ବିବାହ କରିବାକୁ ଯାଉଛନ୍ତି ମିର୍ଜାପୁରର ଗୁଡ୍ଡୁ ପଣ୍ଡିତଙ୍କ ଭଉଣୀର ବୟେଫ୍ରେଣ୍ଡ, ଯାଣନ୍ତୁ କିଏ ସେହି ଝିଅ

କୋରୋନା ମହାମାରୀକୁ ଏବେ ଧିରେଧିରେ ଏକ ବର୍ଷ ହେବାକୁ ଯାଉଛି। ଏହି ବର୍ଷ କୌଣସି ବଡ ଇଭେଣ୍ଟ କିମ୍ବା ବଡ ଆଓ୍ବଡର ଆୟୋଜନ କରାଯାଇ ନାହିଁ। ଲକଡାଉନ ଖୋଲିବା ପରେ ନେହା କକ୍କଡ, କାଜଲ ଅଗ୍ରବାଲ ଏବଂ ସନା ଖାନଙ୍କ ପରି ଷ୍ଟାର ବିବାହ କରିଥିଲେ। ଏବେ ଓ୍ବେବସିରିଜ ‘ମିର୍ଜାପୁର’ରେ ରବୀନ ରୋଲ କରୁଥିବା ଆକ୍ଟର ପ୍ରିୟାଂଶୁ ପେନୟୁଲୀଙ୍କୁ ନେଇ ଖବର ଆସୁଛି କି ବହୁତ ଜଲଦି ସେ ବିବାହ ବନ୍ଧନରେ ବନ୍ଧି ହେବାକୁ ଯାଉଛନ୍ତି। ବୁହାଯାଉଛି କି ସେ ତାଙ୍କର ଗର୍ଲଫ୍ରେଣ୍ଡ ବନ୍ଦନା ଜୋସିଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଦିନରେ ବିବାହ କରିପାରନ୍ତି ପ୍ରିୟାଂଶୁ।

ମିଡିଆ ରିର୍ପୋଟ ଅନୁସାରେ କୁହାଯାଉଛି କି ପ୍ରିୟାଂଶୁ ୨୬ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି। କୋରୋନା ସଂକ୍ରମଣ ପାଇଁ ବିବାହରେ କେବଳ ୫୦ ଜଣ ଆସି ପାରିବେ।

ଓ୍ବେବସିିରିଜ ମିର୍ଜାପୁର ରେ ରବୀନ ରୋଲ କରୁଥିବା ପ୍ରିୟାଂଶୁ ଏକ ନ୍ୟୁଜ ପୋର୍ଟଲରେ ଇନ୍ଟ୍ରବ୍ୟୁ ଦେଇଥିଲେ। ନିଜର ବିବାହକୁ ନେଇ ସେ କହିଛନ୍ତି କି ସେ ଭାବୁଛନ୍ତି କି ବର୍ଷର ଶେଷକୁ ଭଲ ଅନୁଭୂତିରେ ଶେଷ କରାଯାଉ। ବିବାହରେ ୨୫ ଲୋକ ତାଙ୍କ ତରଫରୁ ଏବଂ ଝିଅ ଘର ତରଫରୁ ୨୫ ଜଣ ଆସିବେ।

ସେଇଠି ଯଦି କୁହାଯାଏ ଯଦି ବନ୍ଦନା ଜୋଶିଙ୍କ କଥା ତେବେ ସେ ଆକ୍ଟର କମ ଡାନ୍ସର ଅଧିକ। ପ୍ରିୟାଂଶୁ ମଧ୍ୟ କେତେକ ସର୍ଟ ଫିଲ୍ମରେ ବନ୍ଦନାଙ୍କ ସହିତ କାମ କରିଥିଲେ। ବନ୍ଦନା ଟିଭି ଦୁନିଆରେ ମଧ୍ୟ ନାମ କମେଇଛନ୍ତି।

ଅଭିନେତ୍ରୀ ଜଣକ ଦିଲ ସେ ଦିଆ ବଚନ , ସପନୋଂ କେ ଭବର ମୈ , ପରି ଟିଭି ସିରିଏଲରେ କାମ କରିଛନ୍ତି। ବନ୍ଦନା ନିଜର ଆକ୍ଟିଙ୍ଗ ପାଇଁ ତାଙ୍କୁ ଫେବରେଟ ବୋହୁର ଆଓ୍ବଡ ମିଳିଥିଲା। ଏମିତିରେ ବି ସେ ଟିଭି ଜଗତର ଜଣେ ଚର୍ଚିତ ଆକ୍ଟର ଅଟନ୍ତି।

ଏବେ ଯଦି ପ୍ରିୟାଂଶୁଙ୍କ କଥା କହିବେ ‘ମିର୍ଯାପୁର’ ବ୍ୟତିତ ସେ ହଲିଉଡର ‘ଏକ୍ସବ୍ରୈକ୍ଶନ’ରେ ବହୁତ ଭଲ କାମ କରିଥିଲେ। ତାଙ୍କର ରୋଲ ଛୋଟ ଥିଲା କିନ୍ତୁ ବହୁତ ଖାସ ଦମଦାର ଥିଲା। ପ୍ରିୟାଂଶୁ ତାପସୀଙ୍କ ସହିତ ମଧ୍ୟ ଫିଲ୍ମ ‘ରଶ୍ମି ରକେଟ’ ରେ କାମ କରୁଛନ୍ତି।

ଏବେ ‘ମିର୍ଜାପୁର’ରେ ସବୁବେଳେ ‘ୟେ ଭି ଠିକ ହେ’ କହୁଥିବା ପ୍ରିୟାଂଶୁ ପ୍ରକୃତ ଜୀବନରେ ମଧ୍ୟ ସବୁ ଠିକ କରିବାକୁ ଯାଉଛନ୍ତି। ଏଥିପାଇଁ ୨୦୧୩ରେ ବନ୍ଦନାକୁ ଜାଣିଥିବା ଆକ୍ଟର ଏବେ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *