ସମୁଦ୍ର କୂଳରେ ଦମ୍ପତି ଙ୍କୁ ମିଳିଲା ବହୁତ ର୍ଦୁଗନ୍ଧିତ ପଥର, ଫଟୋ ଦେଖି ପୋଲିସ କରିଦେଲେ ହୋମ କ୍ବାରେଣ୍ଟଟାଇନ

ଭାଗ୍ୟ ବଦଳି ବାରେ ଡେରି ଲାଗେ ନାହିଁ। କେତେବେଳେ କାହାର ଭାଗ୍ୟ ବଦଳିବ କେହିବି ଯାଣି ନାହିଁ। ଏବେ ଏହା ଭାଗ୍ୟ ର ଖେଳ ଥିଲା କି ଯେ ଏମିତି ଏକ ଦମ୍ପତି ସମୁଦ୍ର କୂଳରେ ବୁଲୁ ଥିଲେ ତାଙ୍କ ହାତରେ ଏମିତି ଏକ ଜିନିଷ ଲାଗିଲା କି ଯାହା ପରେ ତାଙ୍କ ଜୀବନ ସମ୍ପୂର୍ଣ ରୂପେ ବଦଳି ଗଲା। ଏହି ଦମ୍ପତି ଙ୍କୁ ସମୁଦ୍ର କୂଳରେ ଏକ ଅଜବ ପ୍ରକାର ର ପଥର ମିଳଥିିଲା। ଯେତେବେଳେ ସେମାନେ ଏହି ପଥର ବିଷୟ ରେ ଜଣେଇଲେ , ତା କିଛି ସମୟ ପରେ ପୋଲିସ ଯାଇ ତାଙ୍କ ଘରେ ପହଁଚି ଏବଂ ସେହି ଦମ୍ପତି ଙ୍କୁ କ୍ବାରେଣ୍ଟଟାଇନ କରିଦେଲେ। ସହି ଦମ୍ପତି ବୁଝି ପାରିଲେନି ଯେ ତାଙ୍କ ସହିତ କ’ଣ ହେଉଛି? ଏହି ପୁରା ମାମଲା ସାମ୍ମନା କୁ ଆସିଲା ତ ଲୋକମାନେ ମଧ୍ୟ ଚକିତ ହୋଇଗଲେ।

ମାମଲା ୨୦୧୬ ରେ ସାମ୍ମନା କୁ ଆସିଥିଲା। ଯେତେବେଳେ ଇଂଗଲଣ୍ଡ ର ଲଙ୍କାଶାୟର ରହୁଥିବା ଏକ ଦମ୍ପତି ସ୍ଟିବନ ଏବଂ ତାଙ୍କ ସ୍ତ୍ରୀ ବାଇଲା ସମୁଦ୍ର କୂଳରେ ନିଜର କୁକୁର ସହିତ ବୁଲୁ ଥିଲେ। ଏହା ତାଙ୍କର ଫେବୋରାଇଟ ସ୍ପଟ ଥିଲା।

ବୁଲୁ ବୁଲୁ ଏହି ଦମ୍ପତି ଙ୍କୁ ଅଜବ ପ୍ରକାର ର ର୍ଦୁଗନ୍ଧ ଆସିବାକୁ ଲାଗିଲା। ସେ ଭାବିଲେ କେଉଁ ପଶୁ ମରିଛି ବୋଧେ। ସେ ସମୁଦ୍ର କୂଳରେ ଖୋଜିବାକୁ ଲାଗିଲେ। କିନ୍ତୁ ତାଙ୍କୁ କେଉଁଠି କିଛି ପଶୁ ମିଳିଲାନି। ଅଚାନକ ତାଙ୍କ ନଜର ପଡିଲା ସମୁଦ୍ର କୂଳ ରେ ପଡିଥିବା ଅଦଭୂତ ଜିନିଷ ଉପରେ। ଯେଉଁଟା ଦେଖିବାକୁ ପୁରା ପଥର ପରି।

ପଥର ର ସାଇଜ ଫୁଟ ବଲ ପରି ଥିଲା। ସେମାନେ ସମୁଦ୍ର କୂଳରେ ବହୁତ ଜିନିଷ ଦେଖିଥିଲେ କିନ୍ତୁ ଏମିତି ଜିନିଷ ସେ କେବେବି ଦେଖିନଥିଲେ। ସେମାନେ ପଥର କୁ ଉଠେଇ ନେଲେ। ର୍ଦୁଗନ୍ଧ ଏହି ପଥର ରୁ ଆସୁଥିଲା।

ଦମ୍ପତି ଙ୍କୁ ଏହି ପଥର ବିଷୟ ରେ କିଛି ଜଣା ନ ଥିଲା। କିନ୍ତୁ ସେମାନେ ତାକୁ ଛାଡି ଯାଉ ନ ଥିଲେ। ସେମାନେ ନିଜର ଭାଗ୍ୟ ଦେଖିବା ର ନିସ୍ପତି ନେଲେ।
ସେମାନେ ପଥର କୁ ନେଇ ଘରକୁ ଆସିଲେ। ସେମାନେ ଆସି ସେହି ପଥର କୁ ଓଜନ କଲେ ତା ଓଜନ ୩.୫ ପୌଂଡ ହେଲା। ସେ ତୁରନ୍ତ ଏହାର ଫଟୋ ଉଠାଈ ନିଜର ଫେସବୁକ ପେଜ ରେ ପୋଷ୍ଟ କରିଦେଇ ଲୋକମାନଙ୍କ ଠାରୁ ଏହା ବିଷୟ ରେ ଜାଣିବାକୁ ଚାହିଁଲେ।

ତାର ପୋଷ୍ଟ କୁ ଦେଖି କେତେକ ଲୋକ ତାହା ଉପରେ କମେଣ୍ଟ୍ କରିଲେ। କେତେକ ଲୋକ ଏହାକୁ ସମୁଦ୍ର ରେ ଫୁଟିଥିବା ଜ୍ବାଲାମୂଖୀ ର ଖଣ୍ଡ ବୋଲି କହିଲେ ଏବଂ ଆଉ କେତେକ ଲୋକ ତାକୁ ଉଲକା ପିଣ୍ଡ ବୋଲି କହିଲେ। କେହିବି ଏହାର ସ୍ପଷ୍ଟ ଉତ୍ତର ଦେଇପାରିଲେ ନାହିଁ। ପୋଷ୍ଟ ବିଷୟ ରେ ଏକ୍ସପୋର୍ଟସ୍ ମାନଙ୍କୁ ଜଣା ପଡିଗଲା।

ପଥରର ଆକାର ମୋମୋ ପରି ଥିଲା ଏବଂ ଏହା ରବର ପରି ଟାଣି ହେଉଥିଲା। ଆଖପାଖ ଯାଗାରେ ପଥର ପାଇଁ ସିଉଳି ହୋଇଯାଇ ଥିଲା। ପୋଲିସ ଏବଂ ଏକ୍ସପୋର୍ଟ ର ଟିମ ଯାଇ ସେଠି ପହଁଚିଲେ ଏବଂ ସେଠି ଦମ୍ପତି ଙ୍କ ଘର ବନ୍ଦ କରିଦେଲେ। ଦମ୍ପତିଙ୍କୁ ସମସ୍ତ ଙ୍କ ଠାରୁ ଅଲଗା କରି ଦିଆ ଗଲା।

କିଛି ସମୟ ପରେ ଏକ୍ସପୋର୍ଟସ ପଥର ର ଡିଟେଲ୍ସ ବାହାର କଲେ। ଏହି ପଥର ବାସ୍ତବରେ ହ୍ବେଲ ମାଛ ର ବାନ୍ତି ଥିଲା। ଏହାକୁ ଏମ୍ବାରଗ୍ରୀସ କୁହାଯାଏ। ଏେ ସମୁଦ୍ର ରୁ ଭାସି ଆସି କୂଳରେ ଲାଗିଥିଲା। ଏହି ପଥର ର ମୂଲ୍ୟ ବିଷୟରେ ଦମ୍ପତିଙ୍କୁ କୁହାଗଲା ତ ସେମାନେ ଖୁସି ରେ ଚିଲେଇବାକୁ ଲାଗିଲେ।

ବାସ୍ତବରେ ଏମ୍ବାରଗ୍ରୀସ ପଥର ର ବ୍ୟବହାର ଦାମି ପରଫ୍ୟୁମ ବନେଇ ବାରେ କରାଯାଏ। ସ୍ଟିବନ ଏବଂ ବାଇଲା ଙ୍କୁ ଯେଉଁ ପଥର ମିଳିଥିଲା ତାହାର ଦାମ ୫୦ ଲକ୍ଷ ଥିଲା। ଦମ୍ପତି ପଥର କୁ ବିକ୍ରି କରିଦେଲେ ଏବଂ ଏହା ପରେ ଦମ୍ପତି ନିଜର ନୂଆ ଘରେ ଆରାମ ରେ ରହୁଛନ୍ତି।

ତ ଆପଣ ମାନେ ଦେଖିଲେ ତ ଭାଗ୍ୟ କେତେବେଳେ ଓ କେମିତି ବଦଳି ଯାଏ କେହିବି ଜାଣି ପାରେ  ନାହିଁ। ଯେଉଁ ର୍ଦୁଗନ୍ଧ ପଥର ବିଷୟ ରେ କେହି କିଛି ଜଣି ନଥିଲେ , ସହି ପଥର ଦମ୍ପତି ଙ୍କର ଭାଗ୍ୟ ବଦଳେଇ ଦେଲା। ଏହି ଦମ୍ପତି ଙ୍କର ଷ୍ଟୋରି କୁ କେତେଥର ମଧ୍ୟ ସେୟାର କରାଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *