା ଛେଞ୍ଚି ଦିଅନ୍ତୁ,ଏହା ପରେ ଆପଣ ସେହି ମିଶ୍ରଣରେ ରସୁଣକୁ ବୁଡାଇ ଆଣି ଆପଣଙ୍କର ସେହି ଫଙ୍ଗାଲ infection ଜାଗାରେ ଲଗାନ୍ତୁ। ରସୁଣରେ antibacterial ଗୁଣ ଥାଏ ଯାହା ଆପଣଙ୍କ ଫଙ୍ଗାଲ infection କରୁଥିବା ଜୀବାଣୁକୁ ମାରିବାରେ ବହୁତ ଅଧିକ ସାହାର୍ଯ୍ୟ କରିଥାଏ।

ସେଥିପାଇଁ ଆପଣ ଏହି ଉପଚାରକୁ ଏହିପରି ଭାବେ କରନ୍ତୁ। ଆପଣ ଏହି ମିଶ୍ରଣକୁ ରସୁଣ ସାହାର୍ଯ୍ୟରେ ଲଗେଇ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ୨୦ ମିନିଟ ପରେ ଆପଣ ଉଷୁମ ପାଣି ସହାୟତାରେ ସେହି ଜାଗାକୁ ଧୋଇ ଦିଅନ୍ତୁ। ଆପଣ ଏହି ଉପଚାରକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କର ଯାଦୁ, କାଛୁ କୁଣ୍ଡିଆ ଭଳି ଜୀବାଣୁକୁ କେମିତି ମାରିଦେବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *