ଗଭୀର ବେମାରୀରେ ପଡ଼ିଥିବା ଅଭିନେତ୍ରୀ ମୀଷ୍ଟି ମୁଖାର୍ଜୀ ଙ୍କର ମୃତ୍ୟୁ, ଲୋକମାନେ ଏହି ନାମରେ ଆଉ ଏକ ଅଭିନେତ୍ରୀ ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ବଲିଉଡ ଓ ବଙ୍ଗାଳି ଫିଲ୍ମ ରେ କାମ କରିସାରିଥିବା ଅଭିନେତ୍ରୀ ମୀଷ୍ଟି ମୁଖାର୍ଜୀ ଙ୍କର ମୃତ୍ୟୁ ହୋଇସାରିଛି। ଅଭିନେତ୍ରୀ କିଛି ଫିଲ୍ମ ରେ କାମ କରିବା ସହିତ ଆଇଟମ ନମ୍ବର ମଧ୍ୟ କରିଥଲେ। ମୀଷ୍ଟି ଙ୍କର ଅଚାନକ ମୃତ୍ୟୁ ରେ ତାଙ୍କ ଫ୍ୟାନ ଓ ତାଙ୍କୁ ଜାଣିଥିବା ଲୋକ ବହୁତ ଚକିତ ହୋଇ ଯାଇଛନ୍ତି। କୁହାଯାଇଛି, ମୀଷ୍ଟି ଙ୍କର କିଡନି ସହ ସମ୍ବନ୍ଧିତ ଥିବା ବେମାରୀ ଥିଲା ଓ ତାହାର ଚିକିତ୍ସା ମଧ୍ୟ ଚାଲିଥିଲା। ସୂତ୍ର ଅନୁସାରେ, କିଡନି ଫେଲ ହେବା କାରଣରୁ ମୀଷ୍ଟି ଙ୍କ ମୃତ୍ୟୁ ହୋଇଛି। କୁହାଯାଇଛି କି, ମୀଷ୍ଟି ମୁଖାର୍ଜୀ ଙ୍କ ମୃତ୍ୟୁ ରେ ଲୋକମାନେ ଆଉ ଏକ ଅଭିନେତ୍ରୀ ମୀଷ୍ଟି ଚକ୍ରବର୍ତ୍ତୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଦେଇଛନ୍ତି

ମୀଷ୍ଟି ଫିଲ୍ମ ଇଣ୍ଡଷ୍ଟ୍ରି ରେ ପାଖାପାଖି ଦଶ ବର୍ଷ ହେବ ଆକ୍ଟିଭ ଥିଲେ। ସେ ୨୦୧୨ ରେ ନିଜ ଫିଲ୍ମ କ୍ୟାରିୟର ର ଆରମ୍ଭ ଫିଲ୍ମ”ଲାଇଫ କି ତୋ ଲଗ ଗଇ”ରୁ କରିଥଲେ। ଏହାଛଡ଼ା ସେ କିଛି ଫିଲ୍ମ ରେ ଓ ଆଇଟମ ଗୀତରେ ନଜର ଆସିଥିଲେ। ପ୍ରାୟତଃ ତାଙ୍କୁ ବଡ଼ ପ୍ରୋଜେକ୍ଟ ମିଳି ନାହିଁ।

ମୀଷ୍ଟି ନିଜ ଫିଲ୍ମ ରେ କେତେ ଅଧିକ ବିବାଦ ଚାଲୁଥିବା ପରେ ମଧ୍ୟ ସୁଖରେ ଥିଲେ। ମୀଷ୍ଟି ଉପରେ ୨୦୧୪ ରେ ସେକ୍ସ ରେକେଟ ଚାଲୁଥିବା ର ଆରୋପ ଲାଗିଥିଲା। ତାଙ୍କ ଘରର ଯେବେ ତଲାସ ନିଆଗଲା ସେଠୁ କେତେ ସିଡି ଓ ଟେପ ମିଳିଥିଲା। ପୋଲିସ ଖୋଜାଖୋଜି କରିବାରୁ ତାଙ୍କ ହାଇ ପ୍ରୋଫାଇଲ ସେକ୍ସ ରେକେଟ ରେ ଧରିଥିଲେ। ଏମିତିକି ପୋଲିସ ମୀଷ୍ଟି ମୁଖାର୍ଜୀ ଙ୍କ ପରିବାର କୁ ମଧ୍ୟ ଏ ଘଟଣାରେ ଆରୋପି ବନାଇ ଥିଲେ।

https://www.instagram.com/p/CF5VS_1ph6W/?utm_source=ig_web_copy_link

କିଛି ନ୍ୟିଜୁ ରିପୋର୍ଟ୍ସ ମୀଷ୍ଟି ମୁଖାର୍ଜୀ ଙ୍କର କଥା ବଙ୍ଗାଳୀ ଅଭିନେତ୍ରୀ ଓ ମଡେଲ ମୀଷ୍ଟି ଚକ୍ରବର୍ତ୍ତୀ ଙ୍କ ମୃତ୍ୟୁ ଖବର ଆସିଲା ଓ ସୋସିଆଲ ମିଡିଆରେ ଫ୍ୟାନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଲାଗିଲେ। ଏହାପରେ ସୋସିଆଲ ମିଡିଆରେ ମୀଷ୍ଟି ଚକ୍ରବର୍ତ୍ତୀ ନିଜେ ସାମ୍ନାକୁ ଆସି କହିଲେ କି ସେ ଏବେ ବଞ୍ଚିଛନ୍ତି ଓ ପୁରା ସୁସ୍ଥ ଅଛନ୍ତି। ମୀଷ୍ଟି ଇନଷ୍ଟାଗ୍ରାମ ଗୋଟେ ଫେକ ରିପୋର୍ଟ ର ସ୍କ୍ରିନସଟ ସେୟାର କରି ଲେଖିଲେ,”କିଛି ପେକ ମିଡିଆ ରିପୋର୍ଟସ ଙ୍କ ଅନୁସାରେ ମୁଁ ଆଜି ମରିଗଲି। ଭଗବାନ ଙ୍କ କୃପା କି ମୁଁ ବଞ୍ଚିଛି ଓ ପୁରା ସୁସ୍ଥ ଅଛି। ଆଉ ମୋତେ ବହୁତ ଆଗକୁ ଯିବାର ଅଛି ସାଙ୍ଗମାନେ”।

Leave a Reply

Your email address will not be published. Required fields are marked *