ଚତୁର୍ଥରେ ପଢ଼ୁଥିବା ଏହି ପିଲା ଗୋଟିଏ ଗୋଡ଼ରେ ଖେଳୁଛି ଫୁଟବଲ, ଏହାକୁ ଦେଖିଲେ ଆପଣଙ୍କୁ ବି ମିଳିବ ସାହସ

ବଞ୍ଚିବା ଏହାର ନାମ:

ଜୀବନରେ ଏମିତି କିଛି ମୌକା ଆସେ ଯେତେବେ ତୁମକୁ ଆମକୁ ଆଉ ସମସ୍ତଙ୍କୁ ଦରକାର ପଡିଥାଏ ଭାବିବାକୁ | ମଣିଷ ଏହା ଭାବେ କି ସେ କଣ କରୁଛି | ଆଉ ତାକୁ କଣ କରିବାକୁ ପଡିବ | ଏକ ତ୍ରୁଟି ଚାଲିଥାଏ ମଣିଷ ସାମ୍ନାରେ ଅନେକ ପ୍ରଶ୍ନ ଉଠିଥାଏ | ଅନେକ ଥର ମଣିଷ ନିଜକୁ ଅଭିଶାପ ଦେବା ଆରମ୍ଭ କରିଥାଏ ଏବଂ ହାରିବି ଯାଏ | କିନ୍ତୁ ଏହି ସମୟରେ କିଛି ପ୍ରକୃତ ଘଟଣା ସାମନାକୁ ଆସିଯାଏ | ଯିଏ ଆପଣଙ୍କୁ ଅନୁଭବ କରାଇ ଦିଏ କି ଯାହା ସହ ପ୍ରକୃତି ଏବଂ ଦୁନିଆ ଏତେ ଖରାପ କଲା ପରେ ବି ସେ ହାର ମାନି ନାହିଁ | ତାହେଲେ ଆପଣ ହାର କାହିଁକି ମାନିବେ | ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିଛି | ବୈଶାଖୀ ହାତରେ ଧରି ପିଲାଟି ଫୁଟବଲ ଖେଳୁଛି | ବଞ୍ଚିବା ହେଉଛି ଏହାର ନାମ |

ଭିଡ଼ିଓ ତ ଦେଖନ୍ତୁ:

ଏଏନଆଇ ଏହି ଭିଡ଼ିଓ ଶେୟାର କରିଛନ୍ତି | ତାଙ୍କ ଟ୍ୱିଟ ଅନୁଯାୟୀ, ଏହି ପିଲାର ନାମ କୁନାଲ ଶ୍ରେଷ୍ଠ ଅଟେ ଆଉ ସେ ଚତୁର୍ଥ ଶ୍ରେଣୀରେ ପଡୁଛି | ଏହି ଭିଡ଼ିଓରେ ସେ ଫୁଟବଲ ଖେଳୁଥିବାର ନଜର ଆସିଛନ୍ତି |

ନିଜେ ଶିଖିଲେ ସାଇକେଲ :

ତାଙ୍କ ବାପାଙ୍କ କହିବା ଅନୁସାରେ କୁନାଲ କେବେବି ନିଜର ସାହସ ହରାଇନି | ତାଙ୍କୁ କେବିବି ଦୁଃଖ ଲାଗେନି କି ତାଙ୍କ ଗୋଡ ନାହିଁ ବୋଲି | ଏମିତିକି ସେ ନିଜେ ନିଜେ ସାଇକେଲ ଚଳାଇବା ଶିଖିଛନ୍ତି |

ଲୋକମାନେ ପ୍ରଶଂସା କଲେ:

ଭିଡିଓ ଦେଖୁଥିବା ଲୋକମାନେ କୁନାଲ ଶ୍ରେଷ୍ଟଙ୍କ ଏହି ଭାବନାକୁ ଅଭିବାଦନ ଜଣାଇଛନ୍ତି ।

ନିଶବ୍ଦ କରିଦେଲେ :

ଦେଖିଲି କି କୁନାଲ ବୈଶାଖୀ ଧରିକି ଗୋଟିଏ ହାତରେ ଫୁଟବଲ କିକ ମାରୁଥିଲେ | ଏମିତି ସେ ପୁରା ସଠିକ ଭାବରେ ଫୁଟବଲ ଖେଳୁଥିଲେ | କୁନାଲଙ୍କ କାହାଣୀ କହୁଛି କି ଜୀବନ କେବେ ହାରିବା ନାମ ନୁହେଁ | ଏତେ ଛୋଟ ବୟସରେ ମାତ୍ର ୪୫ ସେକେଣ୍ଡର ଏହି ଭିଡ଼ିଓ କେତେ ଲୋକଙ୍କ ଚିନ୍ତାଧାରା ବଦଳେଇବାରେ ସାହାଯ୍ୟ କରିବ | କିଛିବି ହେଇଯାଉ ସାଙ୍ଗମାନେ ଜୀବନରେ କେବେ ହାରିବନି, ତାର ଆନନ୍ଦ ନିଅ | ସାମ୍ନା କରିବାକୁ ହେବ ତାକୁ କାହିଁକି ନା ସେ ବି ଜୀବନର ଏକ ଅଂଶ ଅଟେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *