ଆମାଜନ ସ୍ୱୀ-କା-ର କରିଛି ଯେ କମ୍ପାନୀର କିଛି ଡ୍ରାଇଭରମାନେ ପ୍ଲାଷ୍ଟିକ ବୋତଲରେ ପ-ରି-ସ୍ରା କରୁଥିଲେ । ସେଥିପାଇଁ ଆମେରିକା ସାଂସଦଙ୍କୁ କ୍ଷ-ମା ମାଗିବାକୁ ପଡିଛି :-

ଅମାଜନ ସ୍ୱୀକାର କରିଛି କିଛି ଡ୍ରାଇଭର ପ୍ଲାଷ୍ଟିକ ବୋତଲରେ ପ-ରି-ସ୍ରା କରିଛନ୍ତି । ଯେବେ ଆମେରିକାର ୱିସ୍କନ୍ସିନର ଡେମୋକ୍ରେଟ ମାର୍କ ପୋକାନ ଏହି ବିଷୟରେ ଟ୍ୱିଟ କରିଛନ୍ତି ସେବେଠାରୁ ଏହି ବି-ବା-ଦ ଆରମ୍ଭ ହୋଇଛି ।

ନୂଆଦିଲ୍ଲୀରେ ପ୍ରତିଷ୍ଟିତ ଇ-କମର୍ସ କମ୍ପାନୀ ଅମାଜନକୁ ଏହି ଘ-ଟ-ଣା ପାଇଁ ଆମେରିକା ସାଂସଦଙ୍କୁ କ୍ଷ-ମା ମାଗିବାକୁ ପଡିଛି । ଯାହାକୁ ସେମାନେ ମାନିବାକୁ ମନାକରିଥିଲେ କି ତାଙ୍କର କିଛି ଡ୍ରାଇଭରମାନଙ୍କୁ ପ୍ଲାଷ୍ଟିକ ବୋତଲରେ ପ-ରି-ସ୍ରା କରିବା ପାଇଁ ବାଧ୍ୟ କରାଯାଉଥିଲା । ଏହି ବି-ବା-ଦଟି ଆମେରିକାର ୱିସ୍କନ୍ସିନର ଡେମୋକ୍ରେଟ ମାର୍କ ପୋକାନଙ୍କ ସମୟରେ ଆରମ୍ଭ ହୋଇଥିଲା । ସେ ମଧ୍ୟ ଏହି ବିଷୟରେ ଟ୍ୱିଟ କରିଥିଲେ । ସେ କହିଛନ୍ତି, ” ଶ୍ରମିକମାନଙ୍କୁ 15 ଡଲାର ଦେବା କେବଳ ଆପଣଙ୍କୁ ପ୍ରଗତିଶୀଳ କର୍ମକ୍ଷେତ୍ରରେ ପରିଣତ କରେ ନାହିଁ , ଯେତେବେଳେ ଆପଣମାନେ ସଙ୍ଘ ଗଠନ କରିବାକୁ ଅନୁମତି ଦିଅନ୍ତି ନାହିଁ ଏବଂ ସେମାନଙ୍କୁ ବୋତଲରେ ପ-ରି-ସ୍ରା କରିବାକୁ ବାଧ୍ୟ କରିଥାନ୍ତି । କିଛି ସମୟ ପୂର୍ବରୁ ଆମାଜନ ଏକ ଆଲାବାମା ସୁବିଧାରେ ଶ୍ରମିକମାନଙ୍କ ସଂଘ ଗଠନକୁ ବି-ରୋ-ଧ କରିଥିଲା । ପୋକନଙ୍କ ଟ୍ୱିଟ ସେହି ବିଷୟରେ ଥିଲା ।

Google

ଏହାର କିଛି ସମୟ ପରେ ଆମାଜନ ଏହାର ଅଫିସିଆଲ ଆକାଉଣ୍ଟକୁ ଜବାବ ଦେଇ କହିଲା , ” ବୋତଲରେ ପ-ରି-ସ୍ରା କରୁଥିବାର ଘ-ଟ-ଣାକୁ କଣ ଅ-ପଣ-ନମା-ନେ ବିଶ୍ୱାସ କରୁଛନ୍ତି ? ଯଦିଓ ଏହା ସତ୍ୟ ହୋଇ ଥାଆନ୍ତା ତାହାଲେ କେହି କମ୍ପାନୀ ପାଇଁ କାମ କରିନଥାନ୍ତେ । ପରେ ମିଡିଆରେ ଆସିଥିବା ଖବରରେ କୁହାଯାଇଛି କି ଆମାଜନରେ କାମକରୁଥିବା କିଛି ଲୋକମାନେ ଏଭଳି କାର୍ଯ୍ୟ କରିବା କଥା କହିଛନ୍ତି ଏବଂ ବାସ୍ତବରେ ସେମାନଙ୍କ ପାଖରେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିବା ଛଡା ଆଉ କୌଣସି ଉପାୟ ନଥିଲା ।

ଏଥି ସହିତ ଇଣ୍ଟରସେପ୍ଟ ୱେବସାଇଟର କହିବା ଅନୁସାରେ ସେମାନେ କିଛି ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟ ପାଇଛନ୍ତି ଯାହା ଦର୍ଶାଇଥାଏ କି କମ୍ପାନୀ ଅଧିକାରୀମାନଙ୍କୁ ଏହି ସମସ୍ୟା ବିଷୟରେ ଜଣାଥିଲା । କିଛି ଆମାଜନ କର୍ମଚାରୀମାନଙ୍କ ଅ-ଭିଯୋ-ଗକୁ ସୂଚାଇ ଶ୍ରମିକମନେ ସେମାନଙ୍କ ବିବୃତ୍ତି ଦେଇଛନ୍ତି । ଯାହାଦ୍ୱାରା ଜଣାପଡ଼ିଥାଏ ଯେ ସେମାନେ ବିନା ଆରାମରେ କାର୍ଯ୍ୟ କରିଚାଲୁ ଥିଲେ । ଏହି କର୍ମଚାରୀମାନଙ୍କ ମଧ୍ୟରେ ଉଭୟ ପ୍ରକ୍ରିୟାକରଣ ସୁବିଧା ଏବଂ ଡ୍ରାଇଭର ଆସିଥାନ୍ତି ।

ଗତ ଶୁକ୍ରବାର ଦିନ ଆମାଜନ କହିଛି, ” ଯେ ସେ ଡେମୋକ୍ରେଟ ସାଂସଦ ମାର୍କ ପୋକନଙ୍କୁ କ୍ଷ-ମା ମାଗିଛନ୍ତି । କମ୍ପାନୀ କହିଲା କି ସେ ଭୁଲ ଟ୍ୱିଟ କରିଛି । ଏହା ତାଙ୍କ ସହ ଜ-ଡି-ତ ଡ୍ରାଇଭରମାନଙ୍କୁ ବି-ଚା-ର କରିନଥିଲା ଵରଂ ସାମଗ୍ରୀ ଯୋଗାଇ ଦିଆଯାଉଥିବା କେନ୍ଦ୍ରମାନଙ୍କ ବିଷୟରେ କୁହାଯାଉଥିଲା । ଯେଉଁଠାରେ କର୍ମଚାରୀମାନଙ୍କ ପାଇଁ ଶୌଚାଳୟ ଉପଲବ୍ଧ ଅଛି ।

Leave a Reply

Your email address will not be published. Required fields are marked *