ଭୋକିଲା ପିଲାଟି ବଡ଼ ସୈାକ ରେ ବନେଇଲା ଭେଜ ବର୍ଗର, ଖାଇକି ଯେମିତି ହେକୁଟି ମାରିଛି ମୁହଁ ଫୁଲିକି ବାହାରିଲା ଜିଭ

ଲୋକଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଥାଏ, ସେମାନେ କେବେ କଳ୍ପନା କରି ନଥିବେ। ଏବେ ଉଟାହ ରେ ରହୁଥିବା ଏହି ବାଳକ କୁ ଦେଖନ୍ତୁ। ସେ ତା ନିଜ ପାଇଁ ବଡ଼ ଆନନ୍ଦରେ ବର୍ଗର ବାନେଇଥିଲା କିନ୍ତୁ ତାଙ୍କୁ କଣ ଜଣା ଥିଲା ଯେ ବର୍ଗର ଖାଇବା ପରେ ତାର ଏମିତି ଅବସ୍ଥା ହୋଇଯିବ ଆଉ ସେ କିଛି କହିପାରିବ ନାହିଁ। ପିଲାଟିର ବର୍ଗର ରେ ମହୁମାଛି ବସି ପଡ଼ିଥିଲା, ଏହା ଉପରେ ତାର ନଜର ନଥିଲା ଏବଂ ସେ ଏହାକୁ ଖାଇଦେଲା।ଏହା ପରେ ତା ମୁହଁ ର ଯୋଉ ଅବସ୍ଥା ହେଲା ତା ବହୁତ ଭୟଙ୍କର ଥିଲା। ତା ପରେ ପିଲାଟି ନିଜେ ତାର ଭିଡିଓ ବନେଇ ସେୟାର କରିଥିଲା।

ଗୋଟେ ପିଲା ଦ୍ୱାରା ସେୟାର କରାଯାଇଥିବା ଭିଡିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଛି। ସେ ଠିକ୍ ସେ କଥା ବାର୍ତ୍ତା କରିପାରୁ ନାହିଁ କାରଣ ତା ଜିଭ ଟି ଫୁଲିକି ରହିଛି।

ଏହି ଘଟଣାଟି ଘଟିଓଟାହ ରେ ରହୁଥିବା ୨୦ ବର୍ଷ ର ପିଲା କୋବ ଫ୍ରୀମ୍ୟାଇନଙ୍କ ସହିତ ଘଟିଛି। ସେ ତାଙ୍କ ନିଜ ପାଇଁ ବର୍ଗର ଵନେଇଥିଲେ, ତାର ପରିଣାମ ଏମିତି କିଛି ହବ ବୋଲି ସେ ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ।

ଉଟାହର ବେବର ଷ୍ଟେଟ ୟୁନିଭରସିଟି ରେ ପଢୁଥିବା କୋବ୍ ଙ୍କୁ ହଠାତ ଭୋକ ଲାଗିଥିଲା। ଯେଉଁଥିପାଇଁ ସେ ନିଜେ ବର୍ଗର ବନେଇବା ପାଇଁ ନିଷ୍ପତି ନେଇଥଲେ। କୋଵ ବଡ଼ ଆନନ୍ଦ ରେ ନିଜ ପାଇଁ ବର୍ଗର ବାନେଇଥିଲେ।

ବର୍ଗର ବନେଇ ସାରିବା ପରେ କିଛି ସମୟ ପାଇଁ ସେ ରୋଷେଇ ଘରୁ ବାହାରକୁ ଆସିଥିଲେ ଏବଂ ଫେରିକି ବର୍ଗର ଖାଇବା ଆରମ୍ଭ କରିଥିଲେ। ପ୍ରଥମ ବର୍ଗର ଶେଷ କରିବା ମାତ୍ରେ ହିଁ ମୁହଁ ପୋଡିବା ଆରମ୍ଭ କରିଥିଲା । ସେ ଆଇନା ରେ ଯେତେବେଳେ ନିଜ ମୁହଁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ଜିଭ ଉପରେ ଏକ ମହୁମାଛି ବସିଥିଲା ଏବଂ ମହୁମାଛି ଟି ତାଙ୍କ ଜିଭ କୁ କାମୁଡି ଧରି ଥିଲା। ଏହା ଦ୍ୱାରା ତାଙ୍କ ଜିଭ ବହୁତ ଫୁଲି ଯାଇଥିଲା।

କୋବଙ୍କ ଜିଭ ତାଙ୍କ ମୁହଁ ରୁ ପଦାକୁ ବାହାରି ଆସିଥିଲା । ପ୍ରକୃତ କଥାଟି ଏହି ମହୁମାଛି ଟି ତାଙ୍କ ବର୍ଗର ଉପରେ ଆସି ବସି ପଡ଼ିଥିଲା। ଯାହାକୁ କି ସେ ଧ୍ୟାନ ଦେଇନଥିଲେ ଏବଂ ବର୍ଗର ଖାଇବା ଆରମ୍ଭ କରି ଦେଇଥିଲେ।

ବର୍ଗର ଖାଇବା ମାତ୍ରେ ହିଁ ମହୁମାଛି ଟି ତାଙ୍କ ଜିଭ କୁ କାମୁଡି ଦେଇଥିଲା ଯାହଦ୍ଵାରା ଜିଭ ଟି ଫୁଲିକି ବାହାରକୁ ଆସି ଯାଇଥିଲା।ଏହା ପରେ କୋବ ନିଜେ ଏହି ଭିଡିଓ ଟି କୁ ଅପଲୋଡ଼ କରିଥିଲେ। ଏହି ଭିଡିଓ ଟି ବର୍ତ୍ତମାନ ସୁଦ୍ଧା ୫୩ ଲକ୍ଷ ଲୋକ ଦେଖିସାରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *