ଜଣେ ମହିଳାଙ୍କ ସହ ଏକ ବ୍ୟକ୍ତି ୪ ଥର ବିବାହ କଲେ ଏବଂ ତିନି ଥର ଛା-ଡ଼ପ-ତ୍ର ଦେଇଥିଲେ, କାରଣ ଜାଣିଲେ ହୋଇଯିବେ ସ୍ତ-ବ୍ଧ

ଅନେକ ସମୟରେ ଶୁଣିବାକୁ ମିଳେ, ଜଣେ ବ୍ୟକ୍ତି ଏକ ମହିଳା ସହ ବିବାହ କଲା ପରେ କୌଣସି କାରଣରୁ ତାକୁ ଛା-ଡ଼ପ-ତ୍ର ଦେଇ ଅନ୍ୟ ଏକ ମହିଳାଙ୍କୁ ବିବାହ କରିଥାଏ। କିନ୍ତୁ ଏବେ ତାଇପେଇରୁ ଏକ ନୂଆ ମା-ମ-ଲା ସାମ୍ନାକୁ ଆସିଛି, ଯାହା ବିବାହକୁ ନେଇ ହୋଇଛି। ଜଣେ ବ୍ୟକ୍ତି ୪ ଥର ବିବାହ ଓ ତିନିଥର ଛା-ଡ଼ପ-ତ୍ର ଦେଇଥିଲା। ଏଥିରେ ଆ-ଶ୍ଚ-ର୍ଯ୍ୟର ବିଷୟ ଏହା କି, ସେହି ବ୍ୟକ୍ତି ଜଣକ ଅଲଗା ଅଲଗା ମହିଳାଙ୍କୁ ବିବାହ ନ କରି ବରଂ ଜଣେ ମହିଳାଙ୍କ ସହ ଚାରି ଥର ବିବାହ କରିଥିଲେ। ଏବଂ ତାକୁ ହିଁ ତିନି ଥର ଛା-ଡ଼ପ-ତ୍ର ଦେଇଥିଲେ। ଏହାର ପଛର କାରଣ ଜାଣିଲେ ଆପଣ ହୋଇଯିବେ ସ୍ତ-ବ୍ଧ।

ଚାରିଥର ବିବାହ ଏବଂ ତିନିଥର ଛା-ଡ଼ପ-ତ୍ର ମା-ମ-ଲା ତାଇପେଇର ଅଟେ। ଏହି ବିନା ନାମକ ବ୍ୟକ୍ତି ତାଇପେଇର ଏକ ବ୍ୟାଙ୍କରେ କ୍ଲର୍କର କାମ କରନ୍ତି। ଯଦି ତାକୁ ଏହା କରିବା ପଛର କାରଣ ପଚରା ଯାଏ ତେବେ ସେ ବ୍ୟାଙ୍କରୁ ଛୁଟି ନେବାପାଇଁ କରିଥିଲେ। ଯେବେ ସେ ପ୍ରଥମ ଥର ପାଇଁ ବିବାହ କଲେ, ତାଙ୍କୁ ୮ ଦିନ ପାଇଁ ପେଡ଼ ଲିଭ ଦିଆଯାଇଥିଲା। ସେ ପୂର୍ବ ବର୍ଷ ଏପ୍ରିଲ ମାସ ୬ ତାରିଖରେ ବିବାହ କରିଥିଲେ। ବିବାହର ପର ଦିନ ତାର ପତ୍ନୀକୁ ଛା-ଡ଼ପ-ତ୍ର ଦେଇଦେଲେ, ଏବଂ ପୁଣି ତାକୁ ଆଉଥରେ ବିବାହ କରିବା ପାଇଁ ରଚନା କରିଥିଲେ। ଏହାପରେ ସେ ଅଫିସରୁ ଛୁଟି ନେବାକୁ ଆଗ୍ରହ କଲେ ଏବଂ ତାଙ୍କୁ ମିଳିଗଲା। ଏହା କରିବାରେ ତାଙ୍କୁ ଚାରିଥର ବିବାହ କଲେ ଏବଂ ତିନି ଥର ଛା-ଡ଼ପ-ତ୍ର ଦେଇଥିଲେ।

Google

୪ର୍ଥ ବିବାହ ପରେ ମିଳିଲା ନାହିଁ ଛୁଟି:-

ଯେବେ ବ୍ୟାଙ୍କରେ ଏହାକୁ ନେଇ ନୋ-ଟି-ସ ଜା-ରି ହେଲା କି ସେହି ବ୍ୟକ୍ତି କଣ କରୁଛି। ଏଥିପାଇଁ ବ୍ୟାଙ୍କ ତାର ଚତୁର୍ଥ ବିବାହ ପରେ ପେ-ଡ଼ ଲି-ଭ ଦେବାକୁ ମନା କରିଦେଲା। ଯେବେ ବ୍ୟାଙ୍କ ତରଫରୁ ତାକୁ ଛୁଟି ଦେବାକୁ ମ-ନା କରିଦେଲା, ସେତେବେଳେ ସେ କମ୍ପାନୀ ବି-ରୁ-ଦ୍ଧରେ ତାଇପେଇ ସିଟି ଲେବର ବ୍ୟୁ-ରୋରେ ଅ-ଭିଯୋ-ଗ ଦ-ର୍ଜ କରିଦେଲେ କି ବ୍ୟାଙ୍କ ଲେବର ଆ-ଇ-ନର ଆର୍ଟିକିଲ ୨ର ଉ-ଲ୍ଲଂଘ-ନ କରୁଛି।

ଆଇନକୁ ମାନିବା ତ କର୍ମଚାରୀକୁ ତାର ବିବାହ ପାଇଁ ୮ ଦିନ ଛୁଟି ଦିଆଯାଇଛି। ଯେତେବେଳେ ଏହି ବ୍ୟକ୍ତି ଚାରି ଥର ବିବାହ କଲା ସେତେବେଳେ ଏହି ଛୁଟି ୩୨ ଦିନକୁ ପହଞ୍ଚି ଯାଇଛି। ବ୍ୟକ୍ତିର ଅ-ଭିଯୋ-ଗ ପରେ ତାଇପେଇ ସିଟି ଲେବର ବ୍ୟୁ-ରୋ ଏହି ଘ-ଟ-ଣାର ତ-ଦ-ନ୍ତ କଲା ଏବଂ ପାଇଲା ବ୍ୟାଙ୍କ ଲେବର ଆ-ଇ-ନର ଉ-ଲ୍ଲଂଘ-ନ କରିଛି। ଏଥିରେ ବ୍ୟାଙ୍କ ଉପରେ ୨୦ ହଜାର ଡଲାର ଅର୍ଥାତ ୫୨,୮୦୦ ଟଙ୍କା ଅକ୍ଟୋବର ୨୦୨୦ରେ ଚା-ର୍ଜ କରାଯାଇଛି।

Leave a Reply

Your email address will not be published. Required fields are marked *