ଏହି ଫିଲ୍ମ ସୁଟିଙ୍ଗ ସେଟରେ ହୋଇଥିଲା ଭୟ-ଙ୍କର କା-ଣ୍ଡ, ୫୦ ଜଣଙ୍କର ମୃ-ତ୍ୟୁ ହୋଇଥିଲା

ଫିଲ୍ମ ବନେଇବା ପାଇଁ ନା କେବଳ ସ୍ଟାର୍ସ ମାନଙ୍କ କ୍ୟାରିଅର ଏବଂ ପ୍ରଡ୍ୟୁସର ମାନଙ୍କ ପଇସା ବାଜି ଲାଗିନଥାଏ ବଂର କିଛି ଏପରି ଲୋକମାନଙ୍କର ଜୀବନ ବାଜିରେ ଲାଗି ଯାଇଥାଏ, ଯେଉଁ ଲୋକମାନେ କ୍ୟାମେରା ପଛରେ ରହି କାମ କରିଥାନ୍ତି। ସେହି ସବୁ ଲୋକମାନଙ୍କୁ ଦର୍ଶକ କ’ଣ ଫିଲ୍ମର ଡାଇରେକ୍ଟର ମଧ୍ୟ ଚିହ୍ନି ନଥାନ୍ତି। ମେକର୍ସ ଏହି କଥାର ଧ୍ୟାନ ରଖିଥାନ୍ତି କି ସୁଟିଙ୍କ ସେଟ କୌଣସି ପ୍ରକାରର ର୍ଦୁ-ଘଣା ଯେମିତି ନ ହେଉ। ଆଜି ଆମେ ଆପଣଙ୍କୁ ଏକ ଏପରି ସେଟ ବିଷୟରେ କହିବାକୁ ଯିଉଛୁ ଯେଉଁ ସେଟରେ ନିଆଁ ଲାଗି ଯାଇଥିଲା। ଯେଉଁଥିରେ ଲକ୍ଷ ଲକ୍ଷ ଲୋକମାନଙ୍କର କ୍ଷତି ହେବା ସହିତ କେତେ ଜଣଙ୍କ ଜୀବନ ମଧ୍ୟ ଯାଇଥିଲା।

ରାଜା ହରିଶଚନ୍ଦ୍ର

Raja Harishchandra

ସୁଟିଙ୍ଗ ସେଟରେ ର୍ଦୁଘ-ଟଣା ହେବା ଲିଷ୍ଟରେ ସର୍ବ ପ୍ରଥମ ନାମ ହେଉଛି ଫିଲ୍ମ ” ରାଜା ହରିଶଚନ୍ଦ୍ର “। ଏହି ର୍ଦୁଘ-ଟଣା ଫିଲ୍ମ ସୁଟିଙ୍ଗ ହେବା ପରେ ହୋଇଥିଲା। ୧୯୧୭ ମସିହାରେ ଫିଲ୍ମର ଶେଷ ପ୍ରିଣ୍ଟରେ ନିଆଁ ଲାଗି ଯାଇଥିଲା , ଯେତେବେଳେ ଏହି ର୍ଦୁଘ-ଟଣା ହେଲା ସେହି ସମୟରେ ଫିଲ୍ମର ପ୍ରିଣ୍ଟିକୁ ଏକ ସିନେମା ଟେଣ୍ଟରୁ ଅନ୍ୟକୁ ନିଆ ଯାଉଥିଲା। ପ୍ରିଣ୍ଟରେ ନିଆଁ ଲାଗିବା ପରେ ଫିଲ୍ମର ନିର୍ଦେଶକ ଫାଲ୍କେ ଫିଲ୍ମକୁ ପୁଣି ଥରେ ସୁଟିଙ୍ଗ କରିଥିଲେ। ଯାହା ଆଜି ଆପଣଙ୍କ ଆଗରେ ଅଛି।

ମଦର ଇଣ୍ଡିଆ

mother india

ଫିଲ୍ମ ମଦର ଇଣ୍ଡିଆର ସୁଟିଙ୍ଗ ସେଟରେ ଭିଷଣ ନିଆଁ ଲାଗି ଯାଇଥିଲ, ଯେତେବେଳେ ଅଭିନେତ୍ରୀ ନରଗିସ ଏବଂ ଅଭିନେତା ସୁନୀଲ ଦତ୍ତ ଫିଲ୍ମରେ ନାଆଁ ସିନ ସୁଟ କରୁଥିଲେ। ସିନରେ ନରଗିସଙ୍କୁ ନିଆଁରୁ ସୁନୀଲ ଦତ୍ତ ବଞ୍ଚେଇବାର ଥିଲା। ନିଆଁ ଏତେ ଲାଗି ଯାଇଥିଲା କି ନରଗିସଙ୍କ ଜୀବନ ପ୍ରତି ବିପଦ ପଡି ଯାଇଥିଲା। ସେହି ସମୟରେ ସୁନୀଲ ଦତ୍ତ ଏକ କମ୍ବଳ ନେଇ ନରଗିସଙ୍କ ଚାରି ପଟ ଘୋଡାଇ ନିଆଁରୁ ବଞ୍ଚାଇ ଆଣି ଥିଲେ। ଏହି ର୍ଦୁଘ-ଟଣାରେ ସୁନୀଲ ଦତ୍ତ ଅଳ୍ପ ଆଘାତ ହୋଇଥିଲେ।

ବ୍ଲାକ

फिल्म ब्लैक का पोस्टर

୨୦୦୪ ମସିହାରେ ନିର୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ବ୍ଲାକ ସେଟରେ ମୁମ୍ବାଇରେ ଭି-ଷଣ ନିଆଁ ଲାଗି ଯାଇଥିଲା। ଯେଉଁଥିରେ ସେଟର ବହୁତ ଉପକରଣ ନଷ୍ଟ ହୋଇ ଯାଇଥିଲା। ଏହି ର୍ଦୁଘ-ଟଣାରେ କେତେକ ଲୋକମାନଙ୍କୁ ସାମାନ୍ୟ ଆଘାତ ମଧ୍ୟ ହୋଇଥିଲା।

ଦେବଦାସ

देवदास

ଫିଲ୍ମ ଦେବଦାସର ସେଟରେ ଭି-ଷଣ ନିଆଁ ଲାଗି ଯାଇଥିଲା ଯେଉଁଥିରେ ଦୁଇ ଜଣ ଲୋକଙ୍କ ମୃ-ତ୍ୟୁ ହୋଇଥିଲା। ଏହି ଫିଲ୍ମର ନିର୍ଦଶନା ସଞ୍ଜୟ ଲୀଲା ଭଂସାଲୀ ଦେଉଥିଲେ। ସେହି ବର୍ଷରେ ହମ ଦିଲ୍ଲ ଦେ ଚୁକେ ସନମ ଫିଲ୍ମ ସେଟରେ ମଧ୍ୟ ଏହି ପ୍ରକାରର ର୍ଦୁଘ-ଟଣା ହୋଇଥିଲା।

ଦବଙ୍ଗ-୨

dabangg

୨୦୧୨ ମସିହାରେ ମୁମ୍ବାଇର ମେହବୁବ ସ୍ଟୁଡିଓରେ ଫିଲ୍ମ ଦବଙ୍ଗ-2 ସୁଟିଙ୍ଗ ସେଟରେ ନିଆଁ ଲାଗି ଯାଇଥିଲା। ସେହି ସମୟରେ ସଲମାନ ଖାନ ସୁଟିଙ୍ଗ କରୁଥିଲେ। ରିପୋର୍ଟ ଅନୁସାରେ କୁହାଯାଉ ଥିଲା କି ସର୍ଟ ସର୍କିଟ ପାଇଁ ନିଆଁ ଲାଗି ଯାଇଥିଲା। ଏହି ର୍ଦୁଘ-ଟଣାରେ ତିନୋଟି ଲୋକ ଆଘାତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। ଏହି ର୍ଦୁଘ-ଟଣାର ଶୀକାର ହେଉ ହେଉ ସଲମାନ ବଞ୍ଚି ଯାଇଥିଲେ।

ମୈଂ ତେରୀ ହିରୋ

Main Tera Hero

ଏହି ଫିଲ୍ମରେ ମଧ୍ୟ ନିଆଁ ଲାଗିବାର ର୍ଦୁଘ-ଟଣା ହୋଇଥିଲା। ଏହି ଫିଲ୍ମର ଲିଡ ରୋଲରେ ବରୁଣ ଧଓ୍ବନ ଥିଲେ, ଏହି ଫିଲ୍ମର ସୁଟିଙ୍ଗ ସେମାନେ ବ୍ୟାଙ୍କକରେ କରୁଥିଲେ। କୁହାଯାଉଥିଲା କି ଓ୍ବୈନିଟୀ ଭ୍ୟାନ ସହିତ ଜଡିତ ଏକ ଜେନରେଟରରେ ନିଆଁ ଲାଗି ଯାଇଥିଲା ଏବଂ ସେହି ନିଆଁ ସମ୍ପୁର୍ଣ୍ଣ ସେଟରେ ଲାଗି ଯାଇଥିଲା। ସେହି ର୍ଦୁଘ-ଟଣାରେ କେତେକ ଲୋକ ବେହୋସ ହୋଇ ଯାଇଥିଲେ ଏବଂ ସାଙ୍ଗେ ସାଙ୍ଗେ ସେଟକୁ ଖାଲି କରିବାକୁ ପଡିଥିଲା।

ABCD-୨

abcd 2

ଫିଲ୍ମ ABCD-2ର ସୁଟିଙ୍ଗ ସେଟରେ ମଧ୍ୟ ନିଆଁ ଲାଗି ର୍ଦୁଘ-ଟଣା ହୋଇଥିଲା । ଏହି ଫିଲ୍ମର ଲିଡ ରୋଲରେ ଅଭିନେତା ବରୁଣ ଧବନ ଏବଂ ଅଭିନେତ୍ରୀ ଶ୍ରଦ୍ଧା କାପୁର ଥିଲେ। ନିଆଁ ଲାଗିବା କାରଣରୁ ସେଟ ମଧ୍ୟରୁ ୬୦୦ ଲୋକମାନଙ୍କୁ ବଞ୍ଚାଇଁ ବାହାରକୁ ବାହର କରାଯାଥିଲା। ଏହି ର୍ଦୁଘ-ଟଣାରେ କାହର କ୍ଷତି ହୋଇ ନଥିଲା , ନିଆଁ ଲାଗିବା ମାତ୍ରେ ନିଆଁକୁ ଆୟତ କରାଯାଥିଲା।

ଦ ସ୍ବର୍ଡ ଅଫ ଟୀପୁ ସୁଲତାନ

द स्वॉर्ड ऑफ टीपू सुल्तान का दृश्य

କେବଳ ଫିଲ୍ମ ସୁଟିଙ୍ଗ ସେଟରେ ନୁହେଁ ବଂର ଟିଭି ସିରିଏଲ ସେଟରେ ମଧ୍ୟ ନିଆଁ ଲାଗି ସାରିଛି। ଟିଭି ସିରିଏଲ ଦ ଟୀପୁ ସୁଲତାନ ସୁଟିଙ୍କ ସେଟରେ ନିଆଁ ଲାଗିବା କାରଣରୁ ୫୦ ଜଣ ଲୋକମାନଙ୍କର ମୃ-ତ୍ୟୁ ହୋଇଥିଲା। ଏହା ବହୁତ ବଡ ର୍ଦୁଘ-ଟଣା ଥିଲା ଏବଂ ଏଥିରେ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଜୀବନ ଯାଉ ଯାଉ ବଞ୍ଚି ଯାଇଥିଲା।

Leave a Reply

Your email address will not be published. Required fields are marked *