ପ୍ରେମିକ ଜୌନଶୋଷଣର ଭିଡିଓ ବନେଇ ବାଣ୍ଟିଲା, ସାଙ୍ଗମାନେ ମଧ୍ୟ ବ୍ଲାକମେଲ କରି ରଖିଲେ ସଂବନ୍ଧ

ଉତ୍ତରପ୍ରଦେଶର ବୁଲନ୍ଦଶହରର ଏକ ଯୁବକ ପ୍ରଥମେ ଯୁବତୀଙ୍କୁ ପ୍ରେମ ଜାଲରେ ଫସେଇଲେ ଏବଂ ତା ସହିତ ଜୌନ ଶୋଷଣ କଲା। ଏହା ସହିତ ଫଟୋ ଏବଂ ଅଶିଳ ଭିଡିଓ ବନେଇଲା। ଏହି ସବୁ ଫଟୋ ଏବଂ ଭିଡିଓ ଯୁବକ ନିଜ ସାଙ୍ଗ ମାନଙ୍କୁ ଦେଇ ଦେଲା। ସାଙ୍ଗ ମାନେ ସେହି ଭିଡିଓ ଦେଖାଇ ଯୁବତୀଙ୍କୁ ବ୍ଲାକମେଲ କରି ତାଙ୍କ ସହ ଜୌନ ଶୋଷଣ କରିଥିଲେ। ଏହା ସହିତ ଆରୋପୀ ମାନେ ଯୁବତୀଙ୍କୁ ଧମକ ମଧ୍ୟ ଦେଇଥିଲେ କି ଯଦି ଏ ବିଷୟରେ କାହାକୁ କହିଥାଉ ତେବେ ତତେ ଜୀବନ ରୁୁ ମାରିଦେବୁ।

ବୁଲନ୍ଦଶହର ଜନପଦର ଏକ ଗାଁରେ ଗୋଟିଏ ଯୁବତୀକୁ ତା ପ୍ରେମିକ ଜୁଲାଈ ମାସରୁ ବ୍ଲାକମେଲ କରି ଆସୁଛି। ଏହା ସହିତ ଜୌନ ଶୋଷଣ ମଧ୍ୟ କରୁଥିଲା। ଆରୋପି ପ୍ରେମିକ ପ୍ରେମିକାର ଅଶିଳ ଫଟୋ ଏବଂ ଭିଡିଓକୁ ନିଜ ସାଙ୍ଗ ମାନଙ୍କ ପାଖକୁ ସୋଶିଆଲ ମିଡିଆ ସାହାର୍ଯ୍ୟରେ ପଠେଇ ଥିଲା।

ପିଡୀତା ଜଣକ ଥାନାରେ ଯାଇ ପ୍ରେମିକ ଏବଂ ତା ସାଙ୍ଗ ମାନଙ୍କ ନାଁରେ ଅଭିଯୋଗ କରିଛି କି ପ୍ରେମି ଏବଂ ତାର ସାଙ୍ଗ ମାନେ ମିଶି ମତେ ବ୍ଲାକମେଲ କରି ମୋର ଜୌନ ଶୋଷଣ କରୁଛନ୍ତି। ଏବଂ ଏହା ସହିତ ମତେ ଧମକ ଦେଇଛନ୍ତି କି ଏ ବିଷୟରେ ଜଦି ମୁଁ କହାକୁ କୁହେ ତେବେ ସେମାନେ ମତେ ଜୀବନରୁ ମାରିଦେବେ। କିନ୍ତୁ ଏଫଆର ର୍ଦଜ ହେବା ପରେ ଯୁବତୀଙ୍କୁ ବୁଲନ୍ଦଶହରର ଜିଲ୍ଲା ଚିକିତ୍ସାଳୟ ରେ ମେଡିକାଲ ପରିକ୍ଷା କରିବା ପାଇଁ ପଠାଗଲାତ ସେ ମନା କରିଥିଲା ମେଡିକାଲ ପରିକ୍ଷା କରିବନି ବୋଲି।

ପୋଲିସ ପିଡୀତାଙ୍କୁ କୋର୍ଟ ମାଜିସ୍ଟ୍ରଟଙ୍କ ଆଗକୁ ଅଣା ଯାଇଥିଲା ଯେଉଁଠି ୧୬୪ ର ବୟାନରେ ମଧ୍ୟ ପିଡୀତା ଘଟଣା ବିଷୟରେ ମନା କରିଥିଲେ ଏବଂ କହିଥିଲେ କି କାହାର କହିବା ଅନୁସାରେ ସେ କେସ ର୍ଦଜ କରିଥିଲେ। ଏହା ପରେ ମଧ୍ୟ ପୋଲିସ ତାର ଜାଞ୍ଚ ଆଗକୁ ବଢେଇଛି । ପୋଲିସ କହୁଛି କି ଏହି ଘଟଣାର ଆରୋପୀଙ୍କୁ ନେଇ ପଚରା ଉଚରା ଚାଲିଛି ।

ଏହି ଘଟଣାରେ ଏସଏସପି କହିଛନ୍ତି କି ପିଡୀତା ମେଡିକାଲ ପରିକ୍ଷା କରିବାକୁ ମନା କଲେ ଏବଂ କୋର୍ଟ ମାଜିସ୍ଟ୍ରେଟଙ୍କ ଆଗରେ ୧୬୪ ର ବୟାନରେ ଘଟଣା ବିଷୟରେ ମନା କରିଥିଲେ। ପୋଲିସଙ୍କ କହିବା କଥା ଏହାକି ଆରୋପି ମାନଙ୍କୁ ନିଆଯାଇ ପଚରା ଉଚରା ହେଉଛି ବର୍ତ୍ତମାନ ଘଟଣା ମିଛ ବୋଲି ଜଣା ପଡୁଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜକୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *