ସ୍ଵାମୀକୁ ନଂପୁସକ କହିବା ପରେ ଦିଲ୍ଲୀ ହାଇକୋର୍ଟ ପତ୍ନୀକୁ କଲେ ତାଗିଦ, କହିଲେ ଏ ଆରୋପ ଲଗାଇବା ନିଷ୍ଠୁରତା ସହ ସମାନ

ଦିଲ୍ଲୀର ଏକ ମହିଳା ପ୍ରଥମେ ନିଜ ସ୍ଵାମୀଙ୍କ ଉପରେ ବ‌ହୁତ ଗମ୍ଭୀର ଆରୋପ ଲଗାଇଲେ ଏବଂ ତାଙ୍କ ସହ ନ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କୁଯେବେ ସୁପ୍ରିମକୋର୍ଟ ଦ୍ଵାରା ସ୍ଵାମୀଙ୍କ ଦରଖାସ୍ତ ଉପରେ ମୁକ୍ତି ଦେବାକୁ ଆଦେଶ ଦିଆଯାଇଥିଲାତ ସେହି ମହିଳା ଫଇସଲା ରୁଦ୍ଧ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲେ। ଦିଲ୍ଲୀ ହାଇକୋର୍ଟ ମହିଳାଙ୍କ ଦରଖାସ୍ତ ଉପରେ ଶୁଣାଣି କରି ତାଙ୍କ ଉପରେ କଠୋରାବାସ ଲଗାଇଲେ ଏବଂ ସୁପ୍ରିମକୋର୍ଟ ଦ୍ଵାରା ସ୍ଵାମୀଙ୍କ ଦରଖାସ୍ତ ଉପରେ ମୁକ୍ତି ଦେବାର ଆଦେଶକୁ ଚାଲୁ ରଖିଲେ।

ଦିଲ୍ଲୀ ହାଇକୋର୍ଟ ଏହା କହି ଦରଖାସ୍ତକୁ ରୁଦ୍ଧ କଲେକି ଜୀବନସାଥିଙ୍କ ବିରୋଧରେ ନଂପୁସକତାର ମିଛ ଆରୋପ ଲଗାଇବା ନିଷ୍ଠୁରତା ସହ ସମାନ। ଆଇନ୍ ଜୀବି ମନମୋହନ ଏବଂ ଆଇନ୍ ଜୀବି ସଂଜୀବ ନଋଲା ପଛରେ କହିଥିଲେ କି ଏହି ବିଷୟରେ କାନୁନକୁ ଆଖି ଆଗରେ ରଖି ନିମ୍ନ ଅଦାଲତ ରେ ଅନୁସନ୍ଧାନ ଏବଂ ପର୍ଯ୍ୟବେକ୍ଷଣର କୌଣସି ଅଭାବ ନରକୁ ଆସିନି | ପତ୍ନୀଙ୍କ ଲିଖିତ ବୟାନରେ ନଂପୁସକତା ସମ୍ବୋଧୀୟ ଆରୋପ ସ୍ପଷ୍ଟ ଭାବରେ ଅଦାଲତ ତଳେ ଘୋଷଣା କରାଯିବା ସମୟରେ ଏହି ମାନ୍ୟତା ଆସିଅଛି କି ହିନ୍ଦୁ ବିବାହର ନାଟକ କରି ସ୍ଵାମୀ ଠାରୁ ମୁକ୍ତି ପାଇବା ଦରଖାସ୍ତ ଉପରେ ସୁପ୍ରିମକୋର୍ଟ ଠିକ୍ ଆଦେଶ ଦେଇଥିଲେ।

ଏହା ହେଉଛି ପୂରା ଘଟଣ:

ଦିଲ୍ଲୀରେ ରହୁଥିବା ଏହି ମହିଳାଙ୍କ ବାହାଘର ୨୦୧୨ ମସିହାରେ ହୋଇଥିଲା। ଏହି ମହିଳାଙ୍କର ଏହା ପ୍ରଥମ ବିବାହ ଥିଲା। ଯେତେବେଳେ ତାଙ୍କ ସ୍ବାମୀଙ୍କର ଏହା ଦ୍ଵିତୀୟ ବିବାହ ଥିଲା। ସେହି ବାହାଘରର କିଛି ସମୟ ପରେ ମ‌ହିଳା ଜଣଙ୍କ ନିଜ ଘରେ ରହିବାକୁ ଚାଲିଯାଇଥିଲେ ଏବଂ ଆଉ ଶାଶୁଘରକୁ ଆସିଲେ ନାହିଁ। ମହିଳା ଜଣକ ତାଙ୍କ ସ୍ଵାମୀ ତାଙ୍କ ସହ ଯୌନ ସଂପର୍କ ରଖିନଥିବାର ଆରୋପ ଲଗାଇଛନ୍ତି। ଏହି ଆରୋପ ଉପରେ ସ୍ବାମୀଙ୍କ ଓକିଲ କୋର୍ଟରେ ଯୁକ୍ତି କରିଛନ୍ତି କି ପତ୍ନୀ ଦ୍ଵାରା ଲିଖିତ ବୟାନରେ ଲଗାଯାଇଥିବା ଆରୋପ ଗମ୍ଭୀର ଏବଂ ବ୍ୟକ୍ତିର ଛବି ଉପରେ ପ୍ରଭାବ ପକାଇବା ସହ ତାର ମାନସିକ ସ୍ଥିତିକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ।

ପଛରେ ସ୍ବାମୀଙ୍କ ଓକିଲ ଏହି ଦଲିଲକୁ ଗ୍ରହଣ କରିଥିଲେ। ସ୍ବାମୀ ତାଙ୍କ ପତ୍ନୀଙ୍କ ଦ୍ଵାରା ଲଗାଯାଇଥିବା ଏହି ଗମ୍ଭୀର ଆରୋପରୁ ସେ ଓହରି ନିଜ ବାହାଘରକୁ ସମାପ୍ତ କରିବାକୁ ଗୁହାରି କରିଥିଲେ। ଦରଖାସ୍ତ ଫର୍ମରେ ବ୍ୟକ୍ତି କହିଥିଲେ କି ମହିଳାଙ୍କ କହିବା ଅନୁସାରେ ଯୌନ ସଂପର୍କରେ ରୁଚି ନାହିଁ। ବିବାଦ ପୂର୍ବରୁ ତାଙ୍କୁ ଏହା ଜଣାନଥିଲା। ସେ ବିବାହ ପାଇଁ ହଁ କହିଥିଲେ କିନ୍ତୁ ସେଥିରେ ମହିଳାଙ୍କ କହିଥିବା ମାନସିକ ଅବସ୍ଥା ସମ୍ବନ୍ଧୀୟ ତଥ୍ୟକୁ ଲୁଚା ଯାଇଥିଲା। ସ୍ବାମୀ କୋର୍ଟରେ କହିଥିଲେ କି ଯଦି ମହିଳାଟି ବିଷୟରେ ସବୁ ଉଚିତ୍ କଥା ଜାଣିଥାନ୍ତେ ତାହେଲେ ସେ ବାହା ହୋଇନଥାନ୍ତେ।

ସ୍ବାମୀଙ୍କ ଦରଖାସ୍ତ ର ଜବାବରେ ମହିଳା କହିଥିଲେ କି ତାଙ୍କ ସ୍ବାମୀ ନଂପୁସକତାର ସମସ୍ୟା ରେ ପିଡୀତ ଏବଂ ବାହାଘର ନ ରହିବାର ଅସଲ କାରଣ ହେଉଛି ଏହା। ମହିଳା ଜଣଙ୍କ ଶାଶୁ ଶ୍ୱଶୁରଙ୍କ ଉପରେ ବି ଗମ୍ଭୀର ଆରୋପ କରିଛନ୍ତି ଏବଂ କହିଥିଲେ କି ଏମାନେ ତାଙ୍କୁ ଯୌତୁକ ମାଗୁଛନ୍ତି। ମହିଳା ଏହି ଆରୋପ ଲଗାଇଥିଲେ କି ଯୌତୁକ ମାଗିବା ସହ ଶଶୁର ଘର ଲୋକେ ତାଙ୍କସହ ଉଚିତ୍ ବ୍ୟବହାର କରୁନାହାଁନ୍ତି ଏବଂ ତାଙ୍କୁ ବାଡାବାଡି କରୁଛନ୍ତି।

ହାଇକୋର୍ଟ ପୂରା ଘଟଣା ଶୁଣିବା ପରେ ସୁପ୍ରିମକୋର୍ଟ କୁ ମୁକ୍ତି କରିବା ଆଦେଶକୁ ରୁଦ୍ଧ କରିବା କଥା ସ୍ବୀକାର କରିନାହାନ୍ତି। ପଛରେ କହିଥିଲେ କି ମହିଳା ପ୍ରଥମେ ସ୍ବାମୀ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ। ଏମିତି ଆରୋପ ଲଗାଯିବା ଦ୍ଵାରା ତାଙ୍କ ଉପରେ ଗଭୀର ନକରାତ୍ମକ ପ୍ରଭାବ ପଡ଼ିପାରେ। ଯେତେବେଳେ ଅଦାଲତ ମୁକ୍ତିର ଆଦେଶକୁ ଘୋଷଣା କରିଥିଲେ ତ ସେତେବେଳେ ମହିଳା ମୁକ୍ତିପତ୍ରକୁ ରୁଦ୍ଧ କରି ସ୍ବାମୀଙ୍କ ସହ ରହିବାକୁ ଚାହିଁଥିଲେ ପଛରେ କହିଥିଲେ କି ମହିଳାଙ୍କ ଆରୋପକୁ ସୁପ୍ରିମକୋର୍ଟର ବିଶେଷଜ୍ଞଙ୍କ ଆଦେଶ ଆଧାରରେ ଖାରିଜ୍ କରାଯାଇଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *