ପ୍ରଥମ ଚୂମ୍ବନ: ଲାଜରେ ଲାଲ ହୋଇଗଲେ ନେହା କକ୍କଡ, ହନୀ ସିଂହଙ୍କ ଗୀତରେ ଦେଲେ ଏପରି ଏକ୍ସପ୍ରେସନ।

ମୁମ୍ବାଇ: ହୁଏତ ନେହା କକ୍କଡ ବିବାହ ପରେ ନିଜର ସର ନେମ ବଦଳେଇ ଦେଇଛନ୍ତି କିନ୍ତୁୁ ସେ ଆଜି ଯାଏ ମଧ୍ୟ ସୋଶିଆଲ ମିଡିଆରେ ଆକ୍ଟିଭ ଅଛନ୍ତି। ନେହା ସୋଶିଆଲ ମିଡିଆରେ ତାଙ୍କର ସବୁ ଫଟୋ ଏବଂ ଭିଡିଓ ସୋଶିଆଲ ମିଡିଆରେ ସେୟାର କରନ୍ତି। ବର୍ତ୍ତମାନ ନେହା କକ୍କଡ ନିଜ ଫ୍ୟାନସ୍ ମାନଙ୍କ ସହିତ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜର ପ୍ରଥମ ଚୂମ୍ବନ ବିଷୟରେ କହିଛନ୍ତି। ବାସ୍ତବରେ ଏହି ପ୍ରଥମ କିସ ରୈପର ହନୀ ସିଂହଙ୍କ ଗୀତ ଫାଷ୍ଟ କିସର କଥା ଅଟେ। ଯେଉଁଥିରେ ନେହା ଲପସିଙ୍ଗ କରିଥିବାର ଦେଖିବାକୁ ମିଳିବ। ଏଥିରେ ନେହାଙ୍କର ଏକ ଏକ୍ସପ୍ରେସନ ଦେଖିବା ଯୋଗ୍ୟ ଅଟେ। ନେହାଙ୍କର ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି।

ନେହା କକ୍କଡ ବିବାହ ପରେ ନିଜ ସ୍ବାମୀ ରୋହନପ୍ରୀତ ସିଂହଙ୍କ ସହିତ ହନୀମୁନ କରିବା ପାଇଁ ଦୁବାଈ ଯାଈଥିଲେ। ଏଠାକାର ଏକ ଫଟୋ ରେ ତାଙ୍କୁ ଦେଖିବାକୁ ମିଳିଛି , ଯେଉଁଥିରେ ତାଙ୍କୁ ତାଙ୍କ ସ୍ବାମୀ ରୋହନପ୍ରୀତ କିସ କରୁଛନ୍ତି। ନେହା ଏବଂ ରୋହନପ୍ରୀତ ଅକ୍ଟୋବର ୨୪କୁ ଦିଲ୍ଲୀର ଏକ ଗୁରୁଦ୍ବାରରେ ବିବାହ କରିଥିଲେ। ବିବାହ ପରେ ସ୍ବାମୀ ସ୍ତ୍ରୀ ଏୟରୋସିଟି ରେ ଥିବା ଜେ ଡବ୍ୟୁ ମୈରୀୟଟ ହୋଟେଲରେ ଯାଇ ପହଁଚି ଥିଲେ। ଯେଉଁଠି ଦୁଇ ପକ୍ଷର ସମ୍ପର୍କୀୟ ଏବଂ ସାଙ୍ଗ ସାଥି ମାନେ ଦୁଇ ଜଣଙ୍କୁ ଆର୍ଶୀବାଦ ଦେଇଥିଲେ।

ନେହା କକ୍କଡ ନିଜର ବିବାହର ୧୨ ଦିନ ପରେ ନିଜର ପ୍ରଥମ କରବା ଚୌତ କରିଥିଲେ। ଏହି ସମୟରେ ତାଙ୍କୁ ଲାଲ ଶାଢୀ , ଲାଲ ଚୁଡା ଏବଂ ପୂଜା ଥାଳି ଧରିଥିବାର ଦେଖିବାକୁ ମିଳିଥିଲେ। ରୋହନପ୍ରୀତ ନେହା କକ୍କଡଙ୍କ ଠାରୁ ଆଠ ବର୍ଷ ସାନ। କୁହାଯାଉଛି କି ରୋହନପ୍ରୀତ ଏବଂ ନେହାଙ୍କର ୬ ମାସ ପୂର୍ବେ କୋରୋନା କାଳରେ ଚଣ୍ଡୀଗଡରେ ଦେଖା ହୋଇଥିଲା। ଦୁଇ ଜଣ କୌଣସି ଏକ ଇଭେଣ୍ଟ ରେ ସାମିଲ ହୋଇଥିଲେ। ଏହିଠାରୁ ତାଙ୍କର ମିଳା ମିଶା ଆରମ୍ଭ ହୋଇ କଥା ଆଗକୁ ବଢିଥିଲା। ଏହାପରେ ସେମାନେ କୋରୋନା କାଳରେ ବିବାହ କରି ନିଜର ପ୍ରେମକୁ ଏକ ନୂଆ ନାମ ଦେଇଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *